Latest Odisha News

BREAKING NEWS

ଏପ୍ରିଲ ୩ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା

ଭୁବନେଶ୍ୱର : ଏପ୍ରିଲ ୩ରୁ ଦଶମ ଶ୍ରେଣୀ ସମ୍ମେଟିଭ୍‌-୨ ଖାତା ଦେଖା ଆରମ୍ଭ ହେବ । ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବା ନେଇ ସୂଚନା ରହିଛି  । ପରୀକ୍ଷା କେନ୍ଦ୍ରରୁ ମୂଲ୍ୟାୟନ କେନ୍ଦ୍ରକୁ ଖାତାଗୁଡିକ କଡା ସୁରକ୍ଷାରେ ବ୍ୟବସ୍ଥା ମଧ୍ୟରେ ଯିବ ବୋଲି ଜଣାପଡ଼ିଛି । ମୂଲ୍ୟାୟ‌ନ…

ନବରାତ୍ରି ଉତ୍ସବ ପାଇଁ ଚାଲିବ ଦୁଇଟି ସ୍ପେସାଲ ଟ୍ରେନ୍

ଭୁବନେଶ୍ୱର: ନବରାତ୍ରି ଉତ୍ସବ ପାଇଁ ଯାତ୍ରୀଙ୍କ ଭିଡ଼କୁ ଦେଖି ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳପଥ। ଝାରସୁଗୁଡ଼ା-ଖୋର୍ଦ୍ଧାରୋଡ-ଝାରସୁଗୁଡ଼ା ଏବଂ ବାଙ୍ଗିରିପୋଷି-ଖୋର୍ଦ୍ଧାରୋଡ-ବାଙ୍ଗିରିପୋଷି ସ୍ପେସାଲ ଏହି ଦୁଇଟି ଟ୍ରେନ୍‌ ଚଳାଚଳ କରିବ। ସୂଚନା…

କ୍ରିମ ଲସି

ଆମ ରନ୍ଧାବଢ଼ାରୁ…. ମାର୍ଚ୍ଚ ମାସ ଆରମ୍ଭ ନହେଉଣୁ ଖରାର ପ୍ରକୋପ ଏତେ ବଢି ଯାଏ ଯେ ଆମକୁ ସବୁବେଳେ ଥଣ୍ଡା ପାନୀୟ ଆବଶ୍ୟକ ହୋଇଥାଏ। ତେବେ ବଜାରରେ ମିଳୁଥିବା ଥଣ୍ଡା ପାନୀୟ ଅପେକ୍ଷା ଘରେ ତିଆରି ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଯେହେତୁ ଏହା ତିଆରି କରିବା ପାଇଁ…

ଏପ୍ରିଲ ମାସରେ ବ୍ୟାଙ୍କ ଯାଉଛନ୍ତି କି ? ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ…

ନୂଆଦିଲ୍ଲୀ : ଆପଣ ମାନେ ଜାଣନ୍ତି ଯେ, ପ୍ରତିମାସ ରିଜର୍ଭ ବ୍ୟାଙ୍କ ତରଫରୁ ଛୁଟି ତାଲିକା ପ୍ରକାଶ ପାଇଥାଏ । ଏନେଇ  ଏପ୍ରିଲ ମାସ ପାଇଁ  ଛୁଟି ତାଲିକା ମଧ୍ୟ ପ୍ରକାଶ ପାଇଛି । ଏପ୍ରିଲ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ । ତେବେ ଯଦି ଆପଣଙ୍କର ବ୍ୟାଙ୍କରେ କିଛି ଜରୁରୀ କାମ ରହିଛି ତେବେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ପଦ୍ମିନୀ ସାମାନ୍ୟ ସଙ୍କୋଚ ଭାବ ନେଇ ପଚାରିଲା । - ଆପଣଙ୍କୁ କେହି କିଛି କହିଛି କି ? - ମତେ କହିଥିଲେ ମୁଁ ଆଦୌ ବିଚଳିତ ହୁଅନ୍ତି ନାହିଁ । ରାଜଧାନୀରେ ମତେ ଚିହ୍ନେ କିଏ । କିନ୍ତୁ ତୁମକୁ ନେଇ ମୁଁ ଖୁବ୍…

କବିତା : ପ୍ରତୀକ୍ଷା

ଅଶୋକ କୁମାର ବେହେରା ଭାବି ଦେଖିଛ କି କେବେ ମୋ ହୃଦୟର ଅନ୍ତର୍ଦାହ ଖୋଜିଛ କି ଜାଣିବାକୁ କେବେ ମୋ ମନର ଅକୁହା ବେଦନା ॥ ମୁଁ ଖୋଜୁଛି ତୁମ ଛବି ନୀତି ମୋ ସାଇତା ସ୍ମୃତି ଆଇନାରେ ମୁଁ ରଖିଛି ମିଠା ମିଠା କଥା ତୁମ ପାଇଁ ମୋ ହୃଦୟର ଭାଷା ପ୍ରକୋଷ୍ଠରେ ॥ ସ୍ୱପ୍ନ ବି ଦେଖୁଛି…

ଭାଷା ଭାଗବତ : ଗୋଟିଏ ଆରେକ ପ୍ରକାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଣ-ଯୋଡ଼ା ଯେତେ ଯୁକ୍ତାକ୍ଷର ଦିଶେ ଣ୍ଟଣ୍ଠଣ୍ଡଣ୍ଢ ସର୍ବତ୍ର କିଂତୁ ଏମିତି ଉଚ୍ଚାରଣ କରଂତିନାହିଁ ବିଜ୍ଞଜନ କଣ୍‌ଟା,ପାଣ୍‌ଠି କି ଖଣ୍‌ଡା, ଶୁଣ୍‌ଢି ତୁଂଡରୁ ହୁଏନାହିଁ କାଢ଼ି କନ୍‌ଟା, ପାନ୍‌ଠି ଓ ଖନ୍‌ଡା, ଶୁନ୍‌ଢି କାନରେ ସଦା ଥାଏ ପଡ଼ି…

ମୁକ, ବଧିର ଭଳି ଅଭିନୟ କରି ଲୁଟ୍ କରୁଥିଲେ ତାମିଲନାଡୁର ତିନି ଲୁଟେରା

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଆନ୍ତରାଜ୍ଯ ଲୁଟେରା। ମୁକ, ବଧିରର ପରିଚୟ ଦେଇ ଲୋକଙ୍କ ସହାନୁଭୂତି ପାଉଛନ୍ତି। ଆଉ ଏହାପରେ କଳାକନା ବୁଲାଉଛନ୍ତି। ଏଭଳି ତିନି ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ତିନି ଅଭିଯୁକ୍ତ ତାମିଲନାଡୁର ଲୁଟେରା ବୋଲି ଜଣାପଡ଼ିଛି। ଏମାନଙ୍କ ବୟସ ୩୫…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବେଶ ପରମ୍ପରା ଆଲୋଚନା ଅବସରରେ ଆମେ ପ୍ରଜାୟକ୍ରମରେ ଜାଣିଲେ କିଛି ଦୈନିକ ବେଶ, କିଛି ବର୍ଷ ମଧ୍ୟରେ ପଡୁଥିବା ବିଭିନ୍ନ ପର୍ବ ପର୍ବାଣୀ ଆଧାରିତ ବେଶ ଓ ଶେଷରେ କିଛି…

ଓଡ଼ିଶାରେ ସ୍କୁଲ ଡ୍ରପ ଆଉଟ୍: ଗଣଶିକ୍ଷା ମନ୍ତ୍ରୀଙ୍କୁ ଜବାବ ଦେଲା ଶିକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିକଟରେ ବିଧାନସଭାରେ ଓଡ଼ିଶାରେ ସ୍କୁଲ ଡ୍ରପ୍‌ଆଉଟ୍‌ ବା ପାଠପଢ଼ା ଛାଡ଼ିବାର ଉଚ୍ଚ ହାର ସମ୍ପର୍କରେ ବିବୃତି ରଖିଥିଲେ । ଏଥିରେ ସେ ଓଡ଼ିଶାରେ ୨୭.୩% ସ୍କୁଲ ଡ୍ରପଆଉଟ୍‌ ହାରକୁ ଖଣ୍ଡନ କରିବା ସହିତ ୟୁଡିଆଇଏସଇ ପ୍ଲସ ରିପୋର୍ଟ ଭରସାଯୋଗ୍ୟ ଏବଂ…