Latest Odisha News

BREAKING NEWS

କରୋନା ପଜିଟିଭ ଚିହ୍ନଟ ହେଲେ ଆଉ ଜଣେ ବିଧାୟକ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କର ସାମାନ୍ୟ ଲକ୍ଷଣ ଥିବା ଯୋଗୁଁ ଆଜି ସେ ଭୁବନେଶ୍ୱରରେ ତାଙ୍କ କରୋନା ପରୀକ୍ଷା କରିଥିଲେ । ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟ୍ୱିଟ୍ କରି…

ବିଜେପି କଙ୍ଗନାଙ୍କୁ ସମର୍ଥନ କରିବା ଦୁର୍ଭାଗ୍ୟଜନକ: ସଞ୍ଜୟ ରାଉତ

ମୁ୍‌ମ୍ବାଇ: ମୁମ୍ବାଇକୁ ପାକିସ୍ତାନ ଅଧିକୃତ ପିଓକେ କହିଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ବିଜେପି ସମର୍ଥନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁମ୍ବାଇର ମହତ୍ୱକୁ କମ କରିବାକୁ ପ୍ରଚେଷ୍ଟା ଚାଲିଛି…

ଆଇପିଏଲ୍ ପୂର୍ବରୁ ଆସିଲା ଫିକ୍ସିଂ ଅଭିଯୋଗ, ବିଦା ହେଲେ ୨ କ୍ରିକେଟର

ନୂଆଦିଲ୍ଲୀ: ଆସନ୍ତା ୧୯ରେ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ୧୩ତମ ସିଜିନ୍ । ତେବେ ଏହା ପୂର୍ବରୁ ଆସିଛି ଚାଂଚଲ୍ୟକର ଖରବ । ୟୁଏଇରୁ ଫିକ୍ସି ଅଭିଯୋଗ ଆସିଛି । ୟୁଏଇର ଦୁଇ ଖେଳାଳିଙ୍କୁ ଏମିରାଟ୍ସ କ୍ରିକେଟ୍ ବୋର୍ଡ ଆଇସିସି ଦୁର୍ନୀତି ନିରୋଧୀ ଆଇନର ଉଲ୍ଲଂଘନ କରିବା…

ଡ୍ରଗ୍ସ ସ୍କାନରରେ ନାହାଁନ୍ତି କେହି ବଲିଉଡ ସେଲିବ୍ରିଟି: ଏନସିବି

ମୁମ୍ବାଇ: ଡ୍ରଗ୍ସ ଲିଙ୍କରେ ବଲିଉଡ ସେଲିବ୍ରିଟିଙ୍କ ନାମ ଉଠୁଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)। ଏହା ପୂର୍ବରୁ ରିୟାଙ୍କୁ ଜେରା ବେଳେ ସେ ବଲିଉଡର ନାମୀଦାମୀ ୨୫ ସେଲିବ୍ରିଟିଙ୍କ ନାମ ନେଇଥିଲେ । ଏପରିକି ସେମାନଙ୍କର ଡ୍ରଗ୍ସ ଲିଙ୍କ ଥିବା…

ମଲାଇକା କହିଲେ, ‘ଯୌବନ ଯିବା ପୂର୍ବରୁ ଭ୍ୟାକସିନ୍ ଆଣ’

ମୁମ୍ବାଇ: ଚିନ୍ତାରେ ବଲିଉଡର ମୁନ୍ନି । ସେ କରୋନା ସଂକ୍ରମଣ ଶିକାର ହେବା ପରେ ତାଙ୍କ ଅଭିନେତ୍ରୀ ମଲାଇକା ଅରୋରାଙ୍କ ବଢ଼ିଚାଲିଛି ଚିନ୍ତା। କରୋନା ଲାଗି ତାଙ୍କ ଯୌବନ ଚାଲିଯାଉଛି । କିଏ କୋଭିଡ ଭ୍ୟାକ୍‌ସିନ୍ ତିଆରି କରିଦିଅ, ନହେଲେ ଯୌବନ ଚାଲିଯିବ ବୋଲି ମଲାଇକା କହିଛନ୍ତି । ସେ ନିଜ…

କଙ୍ଗନାଙ୍କ ସମର୍ଥନରେ ସୁରଟରେ ମଣିକର୍ଣ୍ଣିକା ଶାଢ଼ୀ

ମୁମ୍ବାଇ: ମହାରାଷ୍ଟ୍ର ସରକାର ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ଟାର୍ଗେଟ କରୁଥିବା ବେଳେ ଦେଶରେ ଅନ୍ୟ ସ୍ଥାନରେ ସମର୍ଥନର ସୂଅ ଛୁଟିବାରେ ଲାଗିଛି । ସୁରଟରେ ପୁରୁଷୋତମ ଝୁନଝୁନୱାଲା ନାମକ ଜଣେ କପଡା ବ୍ୟବସାୟୀ କଙ୍ଗନା ଶାଢ଼ୀ ବାହାର କରିଛନ୍ତି । ଏଥିରେ ମଣିକର୍ଣ୍ଣିକା ପୋଷ୍ଟର…

ନିର୍ମାଣଧୀନ ବୃଦ୍ଧାଶ୍ରମ ଓ ମାନସିକ ରୋଗୀଙ୍କ ଆଶ୍ରୟସ୍ଥଳୀ କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଶନିବାର ଦିନ ରାଉରକେଲା ନିକଟସ୍ଥ ବ୍ରାହ୍ମଣୀତରଙ୍ଗ ଠାରେ ନିର୍ମାଣଧୀନ ୨୦୦ ବେଡ୍ ବିଶିଷ୍ଟ ବୃଦ୍ଧାଶ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସେହିପରି କର୍ଲାଖମନଠାରେ ତିଆରି ଚାଲିଥିବା ୧୦୦ ବେଡ୍ ବିଶିଷ୍ଟ ମାନସିକ…

ରାଜ୍ୟପାଳଙ୍କୁ ଭେଟି ନ୍ୟାୟ ମାଗିଲେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବଢ଼ୁଛି ଦିନକୁ ଦିନ ବିବାଦ । ଶିବସେନା ଓ କଙ୍ଗନାଙକ୍ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ଏହାରି ଭିତରେ କଙ୍ଗନା ଆଜି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କୁ ଭେଟିଛନ୍ତି । ବିଏମସି ଦ୍ବାରା ତାଙ୍କ ଅଫିସ ଭଙ୍ଗାରୁଜା ହେବା ନେଇ…

ସୁଶାନ୍ତ ସିଂ ରାଜପୁତଙ୍କ ସହ ଏହି ଝିଅ କିଏ ?

ମୁମ୍ବାଇ: ସାରା ଦେଶରେ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ନାରାବାଜି ଚାଲିଛି । ଜୁନ୍ ୧୪ରେ ମୃତ୍ୟୁକୁ ଆଲିଙ୍ଗନ କରିଥିଲେ ସୁଶାନ୍ତ । ସେବେଠୁ ନୋପୋଟିଜିମ୍ ଓ ମାନସିକ ଅସୁସ୍ଥତା ମଧ୍ୟରେ ଏକ ତର୍କବିତର୍କ ଚାଲିଆସିଛି । କରନ ଜୋହର, ଆଲିୟା ଭଟ୍ଟ ଓ ସୋନମ କାପୁରଙ୍କ ଭଳି ବଲିଉଡ ଷ୍ଟାର ଏବେ…

ମହାମାରୀ ଭିତରେ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ସୋମବାରଠୁ ଆରମ୍ଭ ହେବ ଚଳିତ ମୌସୁମୀ ଅଧିବେଶନ । କରୋନା ମହାମାରୀ ଭିତରେ ଅନେକ ଦିଗକୁ ଗୁରୁତ୍ୱ ଦେଇ ଏହି ଅଧିବେଶନ ବସିବାକୁ ଯାଉଛି । ତେବେ ନିୟମ ଅନୁଯାୟୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିଥାଏ । କିନ୍ତୁ କରୋନା ପାଇଁ ଏହି ବୈଠକ ହେବନି ବୋଲି ଜଣେ…