Latest Odisha News

BREAKING NEWS

ସବୁଠାରୁ ଦାମୀ ଟି୨୦ ଲିଗ ପାଇଁ ଯୋଜନା କରୁଛି ସାଉଦି ଆରବ

ରିୟାଦ: ସାଉଦି ଆରବ ଦୁନିଆର ସବୁଠାରୁ ଦାମୀ ଟି୨୦ କ୍ରିକେଟ ଲିଗ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ସବୁଠାରୁ ଲୋକପ୍ରିୟ ଆଇପିଏଲର ଫ୍ରାଂଚାଇଜରଙ୍କ ସହ ମଧ୍ୟ ଯୋଗାଯୋଗ କରିବା ଆରମ୍ଭ କରାଯାଇଛି । ଫୁଟବଲ ଓ ଫର୍ମୂଲା ୱାନ ପରେ ଏବେ ସାଉଦି ଆରବର ନଜର କ୍ରିକେଟ ଉପରେ ରହିଛି ।…

ପ୍ରଥମେ ଦଳିତ ନେତାଙ୍କ ପାଦ ଛୁଇଁଲେ, ତା’ ପରେ ଗୁଳିକରି ହତ୍ୟା କଲେ

ନୂଆଦିଲ୍ଲୀ: ବିହାରରେ ଦଳିତ ନେତାଙ୍କୁ ଗୁଳି କରି ହତ୍ୟା । ଆମ୍ବେଦକର ଜୟନ୍ତୀ  ପାଇଁ ପ୍ରସ୍ତୁତ ହେଉଥିବା ଦଳିତ ସେନାର ରାଷ୍ଟ୍ରୀୟ ସଂଗଠନ ସଚିବ ରାକେଶ ପାସବାନଙ୍କୁ ଚାରି ଜଣ ଲୋକ ଅତିର୍କିତ ଆସି ଗୁଳି କରିଥିଲେ । ଗୁଳି ମାରି ସାରିବା ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଏହି ଘଟଣା…

ପୁଅକୁ ହରାଇ ଅନୁତାପ କରୁଛି ଅତିକ; କାନ୍ଦି କାନ୍ଦି କହୁଛି, ମୋ ସଂସାର ଭାସିଗଲା…ସବୁ ଦୋଷ ମୋର..

ପ୍ରୟାଗରାଜ: ପୁଅକୁ ହରାଇବା ପରେ ଏବେ ମୁଣ୍ଡ ପିଟି କାନ୍ଦୁଛି ଅତିକ ଅହମ୍ମଦ । ନିଜ କର୍ମ ପାଇଁ ଏବେ ପସ୍ତଉଛି । ଅନୁତାପ କରୁଛି । ନିଜ ଭୁଲ ପାଇଁ ପୁଅ ମଲା ବୋଲି କହି ଅଧିର ହେଉଛି  । ହେଲେ ଚାଲିଗଲା ପୁଅ ଆଉ ଫେରିବନି  । ପୁଅକୁ ହରାଇବା ପରେ ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ଅତିକ…

ଏକ୍ସପ୍ରେସ ଟ୍ରେନକୁ ବିସ୍ଫୋରକ କିଏ ଆଣିଥିଲା ! ସିସିଟିଭି ଖୋଲିବ ରହସ୍ୟ

ଭୁବନେଶ୍ୱର:ଏକ୍ସପ୍ରେସ ଟ୍ରେନରେ ବିସ୍ଫୋରକ ସାମଗ୍ରୀ ।  କିଏ ଆଣିଥିଲା, କେଉଁଠୁ ଉଠିଥିଲା ଓ  କାହିଁକି ଆସିଥିଲା ଜଣାପଡିନି । ଯିଏ ବି ଆଣୁ ହେଲେ ଏହି ବିସ୍ଫୋରକକୁ ଟ୍ରେନରେ ଛାଡି ପଳାଇ ଯାଇଛି । ସକାଳୁ ସକାଳୁ ସୁରକ୍ଷା କର୍ମୀମାନେ ଏହାକୁ ଦେଖିବା ପରେ ସାରା ଭୁବନେଶ୍ୱର ଷ୍ଟେସନରେ ହଇଚଇ…

ତାତିରେ ଛଟପଟ ସାରା ରାଜ୍ୟ; ୨୫ ସହରର ତାପମାତ୍ରା ୪୦ ଉପରେ

ଭୁବନେଶ୍ୱର: ସାରା ରାଜ୍ୟରେ ଡହ ଡହ ଖରା । ସକାଳୁ ସକାଳୁ ବି ଅସହ୍ୟ ହେଉଛି ଖରା । ଘରୁ ବାହାରି ହେଉନି । ଆଜି ବି ୪୦ ଡିଗ୍ରୀ ତାପମାତ୍ରାରେ ଛଟପଟ ହେଉଛି ରାଜ୍ୟ । ଆଜି ବି ସକାଳ ୧୧ଟା ସୁଦ୍ଧା ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଟପିଲାଣି । ଝାରସୁଗୁଡାରେ ତାପମାତ୍ରା ୩୯.୮ ଡିଗ୍ରୀ…

କଂଗ୍ରେସରେ ଯୋଗ ଦେଇପାରନ୍ତି ବିଜେପି ଛାଡ଼ିଥିବା କର୍ଣ୍ଣାଟକ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦୀ

ବେଙ୍ଗାଲୁରୁ: ଟିକେଟ୍ ନ ମିଳିବାରୁ ବିଜେପି ଛାଡ଼ିଥିବା କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦୀ ଖୁବ୍‌ଶୀଘ୍ର କଂଗ୍ରେସରେ ଯୋଗ ଦେଇପାରନ୍ତି। ଆଜି ସେ କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର ଓ ଦଳର ବରିଷ୍ଠ ନେତା ସିଦ୍ଧରମେୟା ଭେଟିଛନ୍ତି। ବେଙ୍ଗାଲୁରୁ ସ୍ଥିତ…

ଓଡ଼ିଶାରେ ଆବାସ ବିକାଶ ପାଇଁ ୟୁପିଏ ଦେଇଥିଲା ୨୬ କୋଟି, ମୋଦି ସରକାରରେ ୧ ଲକ୍ଷ କୋଟି

ଭୁବନେଶ୍ୱର: ଗରିବ ଲୋକଙ୍କୁ ଘର ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ । ଆବାସ ନିୟମରେ କାଣ୍ଟଛାଣ୍ଟ କରି ମୋଦି ସରକାର ଗରିବଙ୍କୁ ଘର ଦେବାକୁ ଚାହୁଁଛନ୍ତି । ଏ ଯାଏ ୩୮ ଲକ୍ଷ ଆବାସ ଗରିବକୁ କେନ୍ଦ୍ର ସରକାର ଯୋଗାଇଛନ୍ତି  ବୋଲି କହିଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ…

ଅସଦାଚରଣର ଶିକାର ହେଲେ ବଲିଉଡ୍ ଅଭିନେତ୍ରୀ: ଥାନାରେ ମାମଲା ରୁଜୁ

ମୁମ୍ବାଇ: ଅସଦାଚରଣର ଶିକାର ହେଲେ ବଲିଉଡ୍ ଅଭିନେତ୍ରୀ। ଏନେଇ ମୁମ୍ବାଇ ଥାନାରେ ଅଭିଯୋଗ ହେବା ପରେ ମାମଲା ଦାୟର ହୋଇଛି। ଅଭିନେତ୍ରୀ(ପରିଚୟ ଲୁଚାଯାଇଛି) ଜଣଙ୍କ ଜଣେ ଫାଇନାନ୍ସରଙ୍କ ବିରୋଧରେ ମୁମ୍ବାଇର ଜୁହୁ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ,  ଉକ୍ତ ଫାଇନାନ୍ସର ଶୁକ୍ରବାର…

ବିଷୁବ ସଂକ୍ରାନ୍ତି ବନାମ ଦଣ୍ତ ପାଟୁଆ ପର୍ବ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଇଛି । ଏହା ସାଧାରଣତଃ ଅପ୍ରେଲ ୧୪ (ବୈଶାଖ ୧) ତାରିଖରେ ପଡ଼େ । ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମ ଋତୁର ଆରମ୍ଭ ହୋଇଥାଏ । ତେଣୁ…

୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧,୧୦୯ କରୋନା ପଜିଟିଭ୍; ଗତ ୭ ମାସରେ ସର୍ବାଧିକ

ନୂଆଦିଲ୍ଲୀ: ଗତ ୩ ଦିନ ହେଲା ଦେଶରେ ଦୈନିକ କରୋନା ସଂକ୍ରମଣ ୧୦ ହଜାର ଉପରେ ରହୁଛି। ଦିନକୁ ଦିନ ବଢ଼ୁଥିବା ଦୈନିକ ସଂକ୍ରମଣ ଚିନ୍ତାରେ ପକାଇଲାଣି। ଆଜି ମଧ୍ୟ ଦେଶରେ ୧୧,୧୦୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା ଗତ ୭ ମାସରେ ସର୍ବାଧିକ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।…