Latest Odisha News

BREAKING NEWS

ବେଙ୍ଗାଳୁରୁର ଶୋଚନୀୟ ପରାଜୟ, ୯୭ ରନରେ ଜିତିଲା ପଞ୍ଜାବ

ଦୁବାଇ: ଧୂଆଁଧାର ଅପରାଜିତ ଶତକୀୟ ଇନିଂସ ଖେଳିଲେ ଲୋକେଶ ରାହୁଲ । ବୋଲର କଲେ କମାଲ । ଶୀଘ୍ର ଶୀଘ୍ର ଓ୍ୱିକେଟ ଖସାଇଲେ । ଆଇପିଏଲରେ ରୟାସ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁକୁ ୯୭ ରନର ବୃହତ ବ୍ୟବଧାନରେ ପରାସ୍ତ କରିଛି କିଙ୍ଗସ ଇଲେଭେନ୍ ପଞ୍ଜାବ । ପଞ୍ଜାବ ଦେଇଥିବା ୨୦୭ ରନ୍ ବିଜୟ ଲକ୍ଷ୍ୟର…

କୋହଲି ଛାଡିଲେ କ୍ୟାଚ୍, ସେଞ୍ଚୁରୀ ମାରିଲେ ଲୋକେଶ ରାହୁଲ

ଦୁବାଇ: ବେଙ୍ଗାଲୁରୁ ବିପକ୍ଷରେ ଚଳିତ ଆଇପିଏଲରେ ପ୍ରଥମ ଶତକ ମାରିଛନ୍ତି ଲୋକେଶ ରାହୁଲ । ଅପରାଜିତ ୧୩୨ ରନ୍ ସଂଗ୍ରହ କରିଛନ୍ତି । ଆଇପିଏଲରେ ଭାରତୀୟ ଖେଳାଳି ଭାବରେ ସର୍ବାଧିକ ରନ୍ କରିଛନ୍ତି ଲୋକେଶ ରାହୁଲ । ପୂର୍ବରୁ ଏହି ରେକର୍ଡ ଥିଲା ଋଷଭ ପନ୍ଥଙ୍କ ନାଁରେ । ସେ ୨୦୧୮ରେ ଅପରାଜିତ ୧୨୮…

IPL ମହାସମର: ଲୋକେଶ ରାହୁଲଙ୍କ ଅପରାଜିତ ଶତକ, ବେଙ୍ଗାଲୁରୁ ଆଗରେ ପଞ୍ଜାବ ଦେଲା ୨୦୭ ରନ୍ ଟାର୍ଗେଟ

ଦୁବାଇ: ଚଳିତ ଆଇପିଏଲରେ ପ୍ରଥମ ଶତକ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଧୂଆଁଧାର ଶତକ ମାରିଛନ୍ତି କିଙ୍ଗସ ଇଲେଭେନ୍ ପଞ୍ଜାବ ଅଧିନାୟକ ଲୋକେଶ ରାହୁଲ । ଦୁବାଇରେ ଚୌକା ଓ ଛକା ବର୍ଷା କରିଛନ୍ତି । ଲୋକଶ ରାହୁଲଙ୍କ ଏହି ବିସ୍ଫୋରକ ଓ ରୋମାଞ୍ଚକର ଇନିଂସ ବଳରେ ବେଙ୍ଗାଲୁରୁ ଆଗରେ…

ବିଶିଷ୍ଟ କଣ୍ଠଶିଳ୍ପୀ ଏସ୍. ପି. ବାଲସୁବ୍ରମଣ୍ୟମଙ୍କ ଅବସ୍ଥା ସଙ୍କଟାପନ୍ନ

ଚେନ୍ନାଇ: କୋଭିଡ ୧୯ ସଂକ୍ରମିତ ବିଶିଷ୍ଟ କଣ୍ଠଶିଳ୍ପୀ ଏସ୍ ପି ବାଲସୁବ୍ରମଣ୍ୟମଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡିଥିବା ଜଣାପଡିଛି । ଆଜି ସେ ଚିକିତ୍ସିତ ହେଉଥିବା ଏମଜିଏମ୍ ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ବୁଲେଟିନରେ ସୂଚନା ଦିଆଯାଇଛି । ତାଙ୍କ ଅବସ୍ଥାରେ ସୁଧାର ଆସୁ ନ ଥିବା ବେଳେ ତାଙ୍କୁ…

ଆଜି ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ, ରାଜ୍ୟରେ ସୁସ୍ଥତା ହାର ୮୧%

ଭୁବନେଶ୍ୱର: ଗୋଟିଏ ଦିନରେ ରାଜ୍ୟରୁ ୪ ହଜାର ଉପରେ ସଂକ୍ରମିତ ଚହ୍ନଟ ହୋଇଥିବା ବେଳେ ପାଖାପାଖି ୪ ହଜାର ଆକ୍ରାନ୍ତ ସୁସ୍ଥ ବି ହୋଇଛନ୍ତି । ଆଜି ଆରୋଗ୍ୟ ଲାଭ କରିଛନ୍ତି ଆଉ ୩ ହଜାର ୭୭୯ ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୦ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୪୨୭, ପୁରୀରୁ…

ହୋମ୍ ଆଇସୋଲେସନରେ ରହିପାରିବେ କରୋନା ସଂକ୍ରମିତ ଡାଇବେଟିସ୍ ରୋଗୀ: ଡାକ୍ତର

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏପରିକି ଜଟିଳ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ମାନେ କରୋନାରେ ସଂକ୍ରମିତ ହେଲେ ଅବସ୍ଥା ଗମ୍ଭୀର ମଧ୍ୟ ହୋଇପାରେ । ଏଭଳି ସମୟରେ ମଧୁମେହ ରୋଗୀଙ୍କୁ କରୋନା ହେଲେ ବ୍ୟକ୍ତି ବିଶେଷ କିଭଳି ନିଜର ଯତ୍ନ ନେବେ, ସେ…

ବିଗ୍ ବସ୍ ୧୪: ସଲମାନ ଖାନଙ୍କ ଶୋ’ର ପ୍ରଥମ ପ୍ରତିଯୋଗୀଙ୍କ ବିଷୟରେ ଜାଣନ୍ତୁ

କିମ୍ବଦନ୍ତୀ ବଲିଉଡର ପ୍ଲେକ୍ ଗାୟକ କୁମାର ସାନୁଙ୍କ ପୁଅ ଜାନ କୁମାର ସାନୁଙ୍କୁ ବିଗ୍ ବସ୍ ୧୪ ଘର ଭିତରେ ଦେଖିବାକୁ ମିଳିବ । ଗୁରୁବାର ଦିନ ବିଗ୍ ବସ୍ ର ନୂଆ ସିଜିନର ପ୍ରଥମ ପ୍ରତିଯୋଗୀ ଭାବରେ ଜାନଙ୍କୁ ପରିଚିତ କରାଯାଇଥିଲା । ରିୟଲିଟି ସୋ’ର ହୋଷ୍ଟ ସଲମାନ ଖାନ ଏକ ଭର୍ଚୁଆଲ ସାମ୍ବାଦିକ…

୧୫ ଟଙ୍କା ବଢ଼ିଲା ପିଆଜ ଦର !

ଭୁବନେଶ୍ୱର: ଆକାଶ ଛୁଇଁଲା ପିଆଜ ଦର । ଗତକାଲି କିଲୋ ପ୍ରତି ୩୫ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଆଜି ହଠାତ୍ ୫୦ ଟଙ୍କା ଡେଇଁଛି। ଆଉ ଚିନ୍ତାର କଥା ଏହି ଦର ଚଳିତ ଆଗାମୀ ମାସ ବେଳକୁ ୧୦୦ ଛୁଇଁବାର ଆଶଙ୍କା ପ୍ରକାଶ ପାଇଛି । ଦୁଇ ସପ୍ତାହ ପୂର୍ବେ ପିଆଜ କିଲୋ ୨୫ରୁ ୩୫ ଟଙ୍କାରେ ବିକ୍ରି…

କେନ୍ଦ୍ରମନ୍ତ୍ରୀଙ୍କ ପରେ କରୋନା ନେଲା ଆଉ ଜଣେ ନେତାଙ୍କ ମୁଣ୍ଡ

ବେଙ୍ଗାଲୁରୁ: କେନ୍ଦ୍ର ରେଳ ମନ୍ତ୍ରୀ ସୁରେଶ ଅଙ୍ଗଡି କୋଭିଡ-୧୯ରେ ମୃତ୍ୟୁବରଣ କରିବାର ଗୋଟିଏ ଦିନ ପରେ ଏହି ମାରାତ୍ମକ ଭୁତାଣୁ କର୍ଣ୍ଣାଟକ ବିଡର ବିଧାୟକ ଅର୍ଜୁନ ବାସଭାକଲ୍ୟାଣ ନାରାୟଣ ରାଓଙ୍କ ମୃତ୍ୟୁ ର କାରଣ ହୋଇଛି । ମୃତ୍ୟୁବରଣ ବେଳେ ବିଧାୟକ  ୬୬ ବର୍ଷର ହୋଇଥିଲେ। ଗତ କିଛି ଦିନ…

କରୋନା ସଂକ୍ରମଣର ମୁକାବିଲା ଲାଗି ବ୍ୟବସାୟୀ ଓ ପୋଲିସ କମିଶନରଙ୍କ ମଧ୍ୟରେ ଆଲୋଚନା

ଭୁବନେଶ୍ୱର : ଗତ କିଛି ଦିନ ଧରି ଭୁବନେଶ୍ୱରରେ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୋକାନ ବଜାର ଖୋଲିବା ନେଇ କଟକଣା ହଟିବା ପରେ ଏବେ ବହୁ ସ୍ଥାନରେ ଲୋକେ ସାମାଜିକ ଦୂରତ୍ୱ ଓ ଏପରିକି ମାସ୍କ ପିନ୍ଧିବା ନେଇ ସଚେତନତା ହେଉ ନ ଥିବା ନଜରକୁ ଆସୁଛି । ଏଥି ପାଇଁ ଆଜି ପୋଲିସ କମିଶନର…