Latest Odisha News

BREAKING NEWS

କରୋନାରେ ଆକ୍ରାନ୍ତ ହେଲେ ପୂଜା ଭଟ୍ଟ

ମୁମ୍ବାଇ: କିଛି ଦିନ ତଳେ ବଲିଉଡ଼ ଅଭିନେତ୍ରୀ କିରନ୍ ଖେର କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ପୂଜା ଭଟ୍ଟ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ନିଜେ ଟୁଇଟରରେ ଏ କଥା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, କିଛି ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ନିଜର କରୋନା…

ଭାରତର ସ୍ୱର ପାଇଁ ଲଢୁଛି, ସବୁ ପ୍ରକାରର ମୂଲ୍ୟ ଦେବାକୁ ପ୍ରସ୍ତୁତ : ରାହୁଲ

ନୂଆଦିଲ୍ଲୀ : ମୋଦୀ ସରନେମ୍ ବା ସାଙ୍ଗିଆ ମାମଲାରେ ସୁରଟର ଜିଲ୍ଲା କୋର୍ଟ  ଦୋଷୀ ସାବ୍ୟସ୍ତ କରିବା ପରେ ଶୁକ୍ରବାର ରଦ୍ଦ ହୋଇଛି ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟତା।  ରାହୁଲଙ୍କର ସଦସ୍ୟତା ରଦ୍ଦ ହେବା ପରେ କଂଗ୍ରେସ ପକ୍ଷରୁ ଏହାକୁ ଦେଶବ୍ୟାପୀ ବିରୋଧ କରାଯାଇଛି । ଦଳର ବରିଷ୍ଠ ନେତା…

କିଏ ଏହି ପୂର୍ଣ୍ଣେଶ ମୋଦି, ଯାହାଙ୍କ ଲାଗି ଫସିଗଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଟ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ଏବେ ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଛି । ତେବେ ରାହୁଲଙ୍କଠାରୁ ବେଶୀ ଚର୍ଚ୍ଚିତ ହୋଇ ଉଠିଛନ୍ତି ବିଜେପିର ପୂର୍ଣ୍ଣେଶ ମୋଦି । ତାଙ୍କର ଅଭିଯୋଗ କ୍ରମେ ଫସିଛନ୍ତି ରାହୁଲ । ପୂର୍ଣ୍ଣେଶ ୧୯୬୫…

ଟିବି ହାରିବ, ଦେଶ ଜିତିବ

ବିଶ୍ୱ ଯକ୍ଷ୍ମା ଦିବସ ଉପଲକ୍ଷେ ଅନୁଜ ଦାସଙ୍କ ଆଲେଖ୍ୟ ସମୟ ବଦଳିଛି ହେଲେ ଏବେ ବି ଯକ୍ଷ୍ମାକୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ରହିଛି । କେଉଁଠି ରୋଗୀ ଗାଁରୁ ବାସନ୍ଦ ହେଉଛି ତ ଆଉ କେଉଁଠି ଅଲୋଡା ପାଲଟିଯାଉଛି । ସରକାରୀ ସ୍ତରରେ ସଚେତନ କରାଗଲେବି ଏବେବି ଏହାକୁ ମହାମାରି…

କାନାଡାରେ ମହାତ୍ମା ଗାନ୍ଧୀଙ୍କ ମୂର୍ତି ଭାଙ୍ଗିଲେ ଖଲିସ୍ତାନୀ ସମର୍ଥକ

ନୂଆଦିଲ୍ଲୀ: ବିଦେଶରେ ବିଶେଷ କରି କାନାଡାରେ ଖଲିସ୍ତାନୀ ସମର୍ଥକଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ଶୁକ୍ରବାର ଖଲିସ୍ତାନୀ ସମର୍ଥକମାନେ ମହାତ୍ମା ଗାନ୍ଧୀଙ୍କ ମୂର୍ତିକୁ ଭାଙ୍ଗବା ସହ ସେଠାରେ ନିଜର ପତାକା ଲଗାଇଛନ୍ତି । ଏଥିସହ ସେମାନେ ଅପମାନଜନକ ଶବ୍ଦ ଲେଖିଛନ୍ତି । ୨୦୧୨ରେ ଭାରତ ସରକାରଙ୍କ…

ରାହୁଲଙ୍କ ସଦସ୍ୟତା ରଦ୍ଦ ପରେ କଂଗ୍ରେସର ପ୍ରତିକ୍ରିୟା: ‘ଏ ରାଜେନୖତିକ ଓ ଆଇନଗତ ଲଢେଇ ଆମେ ଲଢିବୁ’

ନୂଆଦିଲ୍ଲୀ: ସୁରଟ କୋର୍ଟ ଗୁରୁବାର ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ସଜା ଶୁଣାଇବାର ୨୪ ଘଣ୍ଟା ପରେ ଲୋକସଭା ସଚିବାଳୟ ରାହୁଲ ଗାନ୍ଧୀଙ୍କ ସାଂସଦ ପଦକୁ ରଦ୍ଦ କରିଛି । ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ କଂଗ୍ରେସ ପକ୍ଷରୁ ଏହାକୁ କଡା ସମାଲୋଚନା କରାଯାଇଛି ।…

୩୦ ବର୍ଷ ବୟସରେ ସ୍କୁଲ ଗଲେ ଯୁବତୀ

ୱାଶିଂଟନ: ସମସ୍ତଙ୍କର କିଛି ନା କିଛି ଦୁଃଖ ବା ମାନସିକ ଦୁଶ୍ଚିନ୍ତା ଥାଏ । କେହି କେହି ନିଜ ଦୁଃଖକଷ୍ଟକୁ ସାମ୍ନା କରି ଆଗକୁ ବଢନ୍ତି ତ ଆଉ କିଏ ନିଜ ଜୀବନକୁ ଦୁଃଖରେ କାଟିଥାନ୍ତି । ହେଲେ ଏମିତି ଜଣେ ୩୦ ବର୍ଷିୟା ଯୁବତୀ ନିଜର ଉଦାସିନତାକୁ ଦୂର କରିବା ପାଇଁ ସ୍କୁଲରେ ଆଡ଼ମିଶନ କରିଛନ୍ତି ।…

ସଦସ୍ୟତା ବଞ୍ଚାଇବା ପାଇଁ ରାହୁଲଙ୍କ ପାଖରେ ଅଛି ଦୁଇଟି ରାସ୍ତା; ସେଥିରେ ହାରିଲେ ଲଢି ପାରିବେନି ନିର୍ବାଚନ

ନୂଆଦିଲ୍ଲୀ: ସୁରଟ କୋର୍ଟ ଗୁରୁବାର ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ସଜା ଶୁଣାଇବା ପରେ ଲୋକସଭା ସଚିବାଳୟ ରାହୁଲ ଗାନ୍ଧୀଙ୍କ ସାଂସଦ ପଦକୁ ରଦ୍ଦ କରିଛି । ଜନପ୍ରତିନିଧି ଆଇନ ଅନୁଯାୟୀ, ଯଦି କୌଣସି ସାଂସଦ  ଏବଂ ବିଧାୟକ କୌଣସି ମାମଲାରେ ୨ ବର୍ଷ କିମ୍ବା ଅଧିକ ସଜା ପାଆନ୍ତି ତେବେ ତାଙ୍କର…

ଦିଲ୍ଲୀ ଟିମ ସହିତ ରହିବେ ପନ୍ତ

ନୂଆଦିଲ୍ଲୀ: ଆଘାତ ସମସ୍ୟା ଯୋଗୁ ଷ୍ଟାର ଖେଳାଳି ରିଷଭ ପନ୍ତ ଆଇପିଏଲ ୨୦୨୩ରୁ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ଡେଭିଡ ୱାର୍ଣ୍ଣର ନେବେ । ଦଳର ମୂଖ୍ୟ କୋଚ ରିକି ପଂଟି କିନ୍ତୁ ପନ୍ତ ସାମିଲ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ପନ୍ତ ଆମ ଟିମର…

କ୍ରୀଡା ଇଭେଣ୍ଟରେ ରଣବୀରଙ୍କୁ ଅଣଦେଖା କଲେ ଦୀପିକା

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣବୀର ସିଂ ବଲିଉଡର ସୁପରହିଟ୍ ଦମ୍ପତିଙ୍କ ମଧ୍ୟରୁ ଅନ୍ୟତମ । ଉଭୟ ଯୋଡିକୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି । ନିକଟରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଖୁବ୍ ଭାଇରାଲ ହେବାରେ ଲାଗିଛି,ଯେଉଁଥିରେ ଦୀପିକା ରଣବୀରଙ୍କୁ ଅଣଦେଖା କରୁଥିବା…