Latest Odisha News

BREAKING NEWS

ଏହି ପ୍ରସଙ୍ଗରେ ବିସିସିଆଇକୁ ଘେରିଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ତୃତୀୟ ମ୍ୟାଚ୍ ଚେନ୍ନାଇରେ ଖେଳାଯାଇଥିଲା । ଭ୍ରମଣକାରୀ ଦଳ ଏହି ମ୍ୟାଚକୁ ୨୧ ରନରେ ଜିତି ନେଇଛି। ଏହି ବିଜୟ ସହିତ ଅଷ୍ଟ୍ରେଲିଆ ୨-୧ ବ୍ୟବଧାନରେ ସିରିଜ୍ ଜିତିଛି। ତେବେ ଏହାକୁ ନେଇ ବିସିସିଆଇକୁ ପରୋକ୍ଷ ଢଙ୍ଗରେ…

ଆଉ ମାତ୍ର ୨୭ ବର୍ଷ ପରେ ଶୁଖିଯିବ ଭାରତର ଏଇସବୁ ବଡ ବଡ ନଦୀ

ନୂଆଦିଲ୍ଲୀ:ଖୁବଶୀଘ୍ର ଶୁଖିଯିବ ଦେଶର ବଡ ବଡ ନଦୀ  । ବିଶେଷ କରି ଭାରତ, ଚୀନ ଏବଂ ପାକିସ୍ତାନର ବଡବଡ ନଦୀରୁ ପାଣି ଶୁଖିଯିବ ।  ୧୭୦ରୁ ୨୪୦ କୋଟି ସହରୀ ଲୋକ ପାଣି ପାଇଁ ଛଟପଟ ହେବେ । ଦେଶର ବଡ ନଦୀ ଯଥା ଗଙ୍ଗା, ବ୍ରହ୍ମପୁତ୍ର, ସିନ୍ଧୁର ଜଳସ୍ତର ଭୟଙ୍କର ଭାବେ ହ୍ରାସ ପାଇବ । ଆଉ ମାତ୍ର…

ICC ଦିନିକିଆ କ୍ରିକେଟ୍‌ ରାଙ୍କିଂରେ ପଛରେ ପଡ଼ିଲା ଭାରତ; ଅଷ୍ଟ୍ରେଲିଆ ନମ୍ବର ୱାନ୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ହାରିଯାଇଛି ଭାରତ। ଲଗାତର ବ୍ୟାଟରଙ୍କର ବିଫଳତା, ଆହତ ଯୋଗୁ ଦଳରେ ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତି ଯୋଗୁ ଭାରତ ସିରିସଜ୍ ହାରିବା ସହ ଦିନିକିଆ ଆନ୍ତର୍ଜାତୀୟ ଫର୍ମାଟ୍‌ରେ ନମ୍ବର ୱାନ୍ ସ୍ଥାନ ହରାଇଛି। ଭାରତକୁ ପଛରେ ପକାଇ ପୁଣିଥରେ…

ହାତୀ ମୃତ୍ୟୁ ନେଇ ଧର୍ମେନ୍ଦ୍ରଙ୍କ ଉଦବେଗ, ନବୀନ ଓ ଭୂପେନ୍ଦରଙ୍କୁ ଚିଠି

ଭୁବନେଶ୍ବର : ଓଡ଼ିଶାରେ ହାତୀ ଓ ବନ୍ୟାପ୍ରାଣୀଙ୍କ ମୃତ୍ୟୁକୁ ନେଇ ଚିନ୍ତାପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖାସ କରି ହାତୀମାନଙ୍କର ସୁରକ୍ଷା ଓ ସଂରକ୍ଷଣ ପାଇଁ ସମୟୋଚିତ ପଦକ୍ଷେପ ସମେତ ହସ୍ତକ୍ଷେପ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଜଙ୍ଗଲ…

ମନପସନ୍ଦର ନମ୍ବର ପାଇଁ ଖର୍ଚ୍ଚ କଲେ ଏତିକି ଟଙ୍କା, ଆସିଯାଇଥାନ୍ତା ନୂଆ କାର

ଚଣ୍ଡୀଗଡ଼: ଆପଣଙ୍କୁ ଯଦି ପଚାରିବେ ସଉକ ପାଇଁ ଆପଣ କେତେ ଟଙ୍କା ଖର୍ଚ୍ଚ କରିପାରିବେ । ଆପଣ କହିବେ ସଉକ ପୂରଣ ପାଇଁ ହଜାରେ କି ଦୁଇ ହଜାର ଟଙ୍କା ଖର୍ଚ୍ଚ କରିପାରିବେ । କିନ୍ତୁ ହରିୟାଣାର କୈଥଲର ଜଣେ ଯୁବକ ନିଜ ସଉକ ପାଇଁ ପାଖାପାଖି ସାଢେ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଆଉ ଆପଣ ଜାଣି…

ଏହି ରୋଗରେ ପୀଡିତ ଅଛନ୍ତି ସିଦ୍ଧୁଙ୍କ ପତ୍ନୀ, ଭାବପ୍ରବଣ ପୋଷ୍ଟ ଲେଖି ଜଣାଇଲେ ପୂର୍ବତନ କଂଗ୍ରେସ ନେତ୍ରୀ

ଚଣ୍ଡିଗଡ଼: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ କର୍କଟ ରୋଗରେ ପୀଡି଼ତ ଅଛନ୍ତି । ସେ ନିଜେ ଏହି ସୂଚନା ଟୁଇଟ୍ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ କର୍କଟ ରୋଗର ଦ୍ୱିତୀୟ ଷ୍ଟେଜରେ ପୀଡି଼ତ ଅଛନ୍ତି। ଏକ ମାମଲାରେ ନବଜୋତ ସିଂ ସିଦ୍ଧୁ ଜେଲରେ…

ବୁଲେଟ ଟ୍ରେନ ଦୁନିଆରେ ଏସବୁ ଦେଶରେ ନାହିଁ ରେଳଧାରଣା

ନୂଆଦିଲ୍ଲୀ: ଆପଣ ରେଳଧାରଣା ଓ ରେଳ ତ ନିଶ୍ଚୟ ଦେଖିଥିବେ । ତେବେ ଆପଣ ଭାବୁଥିବେ ଯେ ବିଶ୍ୱର ସବୁ ଦେଶରେ ରେଳ ଗଡୁଥିବ । ତେବେ ଏହା ସତ ନୁହେଁ । ବିଶ୍ୱରେ ଏମିତି ବି କିଛି ଦେଶ ଅଛନ୍ତି ଯେଉଁଠାରେ ରେଳ ଛାଡ଼ନ୍ତୁ ରେଳଧାରଣା ମଧ୍ୟ ନାହିଁ । ଏବେ ଆପଣ ଭାବୁଥିବେ ଯେ ବୋଧେ ଏହି ଦେଶଗୁଡିକ…

ରିଲିଜ ହେବାର ପ୍ରଥମ ଦିନରେ ଦୃଶ୍ୟମ-୨କୁ ପଛରେ ପକାଇଦେବ ‘ଭୋଲା’!

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ 'ଭୋଲା'ର ଆଡଭାନ୍ସ ବୁକିଂ ଚାଲିଛି । ଏହି ଫିଲ୍ମ ୩୧ ମାର୍ଚ୍ଚ ୨୦୨୩ରେ ମୁକ୍ତିଲାଭ କରିବ। ତେବେ ଏହି ଫିଲ୍ମ ବର୍ତ୍ତମାନ ପ୍ରଶଂସକଙ୍କଠାରୁ ରେସପନ୍ସ ପାଉଥିବାବେଳେ ଆଶା କରାଯାଉଛି ଯେ 'ଭୋଲା'କୁ ଦୃଶ୍ୟମ- ୨ ତୁଳନାରେ ଅଧିକ ହିଟ ସାବ୍ୟସ୍ତ…

ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ; ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ କୋର୍ଟ, ତୁରନ୍ତ ମିଳିଲା ଜାମିନ

ସୁରତ: ମୋଦୀ ସାଙ୍ଗିଆ ନେଇ ଦେଇଥିବା ବିବାଦୀୟ ବୟାନରେ ଦୋଷୀ ସାବ୍ୟସ୍ତ ହଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗୁଜରାଟ ସୁରତର ଏକ କୋର୍ଟ ତାଙ୍କୁ  ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଜେଲ୍ ଦଣ୍ଡ ହେବା ପରେ ରାହୁଲଙ୍କୁ ତୁରନ୍ତ ଜାମିନ ବି ମିଳିଯାଇଛି।…

ସୂର୍ଯ୍ୟକୁମାର ଯାଦବଙ୍କର ଲଜ୍ଜାଜନକ ରେକର୍ଡ; ଏପରି କରିବାରେ ହେଲେ ପ୍ରଥମ ଭାରତୀୟ ବ୍ୟାଟର

ଚେନ୍ନାଇ: ଟି-୨୦ରେ ନମ୍ବର ୱାନ୍, ହେଲେ ଦିନିକିଆରେ ଫେଲ୍‌। ଆମେ କହୁଛୁ ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ କଥା। ଅଷ୍ଟ୍ରେଲିଆରେ ବିରୋଧରେ ଖେଳାଯାଇଥିବା ଦିନିକିଆ ସିରିଜରେ ସୂର୍ଯ୍ୟକୁମାର ଯାଦବଙ୍କର ଲଜ୍ଜାକର ରେକର୍ଡ। ପ୍ରଥମ ଭାରତୀୟ ବ୍ୟାଟର ଭାବେ ପୁରା ଦିନିକିଆ…