Latest Odisha News

BREAKING NEWS

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୧୯ : ଜୟଦେବ ପୁରସ୍କାର ପାଇଁ ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର ମନୋନୀତ

ଭୁବନେଶ୍ୱର : ୨୦୧୯ ମସିହା ପାଇଁ ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ଘୋଷଣା। କୋଭିଡ୍ ପାଇଁ ହୋଇନଥିଲା ଘୋଷଣା । ଜୟଦେବ ପୁରସ୍କାର ପାଇବେ ପ୍ରଯୋଜକ, ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର। ନୀଳମାଧବ ପଣ୍ଡା ପାଇବେ ମୋହନ ସୁନ୍ଦର ଦେବଗୋସ୍ୱାମୀ ପୁରଷ୍କାର। ଏହା ଛଡା ନୀଳ ମାଧବ ପଣ୍ଡା ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇବା ଲାଗି ମଧ୍ୟ ମନୋନୀତ।ଚଳଚ୍ଚିତ୍ର ଖୁସି ରେ ଅଭିନୟ ପାଇଁ ସରୋଜ ପରିଡ଼ା ଶ୍ରେଷ୍ଠ ଅଭିନେତା। ଖୁସି ପାଇଁ କାବ୍ୟା କିରଣ ଶ୍ରେଷ୍ଠ ଅଭିନେତ୍ରୀ ପୁରଷ୍କାର ପାଇଲେ।କାଳିଆ କରୁଛି ନୀଳାକୁ ଶ୍ରେଷ୍ଠ ଟେଲି ଫିଲ୍ମ।

Leave A Reply

Your email address will not be published.