Latest Odisha News

BREAKING NEWS

ଶ୍ରମିକଙ୍କ ଗର୍ଜନରେ ପୁଣି ଥରିଲା ଶିଳ୍ପ ରାଜଧାନୀ କଳିଙ୍ଗନଗର: ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର କର୍ମଚାରୀ

ଯାଜପୁର: ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଶ୍ରମିକଙ୍କ ଗର୍ଜନରେ ଥରୁଛି ଶିଳ୍ପ ରାଜଧାନୀ କଳିଙ୍ଗନଗର। ଜୀବନ ଜୀବିକା ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଶ୍ରମିକ ଓ କର୍ମଚାରୀ। ଚାଲିଛି ଅର୍ଥନୈତିକ ଅବରୋଧ। ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ କାରଖାନାର…

ପ୍ରକାଶିତ ହେଲା +୨ କଟ୍ ଅଫ୍ ମାର୍କ: କେଉଁ କଲେଜରେ କେତେ ପ୍ରତିଶତ

ଭୁବନେଶ୍ୱର : ଯୁକ୍ତ ୨ରେ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ଶୁକ୍ରବାର ଦିନ ପ୍ରକାଶ ପାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ଯୋଗ୍ୟ ବିବେଚିତ ପ୍ରାର୍ଥୀମାନେ ସେପ୍ଟେମ୍ବର ୨୧ରୁ ୨୬ ତାରିଖ ମଧ୍ୟରେ ଆଡମିଶନ କରିପାରିବେ । ଜାଣନ୍ତୁ,…

ଗୁଗୁଲ ପ୍ଲେ-ଷ୍ଟୋରରୁ ହଟିଲା ପେଟିଏମ୍ ଆପ୍‌, ଜାଣନ୍ତୁ କାହିଁକି ?

ଭୁବନେଶ୍ୱର : ଲୋକପ୍ରିୟ ଡିଜିଟାଲ ପେମେଣ୍ଟ ଆପ୍ଲିକେସନ ପେଟିଏମକୁ ପ୍ଲେ-ଷ୍ଟୋରରୁ ହଟାଇ ଦେଇଛି ଗୁଗୁଲ୍ । ଏହା ଦ୍ୱାରା ଏବେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଆଉ ପେ ଟିମ୍ ଆପ୍ ଡାଉନଲୋଡ କରାଯାଇପାରିବ ନାହିଁ । ତେବେ ପେଟିଏମର ମୂଳ କମ୍ପାନି ୱାନ୯୭ କମ୍ୟୁନିକେସନ ମାଲିକାନାରେ ଥିବା ପେଟିଏମ୍ ମନି…

ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ଅଭିନେତା ସବ୍ୟସାଚୀଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମଦିନରେ ଟ୍ୱିଟରେ ଶୁଭେଚ୍ଛା ଜଣାଇଥିବା ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗତକାଲି ମୋଦି ତାଙ୍କର ୭୦ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ସବ୍ୟସାଚୀ ତାଙ୍କୁ ଓଡିଆରେ ଏକ ଟ୍ୱିଟ୍ କରିଥିଲେ ଯେଉଁଥିରେ…

ଅକ୍ଟୋବର ୨ ଯାଏଁ ଏୟାର ଇଣ୍ଡିଆକୁ ବାତିଲ କଲା ଦୁବାଇ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୨ ତାରିଖ ଯାଏଁ ଏୟାର ଇଣ୍ଡିଆ ବିମାନ ଉଡାଣକୁ ବାତିଲ କରିଛି ଦୁବାଇ । ପ୍ରାପ୍ତ ସୂଚନାନୁଯାୟୀ ଗତ ଦୁଇ ସପ୍ତାହ ମଧ୍ୟରେ ଦୁବାଇ ଅଭିମୁଖେ ଯାଇଥିବା ଏୟାର ଇଣ୍ଡିଆ ବିମାନରେ ଦୁଇ ଥର କରୋନା ଆକ୍ରାନ୍ତ ବ୍ୟକ୍ତି ଥିବା ଜଣାପଡିଥିଲା । ଏପରିକି ଉକ୍ତ କରୋନା…

ଭୁବନେଶ୍ୱରରୁ ୯୩ କେଜି.ର ଗଞ୍ଜେଇ ଜବତ, ଜଣେ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ଭରତପୁର ନିକଟରେ ଅବକାରୀ ବିଭାଗ ଶୁକ୍ରବାର ସକାଳେ ୯୩ କେଜି. ଓଜନର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଏକ ଏସୟୁଭି ଗାଡିରୁ ଗଞ୍ଜେଇ ଭର୍ତ୍ତି ୯୩ଟି ପ୍ୟାକେଟ୍ ମିଳିଥିଲା । ଉକ୍ତ ଗାଡିଟି କନ୍ଧମାଳରୁ ଆସି ଭୁବନେଶ୍ୱରରେ…

ଚିଟଫଣ୍ଡ ଦୁର୍ନୀତି: ପୂର୍ବତନ ମନ୍ତ୍ରୀଙ୍କ ଘରେ ସିବିଆଇର ଚଢ଼ାଉ

ଭୁବନେଶ୍ୱର: ସିସୋର ଚିଟଫଣ୍ଡ ଦୁର୍ନୀତି ମାମଲାରେ ଶୁକ୍ରବାର ଦିନ ସିବିଆଇର ଏକ ୭ ଜଣିଆ ଟିମ୍ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଦେବୀ ମିଶ୍ରଙ୍କ ୟୁନିଟ୍-୧ ସ୍ଥିତ ବାସଭବନରେ ଚଢାଉ କରିଛି। କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏହା ପୂର୍ବରୁ ବିଜେଡି ନେତାଙ୍କ ଦୁଇ ଘନିଷ୍ଠ ସହଯୋଗୀ ପ୍ରଫୁଲ୍ଲ…

ରାଜ୍ୟରେ ଆଉ ୧୩ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୧୩ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୬୮୨ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବରଗଡରୁ ୧, ବଲାଙ୍ଗିରରୁ ୧, ଭୁବନେଶ୍ୱରରୁ ୧, କଟକରୁ ୧, ଗଜପତିରୁ ୧,…

ସୁଶାନ୍ତ ସିଂଙ୍କ ମହମ ପ୍ରତିମୂର୍ତ୍ତି ତିଆରି କଲେ ପଶ୍ଚିମବଙ୍ଗର ଏହି ଶିଳ୍ପୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଜଣେ ଶିଳ୍ପୀ ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କର ଏକ ମହମ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଶିଳ୍ପୀ ସୁକାନ୍ତ ରାୟ କହିଛନ୍ତି ଯେ, ସେ ରାଜପୁତଙ୍କୁ ପ୍ରଶଂସା କରିବା ସହ ତାଙ୍କ ସ୍ମୃତିରେ ଏହି ପ୍ରତିମୂର୍ତ୍ତି ତିଆରି କରିଥିବା କହିଛନ୍ତି। ସୁଶାନ୍ତଙ୍କ…

ରାଜ୍ୟରେ ୧ ଲକ୍ଷ ୭୧ ହଜାର ପାର୍ କଲା କରୋନା ମାମଲା, ଆଜି କେତେ ଚିହ୍ନଟ ଜାଣନ୍ତୁ

ଲଭୁବନେଶ୍ୱର: କରୋନା ଆଁ ରେ ସାରା ବିଶ୍ୱ । ଆମ ରାଜ୍ୟ ଓଡ଼ିଶା ମଧ୍ୟ ଏଥିରୁ ବାଦ୍ ପଡ଼ି ନାହିଁ। ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫୨ ଲକ୍ଷ ଟପିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଓଡିଶାରେ ଗତ ୨୪ଘଣ୍ଟାରେ ସର୍ବାଧିକ ୪୧୮୦ କରୋନା ଆକ୍ରାନ୍ତ ଚିହ୍ନଟ…