Latest Odisha News

BREAKING NEWS

ଭାଷା ଭାଗବତ : ଅତୀତ ଅନୁସାରୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ସଂସ୍କୃତ ହେବାରୁ ଦୁର୍ବୋଧ୍ୟ ଲେଖକେ କଲେ ଅନୁବାଦ ଅନେକ ସ୍ଥାନୀୟ ଭାଷାରେ ବ୍ୟାପିଲା ସମଗ୍ର ଦେଶରେ ଲୌକିକ ଭାଷାକୁ ଆଶ୍ରୟି ଗ୍ରଂଥ, ପୁରାଣ କାଳଜୟୀ ହୋଇଲେ, ପାଇଲେ ସ୍ବୀକୃତି ଏପରି ହେଲା ଜ୍ଞାନୋନ୍ନତି ଏବେ ପୁଣି ପଛକୁ ଫେରି ହେଲେ…

ବିଧାନସଭାରେ ବିଜୁଳି ତାତି: ସରକାର ଓ ବିତରଣ କମ୍ପାନୀକୁ ନେଇ ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ବିଜୁଳି ଦର ବୃଦ୍ଧି କରୁଛି ଟାଟା ପାଓ୍ୱାର। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ହେଲେ ରାଜ୍ୟ ସରକାର ଏହି ଘରୋଇ କମ୍ପାନୀକୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ବିଜେପି ଓ କଂଗ୍ରେସ ବିଧାନସଭାରେ କହିଛନ୍ତି। ଆଉ ଏହାକୁ ନେଇ ଶୁକ୍ରବାର ବିଧାନସଭାରେ ବିଜୁଳି ତାତି…

ଜଙ୍ଗଲରେ ନିଆଁ: ଓଃ ବର୍ଷା ବଞ୍ଚେଇଦେଲା!

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଚର୍ଚ୍ଚା ଭିତରେ ଏକ ଆଶ୍ୱସ୍ତି କରିବା ଭଳି ଖବର ଆସିଛି। ବଦଳିଥିବା ପାଣିପାଗ ଆଧାରରେ କିଛି ସ୍ଥାନରେ ବର୍ଷା ହୋଇଛି। ଆଉ ଏହି କାରଣରୁ ଜଙ୍ଗଲରେ ଯେଉଁଭଳି ଭାବେ ହୁତୁ ହୁତୁ ହୋଇ ନିଆଁ ଜଳୁଥିଲା ତାହା ଏବେ ପ୍ରଶମିତ…

ଡ୍ରାଇଭର ସଂଘ ଆନ୍ଦୋଳନ ଭିତରେ ଚର୍ଚ୍ଚାରେ ପ୍ରଶାନ୍ତ ମେଣ୍ଡୁଲି

ଅନୁଗୁଳ: ଦୀର୍ଘ ତିନି ଦିନ ଧରି ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ଓଲ୍ହାଇଥିଲା । ଯାହାର ପ୍ରଭାବ ଜନଜୀବନ ଉପରେ ପଡିଥିଲା । ଏହାକୁ ହୃଦୟଙ୍ଗମ କରି ମୁଖ୍ୟ ଶାସନ ସଚିବ ଗୁରୁବାର ଦିନ ଡ୍ରାଇଭର ମହାସଂଘର କର୍ମକର୍ତ୍ତା ମାନଙ୍କୁ ଡାକି ଆଲୋଚନା କରି ୩ ମାସ ମଧ୍ୟରେ ଦାବି ଗୁଡିକ ଉପରେ ଆଲୋଚନା…

ପୁଟିନଙ୍କ ବିରୋଧରେ ଗିରଫ ପରଓ୍ୱାନା ଜାରି କଲେ ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବର୍ଷେରୁ ଅଧିକ ସମୟ ଧରି ଚାଲିଛି। ଦୁଇ ଦେଶ ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନୁହଁନ୍ତି। ଏହି ସମୟରେ, ୟୁକ୍ରେନରେ ଯୁଦ୍ଧ ଘଟାଇଥିବାରୁ ଋଷର ରାଷ୍ଟ୍ରପତି ପୁଟିନଙ୍କୁ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ଗିରଫ କରିବାକୁ ୱାରେଣ୍ଟ ଜାରି କରିଛନ୍ତି।…

‘ଦୂତ’ ଭାବେ ଅଖିଳେଶ ଭେଟିବା ପରେ ବଦଳିଗଲା ମମତାଙ୍କ ମନ; ନବୀନଙ୍କୁ ସାକ୍ଷାତ ଚର୍ଚ୍ଚା ପଛରେ ରହିଛି କି…

ଭୁବନେଶ୍ୱର: ଯଦିଓ ସାଧାରଣ ନିର୍ବାଚନରେ ଟିଏମସି ଏକାକୀ ନିର୍ବାଚନ ଲଢିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି କିନ୍ତୁ ସମାଜବାଦୀ ପାର୍ଟି ସୁପ୍ରିମୋ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଭେଟି ଓଡିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ତଥା…

ଧଉଳି ବୁଲିବାକୁ ଆସି ଲିଫ୍ଟରେ ଫସିଗଲେ ପର୍ଯ୍ୟଟକ, ୪୫ ମିନିଟ ପରେ ହେଲେ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଥିବା ଧଉଳିରେ ଶୁକ୍ରବାର ସକାଳେ ଲିଫ୍ଟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ୬ ଜଣ ପର୍ଯ୍ୟଟକଙ୍କ ସମେତ ୭ ଜଣ ଗୁରୁତର ହୋଇଛନ୍ତି। ଲିଫ୍ଟର କବାଟ ବନ୍ଦ ହେବା ପରେ ଆଉ କାମ କରିନଥିଲା। ତେଣୁ ପର୍ଯ୍ୟଟକ ଓ ଲିଫ୍ଟ ଅପରେଟର ୪୫ ମିନିଟରୁ ଅଧିକ ସମୟ ଧରି ଲିଫ୍ଟ…

ଆର୍ମି କ୍ୟାଣ୍ଟିନର ୪୩ ଲକ୍ଷ ଟଙ୍କାର ସାମଗ୍ରୀ ନେଇ ଚମ୍ପଟ ମାରୁଥିବା ଟ୍ରକ ଜବତ

ସୁନ୍ଦରଗଡ: ଝାଡ଼ଖଣ୍ଡର ଆର୍ମି କ୍ୟାଣ୍ଟିନ ପାଇଁ ଆସିଥିବା ୪୩ ଲକ୍ଷ ଟଙ୍କାର କସମେଟିକ୍ ସାମଗ୍ରୀ ନେଇ ଚମ୍ପଟ ମାରିବାକୁ ପ୍ରୟାସ କରିଥିବା ଏକ ଟ୍ରକକୁ କାବୁ କରିବାରେ ସଫଳ ହୋଇଛି ରାଉରକେଲା ଏବଂ ବିହାର ପୋଲିସ। ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ପାଞ୍ଚ ଜଣଙ୍କୁ ପୋଲିସ ଗିରଫ କରିଛି। ଜବତ…

ଶୁଣିଲେନି ମନ୍ତ୍ରୀଙ୍କ ନିବେଦନ, ୟୁନିଫର୍ମ ବର୍ଜନ କରି ଶିକ୍ଷକ-ଶିକ୍ଷୟତ୍ରୀ ପଢାଇଲେ ଅ, ଆ..

ଭୁବନେଶ୍ୱର: ଶୁଣିଲେନି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ନିବେଦନ। ଜିଦରେ ଅଟଳ ପ୍ରାଥମିକ ଶିକ୍ଷକ ସଂଘ। ଶୁକ୍ରବାର ନିଜ ନିଜ ସ୍କୁଲରେ ବିନା ୟୁନିଫର୍ମ ବା ଡ୍ରେସକୋଡରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ଶିକ୍ଷୟତ୍ରୀ ପଢାଇଲେ ଅ, ଆ..। ୟୁନାଇଟେଡ୍ ପ୍ରାଇମେରୀ ଟିଚର୍ସ ଫେଡେରେସନ୍ ପକ୍ଷରୁ…

ବୃଦ୍ଧ, ବିଧବା ଓ ଭିନ୍ନକ୍ଷମଙ୍କ ଭତ୍ତା ବଢ଼ାଇବାକୁ ଦାବି କଲେ ତିନି ପ୍ରମୁଖ ଦଳର ବିଧାୟକ

ଭୁବନେଶ୍ୱର: ବିଧାନସଭାରେ ଦଳମତ ନିର୍ବିଶେଷରେ ବିଧାୟକମାନେ ଶୁକ୍ରବାର ଦିନ ବିଧବା ଓ ଭିନ୍ନକ୍ଷମମାନଙ୍କୁ ଦିଆଯାଉଥିବା ପେନସନ୍ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ବଢୁଥିବା ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ତିନି ପ୍ରମୁଖ ରାଜନୈତିକ ଦଳର ବିଧାୟକମାନେ ଏହି ଦାବି…