Latest Odisha News

ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା ମାମଲା : ଆସିଲା ପୋଷ୍ଟମଟର୍ମ ରିପୋର୍ଟ 

ଭୁବନେଶ୍ୱର : ଅକ୍ଷୟ ମହାରଣା ଓରଫ ଡିଜେ ଆଜେକ୍ସଙ୍କ ସନ୍ଦେହଜନକ ଆତ୍ମହତ୍ୟା ମାମଲା । ଆସିଲା ପୋଷ୍ଟମଟର୍ମ ରିପୋର୍ଟ  । ଶ୍ୱାସରୁଦ୍ଧରୁ ଡିଜେ ଆଜେକ୍ସଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଆଜେକ୍ସଙ୍କ ବେକରେ ରହିଛି ଦୌଡ଼ି ଚିହ୍ନ । ମୃତଦେହ ବ୍ୟବଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।…

ଆସୁଛି ରାମ ନବମୀ, ଭଦ୍ରକରେ ଆଇନଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ଓ RAFର ମିଳିତ ଫ୍ଲାଗ୍ ମାର୍ଚ୍ଚ

ଭଦ୍ରକ : ଶ୍ରୀରାମ ନବମୀ ମହୋତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବା ଲକ୍ଷ୍ୟରେ ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଭଦ୍ରକରେ ପହଞ୍ଚିଛନ୍ତି 60 ଜଣିଆ ରାପିଡ୍ ଆକ୍ସନ୍ ଫୋର୍ସ(RAF) । ଆଜି (ମଙ୍ଗଳବାର) ଉଭୟ ଜିଲ୍ଲା ପୋଲିସ ଓ RAF…

ସ୍ୱଳ୍ପ ଗଳ୍ପ : ଦାନ୍ତ ପାଇଁ ପ୍ରାର୍ଥନା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୦ ନିହାତି ସରଳ ଆଉ ଆଟୋପହୀନ ଭାବରେ କହିଲେ ଆଜିର ଶୀର୍ଷକ ହେଉଛି ଗୋଟିଏ ଅସଲି ଦନ୍ତ କଥା । ଅର୍ଥାତ୍ ଏଠାରେ ଦାନ୍ତକୁ ନେଇ ବିଶେଷ ଭାବରେ ମଣିଷର ଦାନ୍ତକୁ ନେଇ କିଛି କଥାର ଉପସ୍ଥାପନା କରାଯାଉଛି। ଏଇ ଦନ୍ତ କଥାର ଆରମ୍ଭଟି…

ଓଲା ସ୍କୁଟର ରଖିଛନ୍ତି କି? ମାଗଣାରେ କମ୍ପାନୀ ବଦଳାଇବ ସସ୍ପେନସନ

ନୂଆଦିଲ୍ଲୀ: ଆପଣ ଓଲା ଇଲେକ୍ଟ୍ରିକ ସ୍କୁଟର ବ୍ୟବହାର କରୁଛନ୍ତି କି? ଯଦି ହଁ, ତେବେ ଏହି ଖବରଟି ଆପଣ ଜାଣିବା ନିହାତି ଦରକାର । ମାର୍ଚ୍ଚ ୨୨ରୁ ଓଲା ଇଲେକ୍ଟ୍ରିକ୍ ଏହାର ଇଲେକ୍ଟ୍ରିକ୍ ସ୍କୁଟରର ଫ୍ରଣ୍ଟ ସସପେନ୍ସନ ୟୁନିଟ୍ ପରିବର୍ତ୍ତନ କରିବାକୁ ଯାଉଛି । କିଛି ବ୍ୟବହାରକାରୀଙ୍କ ପାଖରୁ…

ତେଜିଲା ପୁନଃ ଆଦିବାସୀ ବର୍ଗରେ ସାମିଲ କରିବା ଦାବି, କୁଡୁମୀ ସେନା ପକ୍ଷରୁ ୬ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା

ମୟୁରଭଞ୍ଜ : ପୁଣି ତେଜିଛି କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ସାମିଲ କରିବା ପାଇଁ ଦାବି । ଏହି ପରିପ୍ରେକ୍ଷୀରେ ଆଜି(ମଙ୍ଗଳବାର) ୬ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା ଦେଇଛି କୁଡୁମୀ ସେନା । ଦୀର୍ଘ ଦିନରୁ କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ପୁନଃ ସାମିଲ କରିବାପାଇଁ ଦାବି କରିଆସୁଥିଲେ ମଧ୍ୟ…

ଲଂଚ ହୋଇପାରେ ଇଲେକ୍ଟ୍ରିକ ଆକ୍ଟିଭା

ନୂଆଦିଲ୍ଲୀ: ରାସ୍ତାରେ ଆପଣ ଅନେକ ସମୟରେ ହୋଣ୍ଡା ଆକ୍ଟିଭା ଦେଖିଥିବେ । ଶକ୍ତିଶାଳୀ ଇଞ୍ଜିନ ସହିତ ଦମଦାର ପିକଅପ ପାଇଁ ହୋଣ୍ଡା ଆକ୍ଟିଭା ଭାରତୀୟ ସ୍କୁଟର ବଜାରରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ଆଉ ଆକ୍ଟିଭା ପ୍ରେମୀଙ୍କୁ ଖୁବ ଶୀଘ୍ର ଏକ ଖୁସି ଖବର ମିଳିପାରେ । କୁହାଯାଉଛି ଯେ…

ବର୍ଷକୁ ଥରେ ଉଲଗ୍ନ ହୋଇ ପ୍ରଜାଙ୍କ ସାମ୍ନାକୁ ଆସୁଥିଲେ ଏହି ମହାରାଜା

ଚଣ୍ଡୀଗଡ଼: ପ୍ରଜାଙ୍କ ସାମ୍ନାକୁ ଉଲଗ୍ନ ହୋଇ ଆସୁଥିଲେ ମହାରାଜା । କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ । ଆଜି ଆମେ ଆପଣଙ୍କୁ ଏମିତି ଜଣେ ରାଜାଙ୍କ ବାବଦରେ କହିବାକୁ ଯାଉଛୁ ଯିଏ, ଏଭଳି ଏକ ଅନ୍ଧବିଶ୍ୱାସରେ ବିଶ୍ୱାସ କରୁଥିଲେ ଓ ବର୍ଷକୁ ଥରେ ପ୍ରଜାଙ୍କ ସାମ୍ନାକୁ ଉଲଗ୍ନ ହୋଇ…

ଔରଙ୍ଗଜେବଙ୍କୁ ପ୍ରଶଂସା କରିବା ପଡିଲା ମହଙ୍ଗା, ହ୍ଵାଟ୍ସଆପ ଷ୍ଟାଟସ ରଖିବାରୁ ମାମଲା

ମୁମ୍ବାଇ: ମୋଗଲ ଶାସକ ଔରଙ୍ଗଜେବଙ୍କୁ ପ୍ରଶଂସା କରି ଅଡୁଆରେ ପଡିଲେ ଯୁବକ । ଔରଙ୍ଗଜେବଙ୍କୁ ପ୍ରଶଂସା କରି ହ୍ଵାଟ୍ସଆପ ଷ୍ଟାଟସରେ ଲିଖିତ ପୋଷ୍ଟ ପାଇଁ ତାଙ୍କ ନାମରେ ଏବେ ମାମଲା ରୁଜୁ କରାଯାଇଛି । ମହାରାଷ୍ଟ୍ରର କୋହ୍ଲାପୁରରେ ଏଭଳି ଘଟଣା ଘଟିଛି । ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ…

ଏହି ମନ୍ଦିରରେ ରହିଛି ଅଜବ ପ୍ରଥା, କୁକୁରର କରାଯାଏ ନାମକରଣ

ନୂଆଦିଲ୍ଲୀ : ପ୍ରତ୍ୟେକ ମଣିଷ ଏ ପୃଥିବୀକୁ ଆସିଲେ ତା’ର ଜନ୍ମ ପୂଜାରେ ‘ନାମକରଣ’ କରାଯାଏ । ଆଉ ସେହି ନାଁରେ ସେ ସମାଜରେ ପରିଚିତ ହୋଇଥାଏ ।  କିଏ ସ୍ନେହରେ ‘ଧନ’ ଡାକନ୍ତି ତ କିଏ କିଏ  ନାମକରଣ କରାଯାଇଥିବା ନାଁ ଧରି ଡାକିଥାଆନ୍ତି । ତେବେ ମଣିଷ ଛୁଆ ଜନ୍ମ ପରେ ରୀତିନୀତି ଅନୁଯାୟୀ ପୂଜା…

ୱିଜଡନ ଜାରୀ କଲା ୨୦୨୧-୨୩ର ଶ୍ରେଷ୍ଠ ଟେଷ୍ଟ ଏକାଦଶ

ଦୁବାଇ: ୨୦୨୧-୨୩ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ପ୍ରଦର୍ଶନକୁ ନେଇ ୱିଜଡନ ଶ୍ରେଷ୍ଠ ଏକାଦଶ ଚୟନ କରିଛି । ଭାରତର ଟପ ଥ୍ରୀ ବିରାଟ କୋହଲି, ରୋହିତ ଶର୍ମା ଓ କେଏଲ ରାହୁଲଙ୍କୁ ଏଥିରେ ସ୍ଥାନ ମିଳିନି । ଅପରପକ୍ଷରେ ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରାହ ଓ ରିଷଭ ପନ୍ତଙ୍କୁ ଟିମରେ ସୁଯୋଗ…