Latest Odisha News

BREAKING NEWS

ବର୍ଷାରେ ଭୁଶୁଡିପଡିଲା ଏହି ପଦ୍ମଶ୍ରୀ ପୁରସ୍କୃତଙ୍କ ଘର; ଅସ୍ଥାୟୀ ବାସସ୍ଥାନ ପାଇଁ କଲେ ନିବେଦନ

ସମ୍ବଲପୁର: ଲୋକପ୍ରିୟ ଲୋକ ଗୀତ ରଙ୍ଗବତୀର ଗାୟକ ତଥା ପଦ୍ମଶ୍ରୀ ପୁରସ୍କାର ବିଜେତା ଜିତେନ୍ଦ୍ରୀୟ ହରିପାଲଙ୍କ ଝାଟିମାଟିର ଘର ପ୍ରବଳ ବର୍ଷା ଫଳରେ ଭାଙ୍ଗି ଯାଇଛି। ହରିପାଲ ତାଙ୍କ ପରିବାରର ସଦସ୍ୟମାନଙ୍କ ସହ ସମ୍ବଲପୁରର ଷ୍ଟେସନ ପଡିଆ ସ୍ଥିତ ଏକ ନୂଆଣିଆ ଚାଳ ଘରେ ରହିଆସୁଥିଲେ । ଗତମାସ…

ସ୍ପଷ୍ଟ ଦିବାଲୋକରେ ଯୁବକଙ୍କଠାରୁ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ

ବାରିପଦା: ବାରିପଦା ସହରରେ ପୁନଃ ସକ୍ରିୟ ହୋଇ ଉଠିଛନ୍ତି ଲୁଟେରା। ସହର ଭିତରୁ ଲୁଟି ନେଇଛନ୍ତି ନଗଦ ଟଙ୍କା। ଦିନ ଦ୍ବିପ୍ରହରରେ ସହର ଭିଡ ଭିତରୁ ଲୁଟିନେଲେ ନଗଦ ୭୦ ହଜାର ଟଙ୍କା। ଘଟଣା ଅନୁସାରେ ସୋମବାର ଦିନ ପ୍ରାୟ ୧.୩୦ ଟା ସମୟରେ ଜୟନ୍ତ ନିଜ ଘର କାମ ପାଇଁ ଷ୍ଟେସନ ବଜାର ସ୍ଥିତ ଓଡିଶା…

୫୫୦୦ ଟଙ୍କା ଶସ୍ତା ହେଲା ସୁନା: ୧୦ ଗ୍ରାମର ମୂଲ୍ୟ ମାତ୍ର ଏତିକି ଟଙ୍କା

ନୂଆଦିଲ୍ଲୀ: ଏହି ସପ୍ତାହରେ ସୁନା ଦର ଯଥେଷ୍ଟ ହ୍ରାସ ପାଇଛି। ଗତ ୩ ଦିନ ମଧ୍ୟରେ ୧୦ ଗ୍ରାମ ପ୍ରତି ସୁନା ପ୍ରାୟ ୮୦୦ ଟଙ୍କା ହ୍ରାସ ପାଇଛି। ଅନ୍ୟପକ୍ଷରେ, ଯଦି ଆମେ ଗତ ୧ ମାସର ତଥ୍ୟକୁ ଦେଖିବା ତେବେ ସୁନା ମୂଲ୍ୟ ପ୍ରାୟ ୫୫୦୦ ଟଙ୍କା ହ୍ରାସ ପାଇଛି। ମୂଲ୍ୟ ହ୍ରାସ ସତ୍ତ୍ବେ ଡିଲରମାନେ…

ମାନସିକ ଅବସାଦରେ ରହୁଛନ୍ତି କି? 

ଭୁବନେଶ୍ୱର:  କରୋନା ପାଇଁ ସାରା ଦେଶରେ ଏବେ ସଙ୍କଟ । ବିଭିନ୍ନ ସମସ୍ୟାକୁ ନେଇ ଲୋକମାନେ ଅବସାଦରେ ଅଛନ୍ତି । କେତେ ଲୋକ ରୋଜଗାର ହରାଉଥିବା ବେଳେ କେତେ ଲୋକ ମାନସିକ ସନ୍ତୁଳନ ହରାଉଛନ୍ତି । ଅବସାଦ ଯୋଗୁଁ ଅନେକ ଆତ୍ମହତ୍ୟାର ବାଟ ବାଛି ନେଉଛନ୍ତି। ଏହାସହ ସାଧାରଣ ଜୀବନରେ ଆପଣ ସୁସ୍ଥ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ ୦୮-୦୯-୨୦୨୦ (ମଙ୍ଗଳବାର) ଜ୍ଯୋତିବିଦ୍ ନିରଞ୍ଜନ ମହାପାତ୍ର  ଆଜି ଦିନର ମହତ୍ତ୍ୱ  ଆଜି ୨୦୨୦ ମସିହା ସେପ୍ଟେମ୍ବର ତା ୮ ରିଖ ମଙ୍ଗଳବାର ସିଂହ ୨୪ ଦିନ ଆଶ୍ବିନ ମାସ କୃଷ୍ଣ ପକ୍ଷ ଷଷ୍ଠୀ କୃତ୍ତିକା ନକ୍ଷତ୍ର ମେଷ ଚନ୍ଦ୍ର  ଘାତ ବାର: ମକର ରାଶିର  ଘାତ ଚନ୍ଦ୍ର:ମେଷ ରାଶିର …

ଟ୍ୱିଟରରେ ଜବାବ ଦେଲେ ବର୍ଷା, ‘ସତ କେବେ ହାରିବନି’

ଭୁବନେଶ୍ୱର: ବର୍ଷା ଓ ଅନୁଭବଙ୍କ ବିବାଦ ଏବେ ବେଶ୍ ଚର୍ଚ୍ଚାରେ । ଆଜି ଅପରାହ୍ନରେ ଅନୁଭବ ଗଣମାଧ୍ୟମକୁ ତାଙ୍କ ପରିବାରର ପିଛା ଛାଡିବାକୁ ନିବେଦନ କରିଥିଲେ । ସେମାନେ ପ୍ରଥମ ଆଉ ଶେଷ ଦମ୍ପତ୍ତି ନୁହନ୍ତି ଯେ କି ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ତାଙ୍କ ବାପା ଅସୁସ୍ଥ ଥିବାରୁ ଚିକିତ୍ସାଧୀନ…

ପୂର୍ବତନ ସେନା କର୍ମଚାରୀଙ୍କ ଗୁଳିମାଡରେ ପଡୋଶୀ ଆହତ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ନିଜ ପଡୋଶୀଙ୍କୁ ଗୁଳି ମାରି ଆହତ କରିଛନ୍ତି । ଘଟଣାଟି ଘଟିଛି ଭରତପୁର ଅଞ୍ଚଳରେ । ସୂଚନାନୁସାରେ, ଅବସରପ୍ରାପ୍ତ ସେନା କର୍ମଚାରୀ ଅଶ୍ୱିନୀ ରାଉତ ପଡୋଶୀ କୁଂଜ ବେହେରା ଗୁଳି ମାଡ କରିଥିଲେ । ଗୁଳିଟି କୁଂଜଙ୍କର…

ବିଏମସି କଙ୍ଗନାଙ୍କୂ କ୍ୱାରେଂଟାଇନରେ ରଖିବା ନେଇ ଯୋଜନା କରୁଛି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସରେ ମହାରାଷ୍ଟ୍ର ସରକାର ବିରୋଧୀ ହେବା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି । ସିବିଆଇ ହାତକୁ କେସ ଯିବା ଯୋଗୁ ମହାରାଷ୍ଟ୍ର ସରକାର କୁଇନ କଙ୍ଗନାଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି । କେତେକ ଗଣମାଧ୍ୟମରେ ପ୍ରକାଶିତ…

ସୁଶାନ୍ତ ସିଂ କେସରେ ନୂଆ ମୋଡ, ଏନସିବି ଦ୍ୱାରା ଗିରଫ ହୋଇଥିବା ଜୈଦ, ଅବଦୁଲ୍ଲ ବୟାନ ବଦଳାଇଲେ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସ ସୋମବାର ନୂଆ ମୋଡ ନେଇଛି । ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା ଗିରଫ ହୋଇଥିବା ୨ ଅଭିଯୁକ୍ତ ଜୈଦ ବିଲାତ୍ରା ଓ ଅବଦୁଲ୍ଲ ବସିତ ପରିହାର ସେମାନଙ୍କ ବୟାନ ବଦଳାଇଛନ୍ତି । ଏମାନଙ୍କ ବୟାନ ବଳରେ ଏନସିବି ରିୟା ଚକ୍ରବର୍ତିଙ୍କ ଭାଇ ଶୌଭିକ,…

ଟିଆରପି ଲଢେଇରେ ମୋ ବାପାଙ୍କର କିଛି ହୋଇଗଲେ କିଏ ଦାୟୀ ରହିବ : ଅନୁଭବ

କଟକ: ତିନି ଦିନ ହେଲାରେ ଚର୍ଚ୍ଚାରେ ଅଛନ୍ତି ଅନୁଭବ ଓ ବର୍ଷା । ସାରା ରାଜ୍ୟବାସୀ ସେମାନଙ୍କର ବିବାହ ବିଚ୍ଛେଦ ସମ୍ପର୍କୀତ ଖବରକୁ ନେଇ ଉତ୍ସୁକ ଥିବା ବେଳେ ଗଣମାଧ୍ୟମ ବି ବେଶ୍ ସଜାଗ ହୋଇଉଠିଛି । ତେବେ ଆଜି ଅପରାହ୍ନରେ ସାଂସଦ ଅନୁଭବ ମହାନ୍ତି ଗଣ ମାଧ୍ୟମକୁ ହାତ ଯୋଡି ଏକ ବିନମ୍ର…