Latest Odisha News

BREAKING NEWS

ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ଉପରେ ସାଇବର ଆକ୍ରମଣ

ନୂଆଦିଲ୍ଲୀ: ଭାରତର ସବୁଠାରୁ ବଡ ଡାଟା ଏଜେନ୍ସି ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର(ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର) ଉପରେ ସାଇବର ଆକ୍ରମଣ ହୋଇଛି, ଯାହା କି ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି । ଏହି ଆକ୍ରମଣକୁ ନେଇ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ମାମଲା ରୁଜୁ କରି ତଦନ୍ତ…

ମୁଖତାର ଅନ୍ସାରୀଙ୍କ ପତ୍ନୀ, ଶାଳକଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟାର ଆକ୍ଟ ରୁଜୁ

ଲକ୍ଷ୍ନୌ: ମୁଖତାର ଅନ୍ସାରୀଙ୍କ ପରିବାରର କଳା କାରନାମାର ହିସାବ ଆରମ୍ଭ ହୋଇଯାଇଛି । ଶୁକ୍ରବାର ମୁଖତାରଙ୍କ ପତ୍ନୀ ଆଫସା ଅନ୍ସାରୀ, ଦୁଇ ଶାଳକ ସର୍ଜିଲ ରାଜା ଓ ଅନବଦ ଶେହଜାଦଙ୍କ ନାମରେ ଗ୍ୟାଙ୍ଗଷ୍ଟାର ଆକ୍ଟ ରୁଜୁ କରାଯାଇଛି । ଏଥିରେ ଅଭିଯୁକ୍ତଙ୍କ ସଙ୍ଗେ ସଙ୍ଗେ ଜାମିନ ମିଳେ ନାହିଁ।…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୧୦୧ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪୧୦୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସମସ୍ତ ସୁସ୍ଥତାଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୭୮୨, କଟକରୁ ୫୫୦, ପୁରୀରୁ ୨୯୮, ବଲାଙ୍ଗୀରରୁ ୧୯୩, ଯାଜପୁରରୁ ୧୬୯,…

ଜୟାଙ୍କୁ ଟାର୍ଗେଟ କଲେ ମୁକେଶ ଖାନ୍ନା, ଇଣ୍ଡଷ୍ଟ୍ରି କାହା ବାପାର ନୁହେଁ

ମୁମ୍ବାଇ: ଯେଉଁ ଥାଳିରେ ଖାଉଛ ସେଥିରେ ଛିଦ୍ର କରୁଛ ମନ୍ତବ୍ୟ ଦେଇ ଫସି ଯାଇଛନ୍ତି ଜୟା ବଚ୍ଚନ । ଏଥିନେଇ ବିଭିନ୍ନ ମହଲରେ ତାଙ୍କୁ ସମାଲୋଚନା କରାଯିବା ଆରମ୍ଭ ହୋଇଛି । ଆଜି ମୁକେଶ ଖାନ୍ନା ଏ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଇଣ୍ଡଷ୍ଟ୍ରି କାହା ବାପାର ନୁହେଁ । ଟିଭିରେ ‘ଶକ୍ତିମାନ’…

ଗୁଗୁଲ୍ ପ୍ଲେ-ଷ୍ଟୋରକୁ ପୁଣି ଫେରିଲା ପେଟିଏମ୍‌

ନୂଆଦିଲ୍ଲୀ: ଗୁଗୁଲ୍ ପ୍ଲେ-ଷ୍ଟୋରରୁ ଶୁକ୍ରବାର ଦିନ ଲୋକପ୍ରିୟ ଡିଜିଟାଲ୍ ପେମେଣ୍ଟ ଆପ୍ଲିକେସନ୍ ପେଟିଏମ୍ ହଟିବାର କେଇ ଘଣ୍ଟା ପରେ ପୁଣି ସାମିଲ ହୋଇଛି । ଏସମ୍ପର୍କରେ ଆଜି ସନ୍ଧ୍ୟା ସମୟରେ ଟ୍ୱିଟ୍ କରି ପେଟିଏମ୍ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଆଜି ସକାଳେ…

ସଲମାନ, ଆଦିତ୍ୟ, ଭଁସାଲୀଙ୍କ ସମେତ ୮ଜଣଙ୍କୁ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ କେସରେ ଶୁକ୍ରବାର ମୁଜାଫରପୁର ଜିଲା ନ୍ୟାୟଳୟ ସଲମାନ ଖାଁ, କରଣ ଜୋହର ଓ ଆଦିତ୍ୟ ଚୋପ୍ରାଙ୍କ ସମେତ ୮ଜଣଙ୍କୁ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୁଶାନ୍ତଙ୍କ କେସରେ ଓକିଲ ସୁଧୀର ଓଝା ଉପରୋକ୍ତ ବ୍ୟକ୍ତବିଶେଷଙ୍କୁ ଦାୟୀ କରି…

ଆସନ୍ତା ସାତ ଦିନ ଭିତରେ ଭୁବନେଶ୍ୱରରେ କୋଭିଡ ସ୍ଥିତିରେ ସୁଧାର ଆସିବ: ବିଏମସି

ଭୁବନେଶ୍ୱର: ରାଜ୍ୟରେ ଦୈନିକ କୋଭିଡ ଟେଷ୍ଟ ବଢିଥିଲେ ସୁଦ୍ଧା ଗତ ସପ୍ତାହକ ମଧ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବଢିନି । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଭୁବନେଶ୍ୱରରେ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ସଂଖ୍ୟା ପ୍ରାୟ ୭୪…

ଅକ୍ଟୋବର ୧୨ରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର: ଅକ୍ଟୋବର ୧୨ରୁ ୧୯ ଯାଏଁ ରାଜ୍ୟରେ ଅନୁଷ୍ଠିତ ହେବ ଓଜେଇଇ ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ। ପ୍ରାପ୍ତ ସୂଚନାନୁଯାୟୀ, ରାଜ୍ୟ ଓ ରାଜ୍ୟ ବାହାରର ୫୩ କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ । ଏଥିସହିତ ଚଳିତ ଥର ସିବିଟି ପଦ୍ଧତିରେ…

ସପ୍ତାହେ ପାଇଁ କଣ୍ଟେନମେଣ୍ଟ ଅଂଚଳ ଘୋଷଣା ହେଲା ଭୁବନେଶ୍ୱର ଜୁଡିସିଆଲ ପରିସର

ଭୁବନେଶ୍ୱର: ସିଭିଲ କୋର୍ଟରୁ ଅନେକ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସପ୍ତାହେ ପାଇଁ ଭୁବନେଶ୍ୱର ଜୁଡିସିଆଲ ପରିସରକୁ କଣ୍ଟେନମେଣ୍ଟ ଅଂଚଳ ଘୋଷଣା କରିଛି ବିଏମସି । ଆସନ୍ତାକାଲିଠୁ ୨୫ ତାରିଖ ଯାଏଁ ଏହା ଲାଗୁ ହେବ । ତେବେ କଣ୍ଟେନମେଣ୍ଟରୁ ବାଦ ପଡିଛି ଉପଜିଲ୍ଲାପାଳଙ୍କ ଅଫିସ,…

ସାମୁଦ୍ରିକ ଝଡ ‘ନୌଲ୍‌’ ପ୍ରଭାବରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ନୌଲ୍‌’ର ପ୍ରଭାବରେ ବଙ୍ଗୋପସାଗରରେ ଆସନ୍ତା ରବିବାର ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ଠିକ୍ ଗୋଟିଏ ଦିନ ପରେ ବଙ୍ଗୋପସାଗରରେ ଏହା ଅବପାତ ରୂପ ନେବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି…