ଭୁବନେଶ୍ୱର: ପୁଣି ରାଜ୍ୟରେ ବର୍ଷା ହେବା ନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଆସନ୍ତା ୫ ଦିନରେ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଗଜପତିରେ ବର୍ଷ ହେବାର ସମ୍ଭାବନା ରହିଛି । ମାର୍ଚ୍ଚ ୩ ଓ ୪ ତାରିଖରେ ରାଜ୍ୟର ଆଉ କେତେକ ଜିଲ୍ଲାରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏହା ବ୍ୟତୀତ ମାର୍ଚ୍ଚ ୩ରୁ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମେଘୁଆ ପାଗ ଜାରି ରହିବା ସହିତ ହାଲୁକା ବର୍ଷା ହୋଇପାରେ ।
BREAKING NEWS
- MMDR ସଂଶୋଧିତ ଆଇନକୁ ନେଇ ବିରୋଧୀଙ୍କ ଜୋରଦାର ବିରୋଧ: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲା କଂଗ୍ରେସ, କଟାକ୍ଷ କଲା ବିଜେପି
- Asia Rugby Emirates Sevens Series: ଏସିଆ ରଗ୍ବୀ ସେଭେନ୍ସ ସିରିଜ୍ ପାଇଁ ଭାରତୀୟ ଦଳIଘୋଷଣା; ୬ ଓଡ଼ିଆ ଖେଳାଳି ସାମିଲ
- Nepal Flood: ନେପାଳରେ ପ୍ରକୃତିର କରାଳ ରୂପ, ଭୟଙ୍କର ବନ୍ୟାରେ ଧୋଇଗଲା ପୂରା ଗାଁ, ୮ ମୃତ, ଶହ ଶହ ନିଖୋଜ…
- ଅଗଷ୍ଟ ୨୮ରେ ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କେଉଁଠି ହେବ ଦୃଶ୍ୟମାନ…
- ସିଲେକ୍ସନ ନୁହେଁ ଏଥର ଓସିଏରେ ନିର୍ଵାଚନ !
- Maoist Dump: ଜଙ୍ଗଲରୁ ମାଓବାଦୀ ଡମ୍ପ ଠାବ;ଦେଶୀ ବନ୍ଧୁକ, ଆଇଡି ଓ ବିସ୍ଫୋରକ ଜବତ
- ନେପାଳରେ ଭୟଙ୍କର ବନ୍ୟା; ଦେଖୁଦେଖୁ ଭାସିଗଲା ଘର ଓ ପାୱାର ପ୍ରୋଜେକ୍ଟ
- Kriti Sanon’s ad: କ୍ରିତି ସାନନଙ୍କ ରକ୍ଷାବନ୍ଧନ ପୋଷାକକୁ ନେଇ ବିବାଦ, ତୀବ୍ର ବିରୋଧ ପରେ ବିଜ୍ଞାପନ ହଟାଇଲା GIVA
- Rebels MPs: ବଢିଲା ବିଦ୍ରୋହୀ ସାଂସଦଙ୍କ ଅଡୁଆ, ସୁପ୍ରିମକୋର୍ଟ ପରେ ଏବେ ବାଚସ୍ପତିଙ୍କ ନୋଟିସ୍, ୭ ଦିନ ମଧ୍ୟରେ ଜବାବ ତଲବ
- Kirana Hills: ପାକିସ୍ତାନର ପରମାଣୁ ଠିକଣାକୁ ଆକ୍ରମଣ କରିଥିଲା କି ଭାରତ? ଅପରେସନ ସିନ୍ଦୂରର ଗୁମର ଖୋଲିଲେ ପୂର୍ବତନ CDS

Comments are closed.