Latest Odisha News

BREAKING NEWS

ପୁଞ୍ଜିନିବେଶରେ ଆଗରେ ଓଡ଼ିଶା, ପ୍ରତାପ କହିଲେ; ପାରାଦୀପ ହେବ ପେଟ୍ରୋକେମିକାଲ୍ ହବ୍‌

ଭୁବନେଶ୍ୱର : ପୁଞ୍ଜିନିବେଶରେ ଓଡ଼ିଶା ଆଗରେ ରହିଛ। ଯେଉଁଠି ଜାତୀୟ ହାର ୨୨ ପ୍ରତିଶତ ରହିଛି ସେଠାରେ ୪୫ରୁ ୪୭ ପ୍ରତିଶତ ଓଡ଼ିଶାରେ ପୁଞ୍ଜିନିବେଶ ରହିଛି । ମେକ ଇନ୍ ଓଡ଼ିଶା ୨୦୨୨ ଜରିଆରେ ଆସିଥିବା ୭୪୧ ଶିଳ୍ପ ଆଗ୍ରହ ପ୍ରସ୍ତାବ କାର୍ଯ୍ୟକ୍ଷମ ହେଲେ ୧୦ ଲକ୍ଷ ୪୮ ହଜାର ୮୦୭ କୋଟି ଟଙ୍କାର…

ସର୍ବାଧିକ ଆନ୍ତର୍ଜାତୀୟ ମ୍ୟାଚ ଖେଳିବାରେ ରୋନାଲ୍ଡୋଙ୍କ ବିଶ୍ୱରେକର୍ଡ

ଲିସବୋନ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଗୋଟିଏ ପରେ ଗୋଟିଏ କୀର୍ତିମାନ ସ୍ଥାପନ କରିବାରେ ଲାଗିଛନ୍ତି । ଶୁକ୍ରବାର ସେ ସର୍ବାଧିକ ଆନ୍ତର୍ଜାତୀୟ ମ୍ୟାଚ ଖେଳିବାରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେ ୧୯୭ ମ୍ୟାଚ ଖେଳି ଏହି ରେକର୍ଡ କରିଛନ୍ତି । ତାଙ୍କ…

ଅଜା ଘରକୁ ଯିବାବେଳେ ପଛରୁ ପିଟିଲା ଟ୍ରକ; ଆଖି ବୁଜିଲେ ଦଶମ ଶ୍ରେଣୀ ଛାତ୍ରୀ

ଢେଙ୍କାନାଳ: ମାଟ୍ରିକ ପରୀକ୍ଷା ସରିବା ଖୁସି ମନାଇବାର ତାଲିକା ପ୍ରସ୍ତୁତ କରିଥିଲେ । ସେହି ତାଲିକାରୁ ଗୋଟିଏ ଥିଲା ଅଜାଘର ବୁଲିବା  । ମନ ଖୁସିରେ ବାପାଙ୍କ ସାଙ୍ଗାରେ ଗାଡିରେ ବସି ଯାଉଥିଲେ ଅଜାଘର । ତା ପରବର୍ତ୍ତୀ ଅନେକ କାର୍ଯ୍ୟକ୍ରମ ଥିଲା । ହେଲେ ଏତେ ଖୁସିରେ କାହାର ନଜର ଲାଗିଗଲା…

ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ ଜେଲଦଣ୍ଡ

ଭଦ୍ରକ:ପତ୍ନୀଙ୍କୁ ହତ୍ୟାକାରୀଙ୍କୁ ମିଳିଲା ଆଜୀବନ ଜେଲଦଣ୍ଡ । ଏମିତି ରାୟ ଶୁଣାଇଛନ୍ତି   ଭଦ୍ରକ  ଅତିରିକ୍ତ ଜିଲ୍ଲା ତଥା ଦୌରା ଜଜ ଆଶୀଷ କୁମାର ତ୍ରିପାଠୀ । ଆଜି ଏକ ବଧୂ ହତ୍ୟା ମାମଲାର ବିଚାର କରି ବାଂଶଡା ଥାନା କେସରପୁର ଗ୍ରାମର ରମାକାନ୍ତ ବାରିକଙ୍କ ପୁତ୍ର ଟୁଟୁ ଓରଫ କୈଳାସ ବାରିକ…

ଏଣିକି ସେନା ଯବାନଙ୍କ ମେନ୍ୟୁରେ ସାମିଲ ହେବ ମିଲେଟ୍‌, ଅଟାର ବିକଳ୍ପ ହେବ ମାଣ୍ଡିଆ

ନୂଆଦିଲ୍ଲୀ :  ଏଣିକି ସେନାରେ ଯବାନଙ୍କ ମେନ୍ୟୁରେ ମିଲେଟ୍‌ ବା ମାଣ୍ଡିଆ ସାମିଲ ହେବ । ସେନାରେ ରାସନ ଭାବେ ମିଲେଟର ବ୍ୟବହାରକୁ କାର୍ଯ୍ୟକାରୀ ନେଇ ନିଷ୍ପତ୍ତି ହୋଇଥିବା ସଂକ୍ରାନ୍ତରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି । ସୂଚନା ଅନୁସାରେ, ସେନାରେ…

୧୪ ମାସ ହେଲା ପରିଶ୍ରା କରିନାହାନ୍ତି ମହିଳା : ଦିନକୁ ପିଅନ୍ତି ୩ ଲିଟର ପାଣି

ଲଣ୍ଡନ: କୁହାଯାଏ, ଅତ୍ୟଧିକ ପାଣି ପିଇଲେ ଶରୀରରୁ ବିଷାକ୍ତ ପଦାର୍ଥ ବାହାର ହୋଇଯାଇଥାଏ । ଏମିତି ବି କୁହାଯାଏ ବେଶୀ ପାଣି ପିଇଲେ ଚେହେରାରେ ଚମକ୍ ଆସିଥାଏ । ତେଣୁ ପ୍ରତ୍ୟେକ ଲୋକଙ୍କୁ ପ୍ରତ୍ୟେକ ଦିନ ଅତି କମରେ ଦୁଇ ଲିଟର ପାଣି ପିଇବାକୁ ପରାମର୍ଶ ଦିଆଯାଇଥାଏ । ଯେତେ ଅଧିକ ପାଣି ପିଇଲେ…

ବରକନ୍ୟା ଝରଣା ବୁଲିଲେ ବିଜେଡି ନେତା, ପର୍ଯ୍ୟଟନସ୍ଥଳୀ ମାନ୍ୟତା ପ୍ରତିଶୃତି ଦେଲେ ପ୍ରଣବ

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଜଙ୍ଗଲ ଓ ପାହାଡ଼ ଘେର ଭିତରେ ରହିଛି ବରକନ୍ୟା ଝରଣା । ସ୍ଥାନୀୟ ବିଧାୟକ ଅରୁଣ ସାହୁଙ୍କୁ ଆମନ୍ତ୍ରଣ ରକ୍ଷା କରି ଜିଲ୍ଲାର ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ସରହଦ ରିଜର୍ଭ ଫରେଷ୍ଟରେ ଗୁରୁବାର ସକାଳୁ ସକାଳୁ ପହଞ୍ଚିଥିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ…

‘ଖତରୌ କେ ଖିଲାଡି’ରେ ନଜର ଆସିବେ ଏମ୍‌ସି ଷ୍ଟାନ୍‌

ମୁମ୍ବାଇ: ବିଗ୍ ବସ୍ ସିଜିନ୍ ୧୬ର ବିଜେତା ହେବା ପରେ ଏମସି ଷ୍ଟାନ୍‌ଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ନିକଟରେ ସେ ରୋହିତ ଶେଟ୍ଟୀଙ୍କ ରିଅଲିଟି ଶୋ ଖତରୌ କେ ଖିଲାଡିରେ ନଜର ଆସିବେ । ଷ୍ଟଣ୍ଟ ଏବଂ ଆକ୍ସନ୍ ଫିଲ୍ମ ପାଇଁ ପ୍ରସିଦ୍ଧ ରୋହିତ ଶେଟ୍ଟୀ ମଧ୍ୟ ତାଙ୍କର ରିଅଲିଟି ସୋ ଖତରୌ କେ…

ରିଲିଜ ହେଲା ଦୁଇ ବାଲ୍ୟବନ୍ଧୁଙ୍କ ପ୍ରେମ କାହାଣୀ ‘ମନ ମ୍ୟୁଜିୟମ’

ଭୁବନେଶ୍ୱର: ଦୁଇ ବାଲ୍ୟ ବନ୍ଧୁ ପତି ( ଜଣେ ସିନେମାଟୋଗ୍ରାଫର) ଏବଂ ମଣି(ପତିଙ୍କ ପିଲାବେଳର ବନ୍ଧୁ)ଙ୍କ କାହାଣୀ । ପତି ଏକ ଘର କିଣିଛନ୍ତି ଯାହାକୁ ସେ ଏକ ମ୍ୟୁଜିୟମ କରିଛନ୍ତି । ଏହି ମ୍ୟୁଜିୟମରେ ସେ ମଣିଙ୍କ ସ୍ମୃତିକୁ ସାଇତିଛନ୍ତି । ପିଲାବେଳରୁ ପତି ଲୁଚି ଲୁଚି ମଣି ବ୍ୟବହାର…

ଏମିତି ଜାଗା ଯେଉଁଠି ବରଫର ରଙ୍ଗ ଲାଲ

ଆଣ୍ଟାର୍କଟିକା: ଦୁନିଆରେ ଅନେକ ଅଜବ ଜିନିଷ ଦେଖିବାକୁ ମିଳିଥାଏ, ଯାହା ଆମକୁ ଅଦ୍ଭୁତ ଲାଗେ । କହିବାକୁ ଗଲେ ସ୍ଥଳବିଶେଷରେ ଏସବୁ ପାଖରୁ ଦେଖିବା ଓ ଅନୁଭବ କରିବା ସମ୍ଭବ ହୋଇଥାଏ । ମୋଟ ଉପରେ ପ୍ରତ୍ୟେକ ଦେଶରେ ବହୁତ ଅନନ୍ୟ ସମାଗ୍ରୀ ଅଛି, ଯାହା ଉପରେ ବାରମ୍ବାର ଚର୍ଚ୍ଚା ହୋଇଥାଏ । ଯେମିତି…