Latest Odisha News

BREAKING NEWS

‘କେନ୍ଦ୍ରାପଡା’ ଏଥର ବିଜେଡିରୁ ଗୀତାଞ୍ଜଳି ନା ରାଜେଶ ?

ଭୁବନେଶ୍ୱର: ଆଗାମୀ ନିର୍ବାଚନରେ କେନ୍ଦ୍ରାପଡାରେ ବିଜେଡିରୁ କିଏ ହେବ ପ୍ରାର୍ଥୀ ?ଶଶୀଭୂଷଣଙ୍କ ଜାଗା କିଏ ନେବ। ଏହାକୁ ନେଇ ଏବେ କେନ୍ଦ୍ରାପଡା ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା। ଗତ ସାଧାରଣ ନିର୍ବାଚନରେ ଶଶୀଭୂଷଣ ବେହେରା କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ହେବା ପରେ…

କେନ୍ଦ୍ର ମନ୍ତ୍ରୀ ନିତିନ ଗଡକାରୀଙ୍କୁ ୧୦କୋଟି ମାଗିଲା ଅଜଣା ବ୍ୟକ୍ତି

ନାଗପୁର: କେନ୍ଦ୍ରମନ୍ତ୍ରୀ ନିତିନ ଗଡକାରୀଙ୍କୁ ଜଣେ ବ୍ୟକ୍ତି ୧୦ କୋଟି ଟଙ୍କା ଫୋନରେ ମାଗିଛି । ଏହା ନ ଦେଲେ ଭୟଙ୍କର କ୍ଷତି ହେବ ବୋଲି ଧମକ ମଧ୍ୟ ଦେଇଛି । ସେ ବିଜେପିର ଏହି ବରିଷ୍ଠ ନେତାଙ୍କୁ ୩ଥର ଫୋନ କରି ଧମକ ଦେଇଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ନାଗପୁରର କମଳା ସିଟି…

ଚେକ ବାଉନ୍ସ ମାମଲାରେ କୋର୍ଟଙ୍କ ରାୟ: ଏବେ ଟଙ୍କା ଦେବ, ଜେଲ ବି ଯିବ

ଜଗତସିଂହପୁର: ଚେକ ବାଉନ୍ସ ଶେଷରେ ପଡିଲା ମହଙ୍ଗା । ଟଙ୍କା ତ ଫେରାଇବେ ତ ସହ ଜେଲ ବି ଯିବେ । ଏମିତି ରାୟ ଶୁଣାଇଛନ୍ତି କୋର୍ଟ । ଘଟଣଟି ଥିଲା ଏମିତି । ଏକ ବାଉନ୍ସ ମାମଲାର ବିଚାର କରି ଐତିହାସିକ ରାୟ ଶୁଣାଇଛନ୍ତି ଜଗତସିଂହପୁରର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ। ଦୀର୍ଘ ୬ବର୍ଷ ପରେ…

ଜୟନାରାୟଣଙ୍କ ମାନସିକ ଦୋଷ ଅଛି, ଟ୍ରିଟମେଣ୍ଟ୍ ଆବଶ୍ୟକ : ଲତିକା

ଭୁବନେଶ୍ୱର : ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ମୁଣ୍ଡ ଦୋଷ ଅଛି ବୋଲି ଶୁଣାଇଛନ୍ତି ବିଜେଡି ବିଧାୟିକା ଲତିକା ପ୍ରଧାନ । ଶାସକ ଦଳ ବିଧାୟକ ଅମର ଶତପଥୀଙ୍କ ପରେ ପୁଣି ସମାନ ଢଙ୍ଗରେ ଜୟନାରାୟଣ ମିଶ୍ରଙ୍କୁ 5-T ର ଭୂତ ଲଗା ଭୂମିକାକୁ ଭିଡିଛନ୍ତି ଲତିକା। ଏପରିକି ବିରୋଧୀ ଦଳ ନେତା…

‘ରକି ଔର ରାନୀ କି ପ୍ରେମ କାହାଣୀ’ରେ ନଜର ଆସିବେ ଧର୍ମେନ୍ଦ୍ର

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଖୁବଶୀଘ୍ର ବଲିଉଡକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ଏହାକୁ ନେଇ ସେ ଏବଂ ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି । ଏନେଇ ତାଙ୍କ ପରିବାର ମଧ୍ୟ ବହୁତ ଖୁସି ଅଛନ୍ତି । ଖୁବ୍‌ଶୀଘ୍ର ଧର୍ମେନ୍ଦ୍ର ଫିଲ୍ମ ‘ରକି ଔର ରାନୀ କି…

ଗଧର ସୁମଧୁର ସ୍ୱର ଶୁଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳିଥାଏ । ଏଥିମଧ୍ୟରୁ କିଛି ଭିଡିଓ ଆଶ୍ଚର୍ଯ୍ୟଜନକ କିମ୍ବା ଏତେ ମଜାଳିଆ ହୋଇଥାଏ ଯେ, ସେଗୁଡିକ ଦେଖିବାବେଳେ ଆପଣ ନ ହସି ରହିପାରିବେ ନାହିଁ । ଆପଣଙ୍କୁ ଏମିତି ଏକ ଭିଡ଼ିଓ ବିଷୟରେ କହୁଛୁ,ଯ।।ହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା…

ଲରେନ୍ସଙ୍କ ଧମକକୁ ଖାତିର କରୁ ନାହାନ୍ତି ସଲମାନ

ମୁମ୍ବାଇ: ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇଙ୍କ ସଲମାନ ଖାଁଙ୍କୁ ଧମକ ନେଇ ତାଙ୍କ ପରିବାର ଚିନ୍ତାରେ ରହିଛନ୍ତି । ଏଥିପାଇଁ ସେମାନେ ପୋଲିସର ସହାୟତା ମଧ୍ୟ ମଗାଇଛନ୍ତି । ତେବେ ସଲମାନ ଏହି ଧମକକୁ ଖାତିର କରୁ ନାହାନ୍ତି । ତାଙ୍କର ଜଣେ ନିକଟତମ ବନ୍ଧୁଙ୍କ କହିବା ଅନୁସାରେ ସେ ମୁକ୍ତ ଭାବେ…

ସିମ୍ପାଞ୍ଜି ସହ ଭିଡିଓ କରି ହଟହଟା ହେଲେ ଯୁବକ

ଜାକର୍ତ୍ତା: ଲୋକେ ସେଲ୍‌ଫି ଓ ଭିଡ଼ିଓ ପାଇଁ ପାଗଳ । ବିଶେଷକରି ଯୁବପିଢୀଙ୍କ ଭିତରେ ଏହି ମାନସିକତା ଅଧିକ ବସା ବାନ୍ଧିଛି । ସୋସିଆଲ ମିଡ଼ିଆରେ ଏବେ ଚାହିଦା ବଢୁଥିବାରୁ ମୋଟ ଉପରେ ଲୋକେ ସେଲ୍ଫି ଓ ଭିଡ଼ିଓ ପାଇଁ ଏପରି ସ୍ତରକୁ ଚାଲିଯାଉଛନ୍ତି, ଯାହାକୁ ଦେଖି ଆଖି ଖୋସି ହୋଇଯିବ । ଏପରିକି…

ଆଡ଼ଭାନ୍ସ ଟିକେଟ୍ ବୁକିଂରେ ‘ଦୃଶ୍ୟମ ୨’କୁ ପଛରେ ପକାଇବ‘ଭୋଲା’

ମୁମ୍ବାଇ: ଅଜୟ ଦେବଗନଙ୍କ ସୁପରହିଟ୍ ଫିଲ୍ମ ‘ଦୃଶ୍ୟମ୍ ୨' ବକ୍ସ ଅଫିସରେ କମାଲ କରିଥିଲା । ଏବେ ଅଜୟଙ୍କ ଅଭିନିତ ଫିଲ୍ମ ‘ଭୋଲା’କୁ ନେଇ ଖୁବ୍ ଚର୍ଚ୍ଚା । ମାର୍ଚ୍ଚ ୧୯ ତାରିଖରୁ ଏହାର ଆଡ଼ଭାନ୍ସ ଟିକେଟ ବୁକିଂ ଆରମ୍ଭ ହୋଇଛି । ଏହା ମାତ୍ର ତିନି ଦିନ ମଧ୍ୟରେ ଚମତ୍କାର ବ୍ୟବସାୟ କରିଛି । ତେଣୁ…

ହକି ଖେଳାଳି ରାନୀ ରାମପାଲଙ୍କ ନାମରେ ନାମିତ ହେଲା ରାୟବରେଲୀ ଷ୍ଟାଡିୟମ

ରାୟବରେଲୀ: ଭାରତର ଷ୍ଟାର ମହିଳା ହକି ଖେଳାଳି ରାନୀ ରାମପଲଙ୍କ ନାମରେ ରାୟବରେଲୀ ହକି ଷ୍ଟାଡିୟମର ନାମ ରଖାଯାଇଛି । ପ୍ରଥମ ଥର ପାଇଁ କୌଣସି ମହିଳା ହକି ଖେଳାଳିଙ୍କ ନାମରେ ଷ୍ଟାଡିୟମ ନିର୍ମିତ ହୋଇଛି । ରାନୀ ସୋସିଆଲ ମିଡିଆରେ ଏ ସମ୍ପର୍କରେ ପ୍ରଂସକଙ୍କୁ ସୂଚନା ଦେଇଛନ୍ତି । ମୋ ପାଇଁ…