Latest Odisha News

BREAKING NEWS

ଗୃହରେ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ବିଧାନସଭାରେ ବିଧାୟକ ସୁବାଷ ପାଣିଗ୍ରାହି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମଣ୍ଡି ସମସ୍ୟାକୁ ନେଇ ସାନିଟାଇଜର ପିଇବାକୁ ଉଦ୍ୟମ କରିଛନ୍ତି ବିଧାୟକ । ସାନିଟାଇଜର ପିଇବା ବେଳେ ବିଧାୟକଙ୍କ ହାତରୁ ଛଡେଇ ନେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ବିଧାୟକଙ୍କର ଏହି କାର୍ଯ୍ୟ ଦେଖି ତାଙ୍କୁ ଅନ୍ୟ ବିଧାୟକମାନେ ମଧ୍ୟ ଅଟକାଇଲେ ।

Leave A Reply

Your email address will not be published.