Latest Odisha News

BREAKING NEWS

ରତ୍ନଭଣ୍ଡାର ପ୍ରସଙ୍ଗକୁ ରାଜନୈତିକ ରୂପ ଦେବା ଉଚିତ ନୁହେଁ: ବିଜେଡ଼ି

ଭୁବନେଶ୍ୱର : ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ନେଇ ବିରୋଧିଦଳମାନଙ୍କୁ ରାଜନୀତିକୀକରଣ ନ’କରିବାକୁ ବିଜେଡ଼ି କହିଛି । “ ଏହା ସମ୍ପୂର୍ଣ୍ଣ ରୂପେ ଏକ ଅଣ-ରାଜନୀତି ପ୍ରସଙ୍ଗ ଏବଂ ବିରୋଧି ଦଳ ଏହି ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ରାଜନୀତିକରଣ କରିବା ଉଚିତ ନୁହେଁ ” ବୋଲି ଗଣମାଧ୍ୟମକୁ…

ଆଜିଠୁଁ ଓଡ଼ିଶାରେ ଆରମ୍ଭ ହେଲା ଅନଲାଇନ୍ +୩ ଇ-ଆଡ଼ମିସନ୍

ଭୁବନେଶ୍ୱର : ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଆଜିଠାରୁ ଅନଲାଇନ୍ ମାଧ୍ୟରେ +୩ ଇ-ଆଡ଼ମିସନର ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଫଳରେ ଛାତ୍ରଛାତ୍ରୀମାନେ ବାର୍ଷିକ +୨ ପାସ କରିଥିବା ପରେ ଆଜିଠୁଁ ଅନଲାଇନ ମାଧ୍ୟମରେ ଆଡ଼ମିସନ୍ କରିପାରିବେ । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି ଅନୁଯାୟୀ, ଆଜି…

ଶ୍ରୀନ୍ଦିର ମୁଖ୍ୟ ପ୍ରଶାସକ ବଦଳିଲେ: ପ୍ରଦୀପ ଜେନାଙ୍କ ବଦଳରେ ପ୍ରଦୀପ୍ତ ମହାପାତ୍ର ନେଲେ ଦାୟିତ୍ୱ

ଭୁବନେଶ୍ୱର / ପୁରୀ : ବଦଳିଲେ ପୁରୀ ଶ୍ରୀନ୍ଦିର ମୁଖ୍ୟ ପ୍ରଶାସକ । ଏହି ପଦବୀରେ ରହିଥିଲେ ପ୍ରଦୀପ ଜେନା କିନ୍ତୁ ସରକାର ତାଙ୍କ ସ୍ଥାନରେ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି । ବର୍ତ୍ତମାନ ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ପ୍ରମୁଖ ସଚିବ ରୂପେ…

ଭଦ୍ରକରେ ସ୍ୱାମୀର ବର୍ବୋରଚିତ କାଣ୍ଡ: ସ୍ତ୍ରୀକୁ କୋଦାଳରେ ହାଣି ଥାନାରେ ଆତ୍ମସମର୍ପଣ

ଭଦ୍ରକ: ଆଜି ସକାଳେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଖପରପଦା ଗ୍ରାମରେ ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ କୋଦାଳରେ ହତ୍ୟା କରି ଆତ୍ମସମର୍ପଣ କରିଛି । ଏଭଳି ଅମାନୁଷିକ ହତ୍ୟାକାଣ୍ଡ ଘଟାଇଛି ଖପରପଦା ଗ୍ରାମର ୪୦ ବର୍ଷ ବୟସ୍କ ପ୍ରଫୁଲ୍ଲ ବାରିକ । ୧୪ ବର୍ଷ ପୂର୍ବରୁ…

ଅଭାବନୀୟ ଘଟଣା: ନିଜ ମାଆକୁ ଗୋଇଠା ମାରି ପୁଅ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବସ୍ତା ବ୍ଲକର ବତିପଡ଼ା ଗ୍ରାମରେ ନିଜ ମାଆକୁ ଗୋଇଠା ମାରି ନିର୍ଯ୍ୟାତନା ଦେଉଥିବା ବ୍ୟକ୍ତିକୁ ଗିରଫ କରିଛି ପୋଲିସ । ଏହି ଗ୍ରାମର ଶ୍ରୀଧର ବାରିକ ନାମକ ଏକ ବ୍ୟକ୍ତି ନିଜ ମାଆକୁ ଗୋଇଠା ମାରି ନିର୍ଯ୍ୟାତନା ଦେଉଥିବାର ଏକ ଭିଡ଼ିଓ ଦୃଶ୍ୟ ଗତ…

୧୧ଟି ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର : ପ୍ରବଳ ବୃଷ୍ଟିପାତ ସହିତ ବଜ୍ରପାତର ସତର୍କ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଯେଉଁ ୧୧ଟି ଜିଲ୍ଲାଗୁଡ଼ିକୁ ସତର୍କତା ଅବଲମ୍ବନ ଲାଗି ପରାମର୍ଶ ଦିଆଯାଇଛି ସେହି ଜିଲ୍ଲା ଗୁଡ଼ିକ ହେଲା, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼, ଗଞ୍ଜାମ,…

‘୮୦ ବର୍ଷର ଓଡ଼ିଶା ବଜେଟ’ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ‘୮୦ ବର୍ଷର ଓଡ଼ିଶା ବଜେଟ’ ପୁସ୍ତିକାକୁ ଆଜି ଜୟଦେବ ଭବନଠାରେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପୁସ୍ତକ ଉନ୍ମୋଚନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ବଜେଟକୁ ନେଇ ଏହିପରି ପୁସ୍ତକ ପ୍ରକାଶନ ହେଉଛି ଦେଶରେ ପ୍ରଥମ । ଏହି…

“ପରୀ ପାଇଁ କଥାଟିଏ” : ବାଲିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ କଳାଚାତୁରୀ

ଭୁବନେଶ୍ୱର : ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ନିଖୁଣ ବାଲୁକା କଳା ମାଧ୍ୟମରେ “ପରୀ ପାଇଁ କଥାଟିଏ” କାର୍ଯ୍ୟକ୍ରମକୁ ସମର୍ଥନ କରିଛନ୍ତି । ପୁରୀ ବେଳାଭୁମୀରେ ନିଜର ଚମକ୍ରାର ବାଲୁକା କଳା ମାଧ୍ୟମରେ “ପରୀ ପାଇଁ କଥାଟିଏ” କାର୍ଯ୍ୟକ୍ରମକୁ…

“ପରୀ ପାଇଁ କଥାଟିଏ” : ବାଲିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ କଳାଚାତୁରୀ

ଭୁବନେଶ୍ୱର : ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ନିଖୁଣ ବାଲୁକା କଳା ମାଧ୍ୟମରେ “ପରୀ ପାଇଁ କଥାଟିଏ” କାର୍ଯ୍ୟକ୍ରମକୁ ସମର୍ଥନ କରିଛନ୍ତି । ପୁରୀ ବେଳାଭୁମୀରେ ନିଜର ଚମକ୍ରାର ବାଲୁକା କଳା ମାଧ୍ୟମରେ “ପରୀ ପାଇଁ କଥାଟିଏ” କାର୍ଯ୍ୟକ୍ରମକୁ…

ବାରିପୁଟ ପାହାଡ଼ ଧସିବା ଘଟଣା: ଜେସିବି ଅପରେଟରଙ୍କ ମୃତଦେହ ଠାବ

ଜୟପୁର : କୋରାପୁଟ ବାରିପୁଟରେ ରାଣୀଗଡ଼ ପାହାଡ଼ ଧସିବା ଘଟଣାର ୧୧ ଦିନ ବିତିଯାଇଛି । ପଥରତଳେ କିଛି ଲୋକ ଚାପି ହୋଇଥିବାର ସୂଚନା ମିଳିଥିଲା । ତେବେ ଚାରିଦିନ ଖୋଜିବା ପରେ ଆର୍ମି ବୈଷୟିକ ଟିମ୍ କର୍ତ୍ତବ୍ୟରତ ଜଣେ ଜେସିିବି ଅପରେଟରଙ୍କ ମୃତଦେହ ଠାବ କରିପାରିଛନ୍ତି । ଠାବ ହୋଇଥିବା…