Latest Odisha News

BREAKING NEWS

ସୋନୁଙ୍କ ମହାନତା; ଏହି ଗାଁର ଜଳ ସଙ୍କଟ ଦୂର କରିବା ପାଇଁ ସହାୟତାର ହାତ ବଢାଇଲେ ସୋନୁ

ନୂଆଦିଲ୍ଲୀ: ନିଜର ମହାନତା ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ ପୁଣି ନିଜ ଦକ୍ଷତା ପ୍ରତିପାଦନ କରିଛନ୍ତି। ସୋନୁ ସୁଦ ନିକଟରେ ଝାନସିର ଏକ ଗାଁକୁ ସହାୟତା ଯୋଗାଇ ଦେଇ ଗାଁର ସଙ୍କଟ ଦୂର କରିଛନ୍ତି। ସୂଚନା ଅନୁଯାୟୀ ଜଣେ ବ୍ୟକ୍ତି ତାଙ୍କ ଗାଁରେ ଜଳ ନ…

୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ

ଫୁଲବାଣୀ: ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । କୌଣସି ପରିସ୍ଥିତିରେ ଶିଶୁମାନଙ୍କ ପ୍ରତି ନିର୍ଯାତନା କିମ୍ବା ଅବହେଳା ବରଦାସ୍ତ କରାଯିବ ନାହିଁ । ଏମିତି କିଛି ଅଭିଯୋଗ ସାମ୍ନାକୁ ଆସିଲେ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶିଶୁ…

ବାଇଡେନ ପ୍ରଶାସନରେ ପ୍ରଥମ ଏୟାର ଷ୍ଟ୍ରାଇକ୍; ପୂର୍ବ ସିରିଆ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ

ୱାଶିଂଟନ୍: ପୂର୍ବ ସିରିଆରେ ଆତଙ୍କବାଦୀଙ୍କ ସ୍ଥାନରେ ଆମେରିକା ଏୟାର ଷ୍ଟ୍ରାଇକ୍ କରିଛି ଆମେରିକା। ଏହାର ଆଦେଶ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦେଇଛନ୍ତି। ତାଙ୍କ ନିର୍ଦ୍ଦେଶରେ ପୂର୍ବ ସିରିଆରେ ଅବସ୍ଥିତ ଇରାନ ସମର୍ଥିତ ଆତଙ୍କବାଦୀଙ୍କ ଉପରେ ସୀମିତ ଏୟାର ଷ୍ଟ୍ରାଇକ କରିବାକୁ କହିଥିଲେ।…

ଭୁବନେଶ୍ୱର ବିମାନବନ୍ଦରରେ ୧୨ଟି ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର

ଭୁବନେଶ୍ୱର: ପଡ଼ୋଶୀ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି । ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କର ଭୁବନେଶ୍ୱର ବିମାନବନ୍ଦରରେ କୋଭିଡ୍ ସ୍କ୍ରିନିଂକୁ କଡ଼ାକଡ଼ି କରାଯାଇଛି । ୧୨ଟି ରାଜ୍ୟ ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ,…

ବାର୍ଦ୍ଧକ୍ୟ ଭତ୍ତା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଅଣାଅଶୀ ବର୍ଷ ବୟସରେ ଆରପାରିକୁ ଚାଲିଗଲା ମହାପାତ୍ର ଘରର ବୁଢ଼ୀ ତିଳୋତ୍ତମା । ବୁଢ଼ୀ ମଲାଦିନ ସବୁଠୁ ବେଶି ଖୁସି ହୋଇଥିଲା ତାର ଏକମାତ୍ର ବୋହୂ ତ୍ରିପୁରସୁନ୍ଦରୀ । ନାଁ ଟା ସିନା ତ୍ରିପୁରସୁନ୍ଦରୀ, ହେଲେ ଦେଖିବାକୁ ସାକ୍ଷାତ ମାଆ…

ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ: ଆଜି ଚିହ୍ନଟ ହେଲେ ୯୪ କରୋନା ପଜିଟିଭ୍

ଭୁବନେଶ୍ୱର: ବେଶ କିଛି ଦିନ କମିବା ପରେ ରାଜ୍ୟରେ ପୁଣି ବଢୁଛି ଦୈନିକ କରୋନା ସଂକ୍ରମଣ । ପ୍ରତିଦିନ ଶହେରୁ କମ୍ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ବି ସଂଖ୍ୟା ପୂର୍ବ ଅପେକ୍ଷା ଏବେ ବଢ଼ିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ସଂକ୍ରମିତ ହୋଇଛନ୍ତି ଆଉ ୯୪ଜଣ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ…

ଥାନାରେ ଯୁବ ଠିକାଦାରଙ୍କ ଆତ୍ମାହୁତି ଉଦ୍ୟମ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନାରେ ଯୁବ ଠିକାଦାରଙ୍କ ଆତ୍ମାହୁତି ଉଦ୍ୟମ । ସେଠାରେ ଉପସ୍ଥିତ ପୁଲିସ୍‌ କର୍ମୀ ତାଙ୍କୁ କାବୁ କରିନେବା ଫଳରେ ଏକ ବହୁତ ବଡ଼ ଅଘଟଣ ଟଳି ଯାଇଥିବା ଜଣାଯାଇଛି ।  ସୂଚନା ଅନୁଯାୟୀ, ଦୀର୍ଘ ଦଶ ବର୍ଷ ତଳେ ଉଲୁଣ୍ଡା ବ୍ଲକ ଝାରବାହାଲି ଗାଁ ରାସ୍ତାର…

ଶ୍ରମ ଅଧିକାର କର୍ମୀ ନୋଦୀପ କୌରଙ୍କୁ ଜାମିନ ପ୍ରଦାନ କଲେ କୋର୍ଟ

ନୂଆଦିଲ୍ଳୀ: ଶ୍ରମ ଅଧିକାର କର୍ମୀ ନୋଦୀପ କୌରଙ୍କୁ ହତ୍ୟା ମାମଲାରେ ଶୁକ୍ରବାର ଦିନ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି ଏବଂ ତାଙ୍କୁ ମୁକ୍ତ କରାଯିବା ସମ୍ଭାବନା ରହିଛି। ଜାନୁୟାରୀ ୧୨ ରେ ତାଙ୍କୁ ଗିରଫ କରାଯାଇଥିଲା। ଜାମିନ ଆବେଦନ ସହିତ କୋର୍ଟ ତାଙ୍କ ବେଆଇନ…

ବିଧାନସଭାରେ ବାଲି ତାତି: ସରକାରଙ୍କୁ ଘେରିଲେ ବିରୋଧୀ, ଉଦବେଗ ପ୍ରକାଶ କଲେ ବାଚସ୍ପତି

ଭୁବନେଶ୍ୱର: ବିଧାନସଭା ପ୍ରଶ୍ନକାଳରେ ବାଲି ତାତି । ବାଲି ନୀତି ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ସରକାର କାହିଁକି ବାଲି ନୀତି ଆଣି ନାହାନ୍ତି ବୋଲି ପ୍ରଶ୍ନ କରିଥିଲା ବିଜେପି । ବାଲି ନୀତି ଚିଠା ପ୍ରସ୍ତାବ କାହିଁକି କାର୍ଯ୍ୟକାରୀ ହେଉନି ବୋଲି ଦଳ ପଚାରିଥିଲା ।…

ଆନ୍ଦୋଳନରତ ଏଏନଏମଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଥିବା ଏଏନଏମଙ୍କ ପାଇଁ ବଡ଼ ଖବର । ଯୋଗ୍ୟତା ଭିତ୍ତିରେ ଏଏନ୍‌ଏମ୍‌ଙ୍କୁ ନିଯୁକ୍ତି ଦିଆଯିବ । ଆନ୍ଦୋଳନରତ ଏଏନ୍‌ଏମ୍‌ଙ୍କ ସମ୍ପର୍କରେ ବିଧାନସଭାରେ ବିବୃତି ରଖି ଏକଥା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି, ଆନ୍ଦୋଳନରତ…