Latest Odisha News

BREAKING NEWS

କିଏ କହିଲା ? କଙ୍ଗନା ରଣାୱତ ଭଗତ ସିଂଙ୍କ ସହ ସମାସ୍କନ୍ଦ !

ମୁମ୍ବାଇ: ଜାରି ରହିଛି ଶିବସେନା ସହ କଙ୍ଗନାଙ୍କର ଖୁଲମଖୋଲା ଟକ୍କର । ପରେ କଙ୍ଗନାଙ୍କ ମୁମ୍ବାଇ ଅଫିସକୁ ମୁନିସିପାଲିଟି ଧ୍ୱସ୍ତ ବି କରିଥିଲା । ହେଲେ ଏବେ କଙ୍ଗନାଙ୍କୁ ସହିଦ ଭଗତ ସିଂଙ୍କ ସହ ତୁଳନା କରାଯାଇଛି । ଏହି ତୁଳନା କୌଣସି ସାଧାରଣ ଲୋକ ନୁହେଁ ବରଂ ଜଣେ ଜଣାଶୁଣା ଅଭିନେତା ସୋସିଆଲ…

ଉଦ୍ଧବ ଠାକରେ ଅଯୋଧ୍ୟା ନ ଆସନ୍ତୁ: ସାଧୁ, ସନ୍ଥ ଓ ଭିଏଚପିର ଚେତାବନୀ

ଅଯୋଧ୍ୟା: କଙ୍ଗନା ରାନାୱତଙ୍କୁ ଶୁକ୍ରବାର ଅଯୋଧ୍ୟାର ସାଧୁ ସନ୍ଥଙ୍କ ସମର୍ଥନ ମିଳିଛି । ଏପରି କି ସେମାନେ ମହାରାଷ୍ଟ୍ର ମୂଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଅଯୋଧ୍ୟା ନ ଆସିବା ପାଇଁ ଚେତାବନୀ ଦେଇଛନ୍ତି । ଏଠାରେ ତାଙ୍କୁ ସ୍ୱାଗତ କରାଯିବ ନାହିଁ, ଖୋଲାଖୋଲି ଭାବେ ବିରୋଧ କରାଯିବ ବୋଲି ଅଖିଳ…

ସେପ୍ଟେମ୍ବର ୧୪ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର: ସେପ୍ଟେମ୍ବର ୧୪ରୁ ରାଜ୍ୟର ପ୍ରାୟ ୧୫୩ଟି କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଯାଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଚଳିତ ଥର କରୋନା କଟକଣା ମଧ୍ୟରେ ପାଖାପାଖି ୨୨୬୪୯ ଜଣ ଛାତ୍ରଛାତ୍ରୀ ଯୋଗଦେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଶୁକ୍ରବାର ଦିନ…

ଭଲ ଖବର: ଗଞ୍ଜାମରେ ସୁସ୍ଥ ହେଲେଣି ୯୫% କରୋନା ଆକ୍ରାନ୍ତ

ଗଞ୍ଜାମ: କରୋନାର ଦିନେ ରେଡହଟ୍ ଜିଲ୍ଲା ଥିବା ଗଞ୍ଜାମ ଏବେ ମହାମାରୀକୁ ନିୟନ୍ତ୍ରଣକୁ ଆଣୁଛି । ଧୀରେ ଧୀରେ ସଂକ୍ରମଣ କମିବାରେ ଲାଗିଛି । କମ୍ ଆକ୍ରାନ୍ତ ହସ୍ପିଟାଲ ଯାଉଛନ୍ତି । ବେଶୀ ଡିସଚାର୍ଜ ହେଉଛନ୍ତି । ଦିନେ ଆକ୍ଟିଭ୍ କେସରେ ରାଜ୍ୟରେ ଏକ ନମ୍ୱର ଜିଲ୍ଲା ଥିବା ଗଞ୍ଜାମ ୨୦ଟି ସ୍ଥାନ…

ଫେରୁଛନ୍ତି କରିଶ୍ମା କାପୁର, ହେଲେ ଅଭିନୟ କରିବେନି !

ମୁମ୍ବାଇ: ବଲିଉଡର ଚୁଲବୁଲି ନାୟିକା । ଏହି ଟ୍ୟାଗ୍ ପ୍ରଥମେ କରିଶ୍ମା କାପୁରଙ୍କୁ ହିଁ ସୁଟ୍ କରୁଥିଲା । ହେଲେ ବେଳ ଗଡିବା ସହ ସେ ବି ବଲିଉଡରୁ ଉଭାନ୍ ହୋଇଯାଇଥିଲେ । କୁଲି ନମ୍ବର ୱାନ୍ ହେଉ କି ହିରୋ ନମ୍ବର ୱାନ୍ । ଫିଲ୍ମକୁ ନମ୍ବର ୱାନ୍ କରାଇବାରେ କରିଶ୍ମାଙ୍କ ଭୂମିକା ବି କିଛି କମ୍…

ବାଲେଶ୍ବରରେ ହେବ ଆଉ ଗୋଟିଏ କୋଭିଡ ହସ୍ପିଟାଲ

ବାଲେଶ୍ବର: କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ଏକ ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଠାରେ କୋଭିଡ ପରିଚାଳନାର ସମୀକ୍ଷା କରିବା ପରେ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ଶୁକ୍ରବାର ଦିନ ସୂଚନା ଦେଇ କହିଛନ୍ତି ଯେ ନୂଆ…

ଇଓଏନ୍ ମୋର୍ଗାନ୍ ଓ ପ୍ୟାଟ୍ କମିନ୍ସ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଉପଲବ୍ଧ ହେବେ: ଦଳୀୟ ଅଧିକାରୀ

ୟୁଏଇ: ଆଇପିଏଲ୍ ୨୦୨୦ ରେ କୋଲକାତା ନାଇଟ୍ ରାଇଡର୍ସର ପ୍ରଥମ ଦଳୀୟ ମ୍ୟାଚ ରେ ଇଂଲଣ୍ଡର ଅଧିନାୟକ ଇଏନ୍ ମୋର୍ଗାନ୍ ଏବଂ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଉଭୟ ଉପଲବ୍ଧ ହେବେ ବୋଲି ଜଣାପଡିଛି । ଭେଙ୍କି ମାଇସୋର ESPNCricinfo.com କୁ କହିଛନ୍ତି ଯେ ନାଇଟ୍ ରାଇଡର୍ସ ଆବୁଧାବିରେ…

ଅକ୍ଟୋବରରେ ଖୋଲିପାରେ ନନ୍ଦନକାନନ

ଭୁବନେଶ୍ୱର: ଅକ୍ଟୋବରରେ ଖୋଲିପାରେ ପ୍ରାଣୀ ଉଦ୍ୟାନ ନନ୍ଦନକାନନ । ଏ ନେଇ ଆଜି ନିର୍ଦ୍ଦେଶକ ଶଶୀ ପଲ୍ ସୂଚନା ଦେଇଛନ୍ତି । କୋଭିଡ ନିୟମ ଭିତରେ ଏହାକୁ ଖୋଲିବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ନିର୍ଦ୍ଦିଷ୍ଟ କେଉଣ ଦିନରେ ଖୋଲିବ, ଏକ ସଙ୍ଗରେ କେତେ ପର୍ଯ୍ୟଟକ ଭିତରକୁ ଯାଇପାରିବେ ସେ ନେଇ…

ଆୟୁଷ୍ମାନ ଓ ଡେଭିଡ୍ ବେକହାମ୍‌ଙ୍କ ମଧ୍ୟରେ କ’ଣ ରହିଛି ସମାନତା ?

ମୁମ୍ବାଇ: ବଲିଉଡର ଆଉ ଜଣେ ସୁପରଷ୍ଟାର ଆୟୁଷ୍ମାନ ଖୁରାନା । ପ୍ରତିଟି ବର୍ଷ ବିତିବା ସହ ବଲିଉଡରେ ସେ ସଫଳତାର ସିଢି ପରେ ସିଢି ଚଢିଚାଲିଛନ୍ତି । ଖାସ କରି ଚଟପଟା କାହାଣୀ ଜରିଆରେ ସେ ସମାଜକୁ କିଛି ଗୋଟେ ବାର୍ତ୍ତା ଦେବାକୁ ବିଶ୍ୱାସ ରଖନ୍ତି । ଯାହା ଆୟୁଷ୍ମାନଙ୍କୁ ସମସ୍ତଙ୍କଠାରୁ ଭିନ୍ନ…

କୋଭିଡ୍ ରୋଗୀଙ୍କ ପାଇଁ ନିର୍ଦ୍ଧିଷ୍ଟ ଆମ୍ବୁଲାନ୍ସ ଚାର୍ଜ ଧାର୍ଯ୍ୟ କରନ୍ତୁ ରାଜ୍ୟ ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ମଧ୍ୟରେ ସ୍ୱାସ୍ଥ୍ୟସେବାକୁ ସୁଗମ କରିବାପାଇଁ ସୁପ୍ରିମକୋର୍ଟ ଆଜି କୋଭିଡ ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇବା ପାଇଁ ନିର୍ଦ୍ଧିଷ୍ଟ ଦର ସ୍ଥିର କରିବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ ରୋଗୀଙ୍କୁ ଅଧିକ ମାତ୍ରାରେ ଆମ୍ବୁଲାନ୍ସ ସେବା…