Latest Odisha News

BREAKING NEWS

ଛାତ୍ରମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ମାର୍ଗଦର୍ଶନ କରିବା ପାଇଁ ଆରମ୍ଭ ହେଲା ‘U-Rise’ ପୋର୍ଟାଲ

ଲକ୍ଷ୍ନୌ: ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପାଇବାରେ ସାହାଯ୍ୟ କରିବା ପାଇଁ ଉତ୍ତରପ୍ରଦେଶ ସରକାର ୟୁ-ରାଇଜ୍ କିମ୍ବା ୟୁନିଫାଏଡ୍ ରିମାଇଗେଡ୍ ଇନୋଭେସନ୍ ଫର୍ ଷ୍ଟୁଡେଣ୍ଟସ୍ ସଶକ୍ତିକରଣ ପୋର୍ଟାଲ୍ ଆରମ୍ଭ କରିଛନ୍ତି। ଏହି ପୋର୍ଟାଲ ଛାତ୍ରମାନଙ୍କୁ କ୍ୟାରିୟର କାଉନସେଲିଂ ସହାୟତା ପ୍ରଦାନ କରିବ…

ସାଣ୍ଡେଲଉଡ଼ ଡ୍ରଗ୍ସ ମାମଲା: ୫ ଦିନ ଯାଏଁ ଇଡି କଷ୍ଟେଡିରେ ଏହି ଦୁଇ ଅଭିନେତ୍ରୀ 

ବେଙ୍ଗାଲୁରୁ: ବେଙ୍ଗାଲୁରୁର ସ୍ୱତନ୍ତ୍ର ନାର୍କୋଟିକ୍ ଡ୍ରଗ୍ସ ଏବଂସାଇକୋଟ୍ରୋପିକ୍ ସବଷ୍ଟେନ୍ସ (ଏନଡିପିଏସ୍) କୋର୍ଟ କନ୍ନଡ ଅଭିନେତ୍ରୀଙ୍କୁ କଷ୍ଟେଡିରେ ନେଇଛି । ଡ୍ରଗ୍ ସମ୍ବନ୍ଧୀୟ ମାମଲାରେ ଏହି ଦୁହିଁଙ୍କୁ ଗିରଫ କରାଯାଇଥିବା ସୂଚନା। ଇଡି ଏହାର ଆବେଦନରେ ଦର୍ଶାଇଛି ଯେ, କନ୍ନଡ…

ପୁନର୍ଗଠିତ ହେଲା ବିଜେଡ଼ି ଛାତ୍ର ଶାଖା

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଅବିନାଶ ଠାକୁର, ପ୍ରଶାନ୍ତ ପଣ୍ଡା ଏବଂ ରାଜେଶ ରାଜ ସ୍ୱାଇଁଙ୍କୁ ଏହାର ଛାତ୍ର ସଂଗଠନର କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତ କରିଛନ୍ତି। ଇପ୍ସିତା ସାହୁଙ୍କୁ ବିଜୁ ଛାତ୍ର ଜନତା ଦଳର ନୂତନ ମହାସଚିବ…

ଓଡିଶା ରାଜପଥ ପାଟ୍ରୋଲିଂ ପାଇଁ ଅବସରପ୍ରାପ୍ତ ପୋଲିସଙ୍କ ନିଯୁକ୍ତି ପ୍ରକିୟା ଆରମ୍ଭ ହେବ

ଭୁବନେଶ୍ୱର: କୋଭିଡ ମହାମାରୀ ପାଇଁ ରାଜ୍ୟରେ ରାଜପଥ ପାଟ୍ରୋଲିଂ ପାଇଁ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ନିଯୁକ୍ତି ଆସନ୍ତା ମାସରେ ପୁଣିଥରେ  ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଜାନୁୟାରୀ ମାସରେ ଭୁବନେଶ୍ୱର-ପୁରୀ, ସମ୍ବଲପୁର-ସୋହେଲା, ମଙ୍ଗୁଲି-ସମ୍ବଲପୁର, ଜଲେଶ୍ୱର-ଇଚ୍ଛାପୁରମଣ୍ଡ…

କରୋନା ମହାମାରୀ ମଧ୍ୟରେ ୩ଟି ପର୍ଯ୍ୟାୟରେ ହେବ ବିହାର ନିର୍ବାଚନ

ପାଟନା: ବିହାରରେ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ଦିନ ତାରିଖ ଘୋଷଣା କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ କରୋନା ମହାମାରୀ ମଧ୍ୟରେ ତିନିଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ…

ସୁଶାନ୍ତଙ୍କ ଶେଷ ଫଟୋରୁ ଜଣାପଡେ ସେ ମୃତ୍ୟୁ ପାଇଁ ସଂଗ୍ରାମ କରିଛନ୍ତି !

ନୂଆଦିଲ୍ଲୀ: ଏମ୍ସ ଟିମର ଜଣେ ଡାକ୍ତର ସୁଶାନ୍ତଙ୍କ ମୃତ ଶରୀରର ଫୋଟୋ ଦେଖି ସ୍ପଷ୍ଟ କରିଥିଲେ ଯେ ତାଙ୍କୁ ମୃତ୍ୟୁ ପାଇଁ ଅନେକ ସଂଗ୍ରାମ କରିବାକୁ ପଡିଛି । ଏନେଇ ସୂଚନା ଦେଇଛନ୍ତି ମୃତ ସୁଶାନ୍ତଙ୍କ ଓକିଲ । ଏମ୍ସର ଜଣେ ଡାକ୍ତର ସୁଶାନ୍ତଙ୍କ ମୃତ୍ୟ ପରର ଫୋଟୋ ଦେଖି ଏଭଳି ରାୟ ଦେଇଥିବା…

ବିଶିଷ୍ଟ କଣ୍ଠଶିଳ୍ପୀ ବାଲସୁବ୍ରମଣ୍ୟମଙ୍କ ଦେହାନ୍ତ

ଚେନ୍ନାଇ: କିମ୍ବଦନ୍ତୀ ଗାୟକ ଏସପି ବାଲସୁବ୍ରମଣ୍ୟମଙ୍କର ଚେନ୍ନାଇ ଠାରେ ଶୁକ୍ରବାର ଦିନ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଏହି ଭେଟେରାନ୍ ଗାୟକ ଜଣକ କରୋନା ପଜିଟିଭ ଚିହ୍ନଟ ହେବା ପରେ ଅଗଷ୍ଟ ୫ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ…

ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ପୁରୀର ଏହି ଯୁବ କଳାକାର

ପୁରୀ: ଆଇସକ୍ରିମ କାଠିରେ ଗଣେଶଙ୍କ ପ୍ରତିମା ତିଆରି କରି ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ପୁରୀର ୧୯ ବାର୍ଷିୟ ଯୁବ କଳାକାର ବିଶ୍ୱଜିତ ନାୟକ। ଏହି ପ୍ରତିମା ତିଆରି କରିବାକୁ ୫୫୭୫ ଟି ଆଇସକ୍ରିମ କାଠିର ବ୍ୟବହାର ହୋଇଥିବା ଜଣାପଡିଛି। ଆଇସକ୍ରିମ ବାଡିରେ ଭଗବାନ ଗଣେଶଙ୍କ…

କରୋନା ସଂକ୍ରମଣରେ ବିଏମସି ଅଧିକାରୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଦକ୍ଷିଣ ପୂର୍ବ ଜୋନ୍ ୱାର୍ଡ ନଂ-୪୫ର ଅଧିକାରୀ ବିଶ୍ୱଜିତ ମାନ୍ନାଙ୍କର ମୃତ୍ୟୁ ଘଟିଛି । ଯିଏକି ଗତ ସେପ୍ଟେମ୍ବର ୧୭ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସୂଚନାନୁଯାୟୀ ଦକ୍ଷିଣ ପୂର୍ବ ଜୋନାଲ ଡେପୁଟି କମିଶନର ଏସମ୍ପର୍କରେ…

ନିୟମିତ ଭାବରେ ଡ୍ରଗ୍ସ କିଣୁଥିଲେ କରନ ଜୋହରଙ୍କ ଏହି ସହଯୋଗୀ: NCB

ମୁମ୍ବାଇ: ସୁଶାନ୍ତ ସିଂଙ୍କ ମୃତ୍ୟୁ ରହସ୍ୟ ଖୋଲୁ ଖୋଲୁ ଧୀରେ ଧୀରେ ଫିଟୁଛି ବଲିଉଡର କଳା ଗୁମର । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଶୁକ୍ରବାର ଦିନ ଦେଇଥିବା ତଥ୍ୟ ଅନୁଯାୟୀ, ଚଳଚ୍ଚିତ୍ର ନିର୍ମାତା କରନ ଜୋହରଙ୍କ ଅତି ନିକଟତମ ସହଯୋଗୀ ଏବଂ ଧର୍ମା ପ୍ରଡକ୍ସନ୍ସର ଏକ୍ଜିକ୍ୟୁଟିଭ୍ ପ୍ରଡ୍ୟୁସର…