Latest Odisha News

BREAKING NEWS

ସୁଶାନ୍ତ ସିଂ ରାଜପୁତଙ୍କ ସହ ଏହି ଝିଅ କିଏ ?

ମୁମ୍ବାଇ: ସାରା ଦେଶରେ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ନାରାବାଜି ଚାଲିଛି । ଜୁନ୍ ୧୪ରେ ମୃତ୍ୟୁକୁ ଆଲିଙ୍ଗନ କରିଥିଲେ ସୁଶାନ୍ତ । ସେବେଠୁ ନୋପୋଟିଜିମ୍ ଓ ମାନସିକ ଅସୁସ୍ଥତା ମଧ୍ୟରେ ଏକ ତର୍କବିତର୍କ ଚାଲିଆସିଛି । କରନ ଜୋହର, ଆଲିୟା ଭଟ୍ଟ ଓ ସୋନମ କାପୁରଙ୍କ ଭଳି ବଲିଉଡ ଷ୍ଟାର ଏବେ…

ମହାମାରୀ ଭିତରେ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ସୋମବାରଠୁ ଆରମ୍ଭ ହେବ ଚଳିତ ମୌସୁମୀ ଅଧିବେଶନ । କରୋନା ମହାମାରୀ ଭିତରେ ଅନେକ ଦିଗକୁ ଗୁରୁତ୍ୱ ଦେଇ ଏହି ଅଧିବେଶନ ବସିବାକୁ ଯାଉଛି । ତେବେ ନିୟମ ଅନୁଯାୟୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିଥାଏ । କିନ୍ତୁ କରୋନା ପାଇଁ ଏହି ବୈଠକ ହେବନି ବୋଲି ଜଣେ…

ଭୁବନେଶ୍ୱରରେ ୧୬ ହଜାର ଟପିଲା କରୋନା ସଂକ୍ରମଣ; ଆଜି ୩୯୫ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୯୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ଆକ୍ରାନ୍ତଙ୍କ ମଧ୍ୟରେ ୧୧୬ ଜଣ ହୋମ୍…

ଅଜିତ ଦାଶଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ଭୁୁବନେଶ୍ୱର: ଓଲିଉଡର ବର୍ଷିଆନ୍ ଅଭିନେତା ଅଜିତ ଦାଶଙ୍କ ଆଜି ପରଲୋକ ହୋଇଛି । ୭୧ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଜଣେ…

କଲରାପତରିଆ ବାଘ ଛାଲ ଜବତ; ୪ ଅଟକ

ନବରଙ୍ଗପୁର: ନବରଙ୍ଗପୁରରୁ ଶନିବାର ଦିନ ବନ ବିଭାଗ କର୍ମଚାରୀ କଲରାପତରିଆ ବାଘ ଛାଲ ଜବତ କରିଛନ୍ତି । ଏଥିସହିତ ଘଟଣାରେ ସମ୍ପୃକ୍ତି ନେଇ ୪ ଜଣଙ୍କୁ ଗିରଫ କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ୱାଇଲ୍ଡଲାଇଫ୍ ପିସିସିଏଫ୍ ହରି ଶଙ୍କର ଉପାଧ୍ୟାୟ କହିଛନ୍ତି ଯେ ନବରଙ୍ଗପୁର ଫରେଷ୍ଟ ରେଞ୍ଜ…

ଦିଲ୍ଲୀ ହିଂସା : ପୋଲିସ ଚାର୍ଜଶିଟରେ ସୀତାରାମ ୟେଚୁରୀ, ଯୋଗେନ୍ଦ୍ର ଯାଦବଙ୍କ ନାମ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାରେ ପୋଲିସ ଚାର୍ଜଶିଟ ଦାଖଲ କରିଛି । ଏଥିରେ ସିପିଏମର ସୀତାରାମ ୟେଚୁରୀ, ସ୍ୱରାଜ ଅଭିଯାନ ନେତା ଯୋଗେନ୍ଦ୍ର ଯାଦବ ଓ ଦିଲ୍ଲୀ ୟୁନିଭର୍ସଟି ପ୍ରଫେସର ଜୟତି ଘୋଷଙ୍କ ନାମ ରହିଛି । ପୋଲିସ ସ୍ପଷ୍ଟ କରିଛି ଏମାନେ ଅଭିଯୁକ୍ତ ନୁହନ୍ତି, ଜଣେ ଅଭିଯୁକ୍ତ ଏମାନଙ୍କ…

ସରକାରୀ ନିୟମକୁ ଫୁ, କରୋନାରେ ଚାଲିଥିଲା ସ୍କୁଲ୍ !

ଉତ୍ତରପ୍ରଦେଶ: ଚାରିଆଡେ କରୋନା କହର । ସରକାରୀ ନିୟମ ଥିଲା ବନ୍ଦ ରହିବ ସ୍କୁଲ । ହେଲେ ଅନ୍‌ଲାଇନ୍‌ରେ ଚାଲିବ କ୍ଲାସ୍ । ତେବେ ସରକାରୀ ନିୟମକୁ ନ ମାନି, କରୋନା କଟକଣାକୁ ଅଣଦେଖା କରି ଚାଲିଥିଲା ସ୍କୁଲ । ଶେଷରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ମିଳିଲା ନିଲମ୍ବନ ଆଦେଶ । ସୋସିଆଲ ମିଡିଆରେ…

‘କରୋନାରୁ ସୁସ୍ଥ ହେବା ପରେ ଖାଆନ୍ତୁ ଚ୍ୱବନପ୍ରାଶ’

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି ମହାମାରୀ କରୋନା । ତେବେ ଭାରତରେ ସଂକ୍ରମିତଙ୍କ ତୁଳଦାରେ ସୁସ୍ଥ ହାର ଢ଼େର ଅଧିକା ରହିଛି । ତେଣୁ କରୋନାରୁ ସୁସ୍ଥ ହୋଇ ଫେରିବା ପରେ ମଧ୍ୟ କିଭଳି ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବେ ସେନେଇ କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଏକ ଗାଇଡଲାଇନ୍…

କନ୍ଧମାଳରେ ମାଓ ପୋଷ୍ଟର, ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଧମକ

ଫୁଲବାଣୀ: ପୁଣି ମାତିଲେ ମାଓବାଦୀ । କନ୍ଧମାଳ ଜିଲ୍ଳା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବୁର୍ତ୍ତମଗଡ ନିକଟରେ ମାଓ ପୋଷ୍ଟର ଓ ବ୍ୟାନର ମରାଯାଇଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟର ବ୍ୟାନର ଜରିଆରେ ମାଓବାଦୀମାନେ ପୂର୍ବତନ ସରପଞ୍ଚ ଶିରିଶ ମଲ୍ଲିକଙ୍କୁ ହତ୍ୟା ଧମକ ଦେଇଛନ୍ତି । ଏହାସହ…

ଅତୀକ ଅହମ୍ମଦ ଗ୍ୟାଙ୍ଗଠାରୁ ୧୦୦ କୋଟି ଛଡାଇ ଆଣିଲେଣି ଯୋଗୀ ସରକାର

ଲକ୍ଷ୍ନୌ:ଉତରପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର ଅପରାଧୀଙ୍କ ପାଇଁ ଦୁଃସ୍ୱପ୍ନ ସାଜିଛନ୍ତି । ସବୁଠାରୁ ବଡ ଡନ ଅତୀକ ଅହମ୍ମଦ ଉପରେ ଏବେ ଯୋଗୀ ଛାଟ ପଡିବାରେ ଲାଗିଛି । ରିପୋର୍ଟ ମୁତାବକ ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଅବୈଧ ସମ୍ମତି ଜବତ ଯୋଗୁ ଅତୀତର ଅଂଟା ଭାଙ୍ଗିଗଲାଣି । ୧୪ (୧)…