କବିତା : ଜାଗ୍ରତ ହୁଅ
ସୁଶ୍ରୀ ଶୁଭସ୍ମିତା ମହାନ୍ତି
ଉଠ ହେ ନାରୀ ଜାଗ୍ରତ ହୁଅ ତୁମେ
ଦେଶ କରୁଛି ଆହ୍ବାନ,
ଅବଳା ନିଜକୁ ଭାବ ନାହିଁ କେବେ
ଦୃଢ଼ କର ତୁମ ମନ।
ତୁମ ଚାରିପାଖେ ଘଟୁ ଅଛି ଯାହା
ଦେଖି କାହିଁ ଚୁପ୍ ରୁହ,
ସହିଷ୍ଣୁତାର ବି ସୀମା ରହିଅଛି
ଅସ୍ତ୍ର ଧରି ଛିଡ଼ା ହୁଅ।
ଭାବୁ ପଛେ ଯିଏ…