Latest Odisha News

BREAKING NEWS

ଅଯୋଧ୍ୟା ରାମ ମନ୍ଦିର ଲାଗି ଦାନ ମାଗୁଥିବା ବେଳେ ଆରଏସ୍ଏସ୍ କର୍ମକର୍ତ୍ତାଙ୍କୁ ଗୁଳି

ଚଣ୍ଡିଗଡ଼: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କାର୍ଯ୍ୟକର୍ତ୍ତାଙ୍କୁ ଗୁଳି । ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଲାଗି ଦାନ ମାଗୁଥିବା ବେଳେ ଗୁଳି କରିଛନ୍ତି ଦୁର୍ବୃତ୍ତ । ରାଜସ୍ଥାନର ରାମଗଞ୍ଜମଣ୍ଡି ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଛି । ଏହି ମାମଲାରେ ସ୍ଥାନୀୟ ପୋଲିସ…

କର୍ତ୍ତବ୍ୟରେ ଅବହେଳା ପାଇଁ ପୁରୀ ତାଳବଣିଆ ଥାନା ASI ସସପେଣ୍ଡ

ପୁରୀ: ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା । ପୁରୀ ତାଳବଣିଆ ଥାନା ଏଏସ୍ଆଇ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ତାଙ୍କ ନାଁ ଲକ୍ଷ୍ମଣ ସରନ । ଏଏସ୍ଆଇ ଲକ୍ଷ୍ମଣ ସରନଙ୍କୁ ସସପେଣ୍ଡ କରିଛନ୍ତି ପୁରୀ ଏସପି କନଓ୍ୱର ବିଶାଳ ସିଂ । କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ…

ରାଜ୍ୟରେ ୯୨ ଟଙ୍କା ଟପିଲା ପେଟ୍ରୋଲ, ଡିଜେଲ ୮୯ ଟଙ୍କା ଉପରେ

ଭୁବନେଶ୍ୱର: ମହଙ୍ଗା ମାଡ଼ରୁ ଆଶ୍ୱସ୍ତି ନାହିଁ । ପୁଣି ଥରେ ତୈଳଦର ବୃଦ୍ଧି ପାଇଛି । ଦେଶ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ିଛି । ରାଜ୍ୟରେ ପେଟ୍ରୋଲ୍ ଓ ଡିଜେଲର ସର୍ବାଧିକ ଦର ରହିଛି ମାଲକାନଗିରି ଜିଲ୍ଲାରେ । ମାଲକାନଗିରିରେ ପେଟ୍ରୋଲ୍ ଲିଟର ପିଛା ୯୨ ଟଙ୍କା…

ରାଉରକେଲାରେ ହୋଟେଲ ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା

ରାଉରକେଲା: ରାଉରକେଲାରେ ହୋଟେଲ ବ୍ୟବସାୟୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ। ମୃତକ ଜଣଙ୍କ ସ୍ଥାନୀୟ ଏକ ହୋଟେଲ ବସେରା ମାଲିକ ସଜନ ମିତ୍ତଲ ବୋଲି ଜଣାପଡିଛି । ସୂଚନାନୁସାରେ, ରାଉରକେଲା ସହରର ବସେରା ହୋଟେଲର ମାଲିକ ସଜନ ମିତ୍ତଲ ସବୁଦିନ ପରି କାମ ସାରି ଘରକୁ…

ପଶ୍ଚିମବଙ୍ଗକୁ ଶବଦାହରେ ପରିଣତ କରିବାକୁ ବିଜେପିକୁ ଦିଆଯିବ ନାହିଁ: ମମତା

କୋଲକାତା: ପାଖେଇ ଆସୁଛି ନିର୍ବାଚନ ଘୋଷଣା ତାରିଖ, ତେଜୁଛି ବୟାନ ବାଜି । ପଶ୍ଚିମବଙ୍ଗ ବିଧାନସଭା ପୂର୍ବରୁ ଛାନିଆ ହେଲେଣି ଦିଦି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି ‘ବିଜେପି ଦେଶକୁ ଶବଗଦାହରେ ପରିଣତ କରିଛି, ଟିଏମସି ପଶ୍ଚିମବଙ୍ଗରେ ସେମିତି ହେବାକୁ…

ମଦ ମାଫିଆଙ୍କ ମାଡ଼ରେ କନେଷ୍ଟବଳ ସହିଦ, ଏସ୍‌ଆଇ ଗୁରୁତର

କସଗଞ୍ଜ: ମଦ ମାଫିଆଙ୍କ ଜଣେ କନଷ୍ଟେବଳଙ୍କ ଜୀବନ ଚାଲିଯିବା ସହ ଗୁରୁତର ଆହତ ହୋଇଛନ୍ତି ଜଣେ ଏସ-ଆଇ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର କସଗଞ୍ଜ ଅଞ୍ଚଳରେ। ମଙ୍ଗଳବାର ରାତିରେ ବେଆଇନ ମଦ କାରଖାନରେ ଚଢ଼ାଉ କରିବା ନିମନ୍ତେ ପୁଲିସମାନେ ଯାଇଥିବା ବେଳେ ଦୁର୍ବୃତ୍ତ ମାନେ ଜଣେ…

ପ୍ରଳୟ ପରେ… ୭୨ ଘଣ୍ଟା ହେଲା ଚାଲିଛି ଉଦ୍ଧାର କାର୍ଯ୍ୟ; ୩୨ ଜଣଙ୍କ ମୃତଦେହ ଉଦ୍ଧାର, ଏବେବି ୧୯୭ ନିଖୋଜ

ଡେରାଡୁନ୍: ଉତ୍ତରାଖଣ୍ଡରେ ଗ୍ଲାସିୟର୍ ଧସିବା ପରେ ସୃଷ୍ଟି ହୋଇଥିବା ବନ୍ୟାକୁ ୭୨ ଘଣ୍ଟାରୁ ଅଧିକ ସମୟ ବିତିଛି । ତିନିଦିନରୁ ଅଧିକ ହେଲା ନିଖୋଜଙ୍କୁ ଖୋଜୁଛନ୍ତି ଯବାନ । ସୁଡ଼ଙ୍ଗ ଭିତରେ ଚାଲିଛି ଜୀବନ ସନ୍ଧାନ । ଡ୍ରୋନ୍ କ୍ୟାମେରା ମାଧ୍ୟମରେ ସୁଡ଼ଙ୍ଗ ଭିତରେ ଫସିଥିବା ଲୋକଙ୍କ ସନ୍ଧାନ…

ମାଲକାନଗିରିରେ ଲାଲବାହୀନିର ତୁମୂଳକାଣ୍ଡ; ଜାଳିଦେଲେ ଜେସିବି ଓ ଟିପର

ମାଲକାନଗିରି; ପୁଣି ମାଲକାନଗିରିରେ ମାଓବାଦୀଙ୍କ ତୁମୂଳ କାଣ୍ଡ। ଜାଳିଦେଲେ ଜେସିବି ଓ ଟିପର୍। ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାରେ ଘଟିଛି ଏହି ଘଟଣା । ସୂଚନାନୁସାରେ, ଛତିଶଗଡ଼ ଦାନ୍ତେୱାଡା ନେରଲିରୁ ବଚେଲୀ ରାସ୍ତାରେ ରେଳ ଲାଇନ୍ ପାଇଁ କାର୍ଯ୍ୟ ଜାରି ରହିଥିବା ବେଳେ…

ଗ୍ୟାରେଜରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୪ ଟି ବସ୍

ଭଦ୍ରକ: ଭଦ୍ରକ ଜିଲ୍ଲା ଡାହାଣୀଗଡ଼ିଆ ଛକ ନିକଟ ହରିଶଙ୍କର ଗ୍ୟାରେଜରେ ଭୟାବହ ଅଗ୍ନିକାଣ୍ଡ। ହୁତୁ ହୁତୁ ହୋଇ ଜଳିଗଲା ୪ଟି ବସ୍ ଓ ଗୋଟିଏ ସ୍କୋର୍ପିଓ ଗାଡି । ଦୀର୍ଘ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛନ୍ତି ଅଗ୍ନିଶମ ବାହିନୀ ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତିରେ…

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଏ ସବୁଜ ଲଙ୍କା

ଭୁବନେଶ୍ୱର: ସବୁଜ ଲଙ୍କା ଆମ ଖାଇବାରେ ଆଣେ ଏକ ଭିନ୍ନ ସ୍ୱାଦ । ଟିକିଏ ରାଗ ନଲାଗିଲେ ଖାଇବାର ମଜା ଆସେନି । ରାଗ ଯୋଗୁଁ ଅନେକେ ଲଙ୍କା ଖାଇବାକୁ ମଧ୍ୟ ଡରନ୍ତି । କିନ୍ତୁ ଆପଣ ଜାଣନ୍ତି ଏହି ଲଙ୍କା ଖାଦ୍ୟର ସ୍ୱାଦ ବଢ଼ାଇବା ସହ ଏହାର ପୌଷ୍ଟିକ ତତ୍ତ୍ୱ ଆମ ଶରୀର ପାଇଁ ବେଶ ଉପଯୋଗୀ । ସାଲାଡ୍…