Latest Odisha News

BREAKING NEWS

୭୦ କୋଟି ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିଥିବା ଅଭିଯୁକ୍ତ ଗିରଫ

ହାଇଦ୍ରାବାଦ: ପାଖାପାଖି ୭୦ କୋଟି ଲୋକ ଓ ସଂସ୍ଥାର ବ୍ୟକ୍ତିଗତ ତଥ୍ୟ ଚୋରି କରିଥିବା ଅଭିଯୁକ୍ତକୁ ଗିରଫ କରିଛି ସାଇବରାବାଦ ପୋଲିସ । ଗିରଫ ବ୍ୟକ୍ତି ଜଣଙ୍କ ୨୪ ରାଜ୍ୟ ଏବଂ ୮ଟି ବଡ଼ ବଡ଼ ସହରର ୬୬.୯ କୋଟି ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିଥିଲେ । ପୋଲିସ ସୂଚନା ଅନୁସାରେ, ଗିରଫ…

ଉଚ୍ଚ ଶିକ୍ଷା ପାଇଁ ଜଣେ ଡାକ୍ତର କେତେ ଦିନ ଛୁଟି ନେଇପାରିବେ? ଜାଣନ୍ତୁ ସଂଶୋଧିତ ନିୟମ

ଭୁବନେଶ୍ୱର: ଡାକ୍ତରମାନଙ୍କୁ ଦିଆଯାଉଥିବା ଷ୍ଟଡି ଲିଭ (ପାଠ ପଢ଼ିବାକୁ ଛୁଟି) ନିୟମରେ ସଂଶୋଧନ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ଡାକ୍ତରମାନେ ପିଜି ଓ ପିଜି ପରେ ଉଚ୍ଚଶିକ୍ଷା ପାଇଁ ସର୍ଭିସ କ୍ୟାରିୟର ବା ଚାକିରି କାଳରେ ଯଦି ଛୁଟି…

ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ

ଭୁବନେଶ୍ୱର: ବିଶିଷ୍ଟ ଗବେଷକ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସୋଆର ପୂର୍ବତନ ଡିନ୍ (ରିସର୍ଚ୍ଚ ଆଣ୍ଡ ଡେଭ୍‌ଲପ୍‌ମେଣ୍ଟ) ଭାବେ କାର୍ଯ୍ୟ ତୁଲାଇଥିବା ପ୍ରଫେସର ନନ୍ଦ କୁଳପତି…

ବିଏସକେୱାଇରେ ଅନିୟମିତତା, ଘରୋଇ ହସ୍ପିଟାଲ୍ ସିଲ୍ କଲା ସିଏମସି

କଟକ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY)ରେ ଅନିୟମିତତା ଅଭିଯୋଗରେ କଟକର ଏକ ଘରୋଇ ହସ୍ପିଟାଲର ମାଲିକ ଓ ମ୍ୟାନେଜର ଗିରଫ ପରେ ସିଏମସି ହସ୍ପିଟାଲକୁ ସିଲ୍ କରିଛି । ଶନିବାର ଉକ୍ତ ଘରୋଇ ହସ୍ପିଟାଲକୁ ସିଲ୍ କରିଛି ସିଏମସି । ସୂଚନା ଅନୁସାରେ, କଟକ ନୂଆପଡ଼ାରେ ଥିବା ଜେଏମ୍ କେୟାର…

ଯୁବକଙ୍କୁ ଗିଳିଦେଲା କୁମ୍ଭୀର : ପାଟି ପଟେ ହାତ ହଲାଇ ସାହାଯ୍ୟ ମାଗିଲେ, ଲୋକେ ଦେଖି ଭୟଭୀତ

କୁମ୍ଭୀର କେତେ ଭୟଙ୍କର ତାହା କିଏ ବା ନ ଜାଣେ । ଏବେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଯୁବକଙ୍କୁ କୁମ୍ଭୀର ଗିଳି ଦେଇଛି ଓ ସେ ହାତ ଠାରି ଉଦ୍ଧାର କରିବାକୁ ସାହାଯ୍ୟ ମାଗୁଛନ୍ତି । ଏହି ଭିଡ଼ିଓକୁ ଦେଖି ଲୋଲେ ବି ଭୟଭୀତ ହୋଇଯାଇଛନ୍ତି । ଭାଇରାଲ…

ବଢ଼ିଲା ଶ୍ରୀମନ୍ଦିର ପତିତପାବନ ବାନା ଦର

ପୁରୀ: ପୁରୀ ଶ୍ରୀମନ୍ଦିର ଉପରେ ଲାଗୁଥିବା ପବିତ୍ର ପତିତପାବନ ବାନାର ଦାମ ବଢ଼ାଯାଇଛି। ଶନିବାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ମିଳିଛି। ପତିତପାବନ ବାନାର ଦାମ ୧୦୦ ଟଙ୍କା ବଢ଼ାଇଛି ପ୍ରଶାସନ। ଏବେ ଭକ୍ତଙ୍କୁ ଏଥିପାଇଁ ୩୦୦ ଟଙ୍କା ଦେବାକୁ ହେବ। ପ୍ରତିଦିନ ନୀଳଚକ୍ରରେ…

ଏପ୍ରିଲ୍ ୧୧ରୁ ରାଜ୍ୟରେ ସକାଳୁଆ ସ୍କୁଲ୍

ଭୁବନେଶ୍ୱର: ଗ୍ରୀଷ୍ମ ଋତୁ ଓ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକାଳୁଆ ସ୍କୁଲ୍ ପାଇଁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୧୧ ତାରିଖରୁ ରାଜ୍ୟରେ ସକାଳୁଆ ସ୍କୁଲ୍ ଆରମ୍ଭ ହେବ । ସକାଳ ୭ଟାରୁ ପାଠପଢ଼ା ଆରମ୍ଭ ହୋଇ ବିଦ୍ୟାଳୟ ଦିନ ୧୧ଟା ୩୦ରେ ସରିବ । ଗ୍ରୀଷ୍ମ ପ୍ରବାହକୁ ଦେଖି ସ୍ଥାନୀୟ…

ଶ୍ରୀଦେବୀଙ୍କ ଭଉଣୀ ରୂପରେ ବଲିଉଡର ପ୍ରତିଷ୍ଠିତ କଳାକାର

ମୁମ୍ବାଇ: ଶ୍ରୀଦେବୀଙ୍କ ଭଉଣୀ ରୂପରେ ବଲିଉଡର ଜଣେ ପ୍ରତିଷ୍ଠିତ କଳାକାରଙ୍କ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଉକ୍ତ କଳାକାରଜଣଙ୍କ ଶ୍ରୀଦେବୀଙ୍କ ପରି ଦେଖାଯାଉଛନ୍ତି । ଆଉ ସେ କଳାକାରଜଣଙ୍କ ହେଲେ ଅନୁପମ ଖେର । ବିଶ୍ୱାସ ନ ହେଲେ ବି ଏହା ସତ । ଆପଣମାନେ ମଧ୍ୟ ଫଟୋକୁ ଦେଖି…

ମାଷ୍ଟରସେଫ୍ ସିଜିନ-୭ ବିଜେତା ହେଲେ ଆସାମର ନୟନଜ୍ୟୋତି

ମୁମ୍ବାଇ: ଭାରତର ଲୋକପ୍ରିୟ କୁକିଂ ରିଆଲିଟି ଶୋ’ ମାଷ୍ଟରସେଫ୍ ଇଣ୍ଡିଆ -୭ ଶେଷ ହୋଇଛି । ଏହି ଶୋ ରେ ନିଜର କମାଲ ଦେଖାଇ ଆସାମର ନୟନଜ୍ୟୋତି ସାଇକିଆ ଟ୍ରଫି ଜିତିଛନ୍ତି । ଏଥିସହ ୨୫ ଲକ୍ଷ ଟଙ୍କାର ଅର୍ଥରାଶି ବି ମିଳିିଛି । ଅନେକ କଷ୍ଟଦାୟକ ଚ୍ୟାଲେଞ୍ଜ ସାମ୍ନା କରି ନୟନଜ୍ୟୋତି ଏବେ…

ଝାରସୁଗୁଡ଼ାରୁ ବିଜେପି, କଂଗ୍ରେସରୁ କିଏ?

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ବିଜେପି ଓ କଂଗ୍ରେସର ପ୍ରାର୍ଥୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଜେଡି ପ୍ରାର୍ଥୀ ଘୋଷଣା ପରେ ତତ୍ପର ହୋଇଉଠିଛି କଂଗ୍ରେସ। ପ୍ରାର୍ଥୀ ଚୟନ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଝାରସୁଗୁଡ଼ା…