Latest Odisha News

BREAKING NEWS

ଡିସିପିଙ୍କୁ ଜଣାଅ ମୂର୍ତ୍ତିର ଉଚ୍ଚତା: ହାଇକୋର୍ଟ

କଟକ: କଟକରେ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ନେଇ ହାଇକୋର୍ଟରେ ହୋଇଥିବା ମାମଲାର ଆଜି ଶୁଣାଣି ହୋଇଛି । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ପୂଜା କମିଟି ମୂର୍ତିର ଉଚତା ନେଇ ଡିସିପିଙ୍କୁ ଜଣାଇବେ । ଆଜି ସନ୍ଧ୍ୟା ୭ଟା ସୁଦ୍ଧା ପ୍ରତ୍ୟେକ କମିଟି ସେମାନେ କରିଥିବା ମୂର୍ତିର ଉଚତା ନେଇ…

ବିନା ଭକ୍ତରେ ହେବ ମାଣିକେଶ୍ୱରୀଙ୍କ ଛତର ଯାତ୍ରା

ଭବାନୀପାଟଣା: ଏଥର ବିନା ଭକ୍ତରେ ହେବ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । କୋଭିଡ ଗାଇଡଲାଇନ୍ ଅନୁସାରେ ପୁଜାରୀ ଓ ସହଯୋଗୀଙ୍କୁ ନେଇ ମା’ଙ୍କ ଛତର ନିର୍ଦ୍ଧାରିତ ସମୟରେ ମନ୍ଦିରରେ ପହଂଚିବ । ଏଥିସହ ପଶୁବଳି ମଧ୍ୟ ପଡିବ ନାହିଁ । ଛତର ଯାତ୍ରା ଦିନ ପୁରା…

ଅଜଗର ସାଜିଲା ଫେସମାସ୍କ!!

ମାଞ୍ଚେଷ୍ଟର: ବସରେ ଦେଖିବାକୁ ମିଳିଲା ଅଜବ ଦୃଶ୍ୟ । ମୁହଁରେ ମାସ୍କ ସାଜିଛି ଅଜଗର । ମାଞ୍ଚେଷ୍ଟରର ଜଣେ ବସ ଯାତ୍ରୀ ନିଜ ମୁହଁରେ ସାଧାରଣ ମାସ୍କ ବଦଳରେ ଜୀଅନ୍ତା ଅଜଗର ଝୁଲେଇବାର ଚିତ୍ର ଦେଖିବାକୁ ମିଳିଛି । ମଞ୍ଚେଷ୍ଟରର ଜଣେ ୪୬ ବର୍ଷିୟ ଯାତ୍ରୀ ଏକ ବସ୍‌ରେ ପାଇଥନ୍‌ଙ୍କ ବେକ ଓ…

ଖୁସି ଖବର, ଭାରତକୁ ଆସିବ ୧୦ କୋଟି କରୋନା ଟିକା

ନୂଆଦିଲ୍ଲୀ: ଭାରତକୁ ଆସିବ ୧୦ କୋଟି କରୋନା ଟିକା । ଋଷର ପ୍ରଥମ କରୋନା ଟିକା ସ୍ପୁଟନିକ୍‌-ଭି ଭାରତକୁ ଆସିବ । ଋଷିଆଠୁ ଭାରତ କୋଭିଡ୍-୧୯ ସ୍ପୁଟନିକ୍-ଭି ଭାକସିନ୍‌ର ୧୦୦ ମିଲିୟନ ଡୋଜ୍ ଆଣିବ । ପ୍ରମୁଖ ଫାର୍ମା କମ୍ପାନୀ ଡାକ୍ତର ରେଡ୍ଡି ଲ୍ୟାବ୍ ଏହି ଭାକସିନ୍ କିଣିବ ବୋଲି ସୂଚନା ମିଳିଛି…

ସ୍କୁଲରେ କିଚେନ୍ ଗାର୍ଡେନ୍‌

ଭୁୁବନେଶ୍ୱର: ସ୍କୁଲରେ ଆରମ୍ଭ ହୋଇଛି କିଚେନ୍ ଗାର୍ଡେନ । ରାଜ୍ୟ ସରକାର ଏହାକୁ ଆରମ୍ଭ କରିଛନ୍ତି । ମଧ୍ୟନ୍ନ ଭୋଜନ ଯୋଜନା ଅଧିନରେ ଏହି ଯୋଜନା ଚାଲିଛି। ଏ ନେଇ ରାଜ୍ୟର 43ହଜାର ସ୍କୁଲକୁ 5 ହଜାର ଟଙ୍କା ଦିଆଯାଇଛି। ଏଥିରେ ଜିଲ୍ଲା ଉଦ୍ୟାନ କୃଷି ବିଭାଗ କିଟ ଦେବ । ସ୍କୁଲ ପରିସରରେ…

ଜୟାଙ୍କ ସମର୍ଥନରେ ବାହାରିଲେ ହେମା

ନୂଆଦିଲ୍ଲୀ: ଡ୍ରଗ୍ସ ଲିଙ୍କକୁ ନେଇ ଏନେ ଟାର୍ଗେଟରେ ବଲିଉଡ । ଅଭିନେତା ତଥା ବିଜେପି ସାଂସଦ ରବି କିଶନ ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡ୍ରଗ୍ସ ଲିଙ୍କ ପ୍ରସଙ୍ଗକୁ ଲୋକସଭାରେ ଉଠାଇଥିଲେ । ଏହାକୁ ‘ଗଟର’ ବୋଲି କହିଥିଲେ । ତେବେ ଏହାକୁ ନେଇ ରାଜ୍ୟସଭାରେ ସାଂସଦ ଜୟା ବଚ୍ଚନ କଡଳ ପ୍ରତ୍ରିକିୟା…

ଭାରତ ଏକ ଅନନ୍ୟ ସଂସଦୀୟ ଗଣତନ୍ତ୍ର, ଯେଉଁଠାରେ ପ୍ରଶ୍ନ ପଚାରିବାର ଅଧିକାର ନାହିଁ: ଚିଦାମ୍ବରମ

ନୂଆଦିଲ୍ଲୀ:ବରିଷ୍ଠ କଂଗ୍ରେସ ନେତା ଚିଡମ୍ବରମ କହିଛନ୍ତି, ଭାରତ ହେଉଛି ଏକ ଅନନ୍ୟ ସଂସଦୀୟ ଗଣତନ୍ତ୍ର ଯେଉଁଠାରେ କୌଣସି ପ୍ରଶ୍ନ ପଚରାଯାଏ ନାହିଁ, କୌଣସି ବିତର୍କ ହୁଏ ନାହିଁ । ଲୋକସଭାରେ ଲଦାଖ ଷ୍ଟାଣ୍ଡଅଫ ପ୍ରସଙ୍ଗରେ ଦଳକୁ କହିବାକୁ ଅନୁମତି ନଦିଆଯିବା ପରେ ମଙ୍ଗଳବାର ଦିନ କଂଗ୍ରେସ…

କୋଭିଡ ପରିଚାଳନାରେ ରାଜ୍ୟ ସରକାର ଫେଲ୍‌: ତାରା

ଭୁବନେଶ୍ୱର: କୋଭିଡ କେୟାର ସେଂଟର ଏବଂ ଟିଏମ୍‌ସି ବନ୍ଦ କରିବା ପ୍ରସଙ୍ଗରେ ସରକାରଙ୍କ ଉପରେ ଗର୍ଜିଲେ ବିରୋଧୀ । କଟକ, ଭୁବନେଶ୍ୱରକୁ ନଆଣିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ତାରା ପ୍ରସାଦବାହିନୀ ପତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ…

ଆମିରଙ୍କ ଝିଅ ଇରା ଖାନ ଦେଲେ ଫିଟନେସ ମନ୍ତ୍ର, ଦେଖନ୍ତୁ ଫଟୋ

ମୁମ୍ବାଇ: ଯେତେବେଳେ ସ୍ୱାସ୍ଥ୍ୟ ଏବଂ ଫିଟନେସ କଥା ଆସେ, ଆମିରଙ୍କ ଝିଅ ଇରା ଖାନ ସବୁବେଳେ ଆଗରେ ରୁହନ୍ତି । ଫିଟନେସ୍ ଉତ୍ସାହୀ ଇରା ଯୁବ ଗୋଷ୍ଠୀଙ୍କୁ ସବୁବେଳେ ଏ ନେଇ ସଚେତନ କରାଇବା ଦେଖିବାକୁ ମିଳେ । କିନ୍ତୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଏହି ଫୋଟ କୁ ନେଇ ସେ ଏବେ ଚର୍ଚ୍ଚାରେ ।…

୮ ଦିନର ଯାଆଁଳା ଶିଶୁକୁ କରୋନା

ଭୁବନେଶ୍ୱର: ରାଜ୍ୟ ବଢ଼ି ଚାଲିଛି କରୋନା ସଂକ୍ରମଣ । ଏହି ମହାମାର ଦିନ ଦିନ ବେଶ୍ ଭୟାବହ ହେବାରେ ଲାଗିଛି । ଏବେ ଏହି ମହାମାରୀ କବଳରେ ପଡିଛନ୍ତି ୮ ଦିନ ଯାଆଁଳା ଶିଶୁ । ଦୁଇ ଯମଜ ଶିଶୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଉଭୟ କରୋନା ଆକ୍ରାନ୍ତ ଶିଶୁଙ୍କୁ କିମ୍ସ କୋଭିଡ ହସପିଟାଲରେ ଭର୍ତି…