Latest Odisha News

BREAKING NEWS

ଗର୍ଭାବସ୍ଥାରେ ଏହି ଔଷଧ ଖାଆନ୍ତୁ ନାହିଁ, ଶିଶୁର ବିକାଶ ଉପରେ ପଡ଼ିବ ପ୍ରଭାବ

ଅଧିକାଂଶ ଲୋକ ଡାକ୍ତରଙ୍କ ପରାମର୍ଶ ନ ନେଇ ଔଷଧ ଖାଇଥାଆନ୍ତି । ସାମାନ୍ୟ ଜ୍ୱର, ମୁଣ୍ଡବିନ୍ଧା ହେଲେ ​​ ଲୋକମାନେ ଡାକ୍ତରଙ୍କ ପରାମର୍ଶ ନକରି ପାରାସିଟାମଲ ଖାଇଥା’ନ୍ତି । ଯଦିଓ ସାମାନ୍ୟ ଜ୍ୱରରେ ପାରାସିଟାମଲ ଆବଶ୍ୟକ ହୁଏ ନାହିଁ କିନ୍ତୁ ଏହା ଶରୀରର ପ୍ରତିରକ୍ଷା ପ୍ରଣାଳୀର ପ୍ରାକୃତିକ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକମାନଙ୍କ ବିଷୟରେ ଆଲୋଚନା କରିବା ଅବସରରେ ଆମେ ଆଜି ଏମିତି ଏକ ସେବକଙ୍କ କଥା ଆଲୋଚନା କରିବା ଯାହାଙ୍କ ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ । କିନ୍ତୁ ସାଧାରଣରେ ଏହି…

ଯାତ୍ରୀଙ୍କୁ କିଡ଼ନୀ ଦାନ କଲେ ଡ଼୍ରାଇଭର

ବେଳେ ବେଳେ ଛୋଟ ଉଦ୍ୟମଟିଏ ଜଣେ ବ୍ୟକ୍ତିଙ୍କୁ ଏତେ ଚର୍ଚ୍ଚାକୁ ଆଣିଥାଏ ଯେ, ତାକୁ କଳନା କରିବା କଷ୍ଟକର । ଏବେ ଏମିତି ଏକ ଘଟଣା ଘଟିଛି ଜଣେ ଉବେର ଡ଼୍ରାଇଭରଙ୍କ କ୍ଷେତ୍ରରେ । ସେ ଜଣେ ଯାତ୍ରୀଙ୍କୁ କିଡ୍‌ନୀ ଦାନ କରି ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ଏହି ଡ଼୍ରାଇଭର ଜଣକ…

ଉର୍ଫିଙ୍କୁ ପ୍ରଶଂସା କଲେ କରୀନା: ଏହାର କିଛି ଗୁରୁତ୍ୱ ନାହିଁ କହିଲେ ଉର୍ଫି

ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀ ଉର୍ଫି ଜାଭେଦ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ତେବେ ଏଥର ଚର୍ଚ୍ଚାର ପରିଧି କୌଣସି ଡ଼୍ରେସ ଡ଼ିଜାଇନ ନୁହେଁ ବରଂ ଅଭିନେତ୍ରୀ କରିନା କପୁରଙ୍କ ମନ୍ତବ୍ୟ ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ଏକ…

ସାଇକେଲରେ ୫୨୭ ଦିନରେ ୧୪ ଦେଶ ବୁଲିଲେ ଯୁବକ

ୱାଶିଂଟନ: ଇଛା ଥିଲେ ଉପାୟ ଆପେ ଆପେ ଆସେ । ଆଉ ଯଦି ଥରେ କିଛି କରିବା ପାଇଁ ଦୃଢମନା ହୋଇ ନିଷ୍ପତ୍ତି ନିଆଯାଏ, ତେବେ ଲକ୍ଷ୍ୟ ପୂରଣ ହେବା ନିଶ୍ଚିତ । ଏଭଳି ଏକ ଘଟଣା ଘଟିଛି ଜଣେ ଯୁବକଙ୍କ କ୍ଷେତ୍ରରେ । ଏହି ଯୁବକ ଜଣକ ସାଇକେଲରେ ୧୪ଟି ଦେଶ ଭ୍ରମଣ କରିଛନ୍ତି ଓ ଏଥିପାଇଁ ତାଙ୍କୁ ପାଖାପାଖି…

ଡାଲି ଷ୍ଟକ୍‌ ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାରଙ୍କ ତତ୍ପରତା

ନୂଆଦିଲ୍ଲୀ: ଦେଶରେ ଡାଲି ଷ୍ଟକ୍‌ ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ଶ୍ରୀ ରୋହିତ କୁମାର ସିଂ ନିୟମିତ ଭାବେ ସ୍ୱଚ୍ଛ ପ୍ରକ୍ରିୟାରେ ଡାଲି ଷ୍ଟକ୍‌ର ଉପଲବ୍ଧତା ସମ୍ପର୍କରେ ସୂଚନା ଦେବା ଲାଗି ସବୁ ପ୍ରମୁଖ ଡାଲି…

ମମତାଙ୍କ ନିଆରା ପ୍ରତିବାଦ: ଓ୍ୱାଶିଂ ମେସିନରେ ବିଜେପି ଲେଖି କଲେ କଟାକ୍ଷ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ବିଜେପିକୁ କଟାକ୍ଷ କରିବାକୁ ଯାଇ ନିଆରା ଉପାୟ ଆପଣାଇଛନ୍ତି। ସେ ଏକ ୱାଶିଂ ମେସିନ୍ ସହିତ ପ୍ରଦର୍ଶନ କରିଥିଲେ। କୋଲକାତାରେ ଟିଏମସି ଦ୍ୱାରା ପ୍ରସ୍ତୁତ ମଞ୍ଚରେ ଏକ ସାଙ୍କେତିକ ୱାଶିଂ ମେସିନ୍ ରଖାଯାଇଥିଲା। ଏହାକୁ ବିଜେପିର…

ପୁଅର ଅଜବ ହରକତ: ମାଆର ମୃତ ଦେହକୁ ୧୩ ବର୍ଷ ସୋଫା ଉପରେ ରଖିଲେ

ପୋଲାଣ୍ଡ:ନିଜ ମାଆକୁ ହରାଇବା କେତେ ଯେ କଷ୍ଟ, ସେ କଥା ଅନୁଭବି ହିଁ ଜାଣେ । କିନ୍ତୁ ଏମିତି ଜଣେ ବ୍ୟକ୍ତି ଯିଏ ନିଜ ମାଆଙ୍କ ବିନା ବଞ୍ଚିବା ସମ୍ଭବ ନ ହେବାରୁ ମୃତ ଦେହକୁ କବରରୁ କାଡ଼ି ନିଜ ଘର ସୋଫାରେ ରଖିଥିଲେ । ତାହା ପୁଣି ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୩ ବର୍ଷ । ଆଉ ମାଆଙ୍କ ସହ…

ବିଡିଓ ଝିଅକୁ ମାଡ ମାରିବା ଅଭିଯୋଗରେ ବାପା ଗିରଫ, ଭାଇ ଫେରାର

କୋଇଡା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାର ମହିଳା ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡିଓ) ପଲ୍ଲବୀ ରାଣୀ ରାଜ ଗତ ଦୁଇ ସପ୍ତାହ ଧରି ଚର୍ଚ୍ଚାରେ ରହିଛନ୍ତି। ସେ ଜନତା ଓ ଜନପ୍ରତିନିଧିଙ୍କ ଆକ୍ରୋଶର ଶିକାର ହୋଇଆସୁଥିବା ବେଳେ ଏବେ ତାଙ୍କୁ ତାଙ୍କ ବାପା ଓ ଭାଇ ମାଡ ମାରିଥିବା ଅଭିଯୋଗ ହୋଇଛି। ଏହା…

ଓଡ଼ିଶୀ ସଙ୍ଗୀତ ଉତ୍ସବ ଉଦ୍‌ଯାପିିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ 'ଓଡ଼ିଶୀ ସଙ୍ଗୀତ ଉତ୍ସବ' ଉଦଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ବରିଷ୍ଠ ଗାୟିକା ଶ୍ୟାମମଣି ଦେବୀ, ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ଓଡ଼ିଆ ଭାଷା,…