ଏପ୍ରିଲ ୨୪ରୁ ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ପ୍ରତିବାଦ ସପ୍ତାହ
କଟକ : ରାଜ୍ୟ ପେନସନରଧାରୀମାନେ ଏପ୍ରିଲ ୨୪ରୁ ରାଜ୍ୟବ୍ୟାପି ଆନ୍ଦୋଳନ ଡାକରା ଦେଇଛନ୍ତି । ଏହି ଆନ୍ଦୋଳନ ମେ ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଚିକିତ୍ସାଭତ୍ତା ଓ ପିଜି ପିଏ ବିଭାଗର ପୁନଃ ସ୍ଥାପନ ଦାବି ନେଇ ରାଜ୍ୟ ବ୍ୟାପୀ ପ୍ରତିବାଦ ସପ୍ତାହ ପାଳନ କରାଯିବାକୁ ଓଡ଼ିଶା ରାଜ୍ୟ…