Latest Odisha News

BREAKING NEWS

ଆଇପିଏଲ ମହାସମର: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲେ ଚେନ୍ନାଇ

ଦୁବାଇ: ଆଇପିଏଲର ଆଜି ଖେଳାଯାଉଥିବା ସପ୍ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେଉଛି । ତେବେ ଟସ୍ ଜିତି ଚେନ୍ନାଇ ସୁପକିଙ୍ଗସ୍ ଅଧିନାୟକ ଧୋନି ବୋଲିଂ ନିଷ୍ପତ୍ତି ନେଇଛନ୍ତି ।

ଚଳିତ ଥର ଚେନ୍ନାଇ ଖେଳିଥିବା ଦୁଇଟି ମ୍ୟାଚରୁ ଗୋଟିକରେ ବିଜୟ ହାସଲ କରିଥିବା ବେଳେ ଅନ୍ୟ ଏକ ମ୍ୟାଚରେ ପରାସ୍ତ ହୋଇଛି । ସେହିପରି ଦିଲ୍ଲୀ ଗୋଟିଏ ମ୍ୟାଚ ଖେଳିଛି ଯେଉଁଥିରେ ବିଜୟ ଲାଭ କରିଛି ।

Leave A Reply

Your email address will not be published.