Latest Odisha News

BREAKING NEWS

୨ କିଲୋ ବାଲି ପାଇଁ ୮୬ ହଜାର ଟଙ୍କା, ୬ ବର୍ଷ ସଶ୍ରମ କାରାଦଣ୍ଡ !

ଭୁବନେଶ୍ୱର: ୮୬ ହଜାର ଟଙ୍କା । କାହା ପାଇଁ କମ୍‌, କାହା ପାଇଁ ଅଧିକ । ହେଲେ ଜରିମାନା ଲାଗିଲେ ଏହି ଅର୍ଥ ଅତ୍ୟଧିକ ବୋଧ ହୁଏ । ସାମାନ୍ୟ ବାଲି ପାଇଁ ଯଦି ମୋଟା ଅଙ୍କର ଜରିମାନା ଓ ଜେଲ ଦଣ୍ଡାଦେଶ ମିଳେ, ତେବେ କ’ଣ କରିବେ ଆପଣ ? ଇଟାଲୀରେ ସାମ୍ନାକୁ ଆସିଛି ଏପରି ଏକ ଅଜବ ଘଟଣା ।…

ଏଣିକି ସକାଳ ୧୦ରୁ ରାତି ୧୦ ଯାଏଁ ଖୋଲା ରହିବ ମଦ ଦୋକାନ

ଭୁବନେଶ୍ୱର: ବଢ଼ିଳା ମଦ ଦୋକାନ ଖୋଲିବା ସମୟ ସୀମା । ଏଣିକି ସକାଳ ସାଢେ ୧୦ରୁ ରାତି ସାଢେ ୧୦ଟା ଯାଏଁ ଖୋଲିବ ମଦ ଦୋକାନ । ଦେଶରେ କରୋନା ପାଇଁ ଲାଗୁ ହୋଇଥିବା ଲକଡାଉନ୍ ଶେଷ ହୋଇଛି । ଏବେ ଅନଲକ୍ ୪ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟାରେ ସମସ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି…

ଜିଲ୍ଲା ବାହାରକୁ ଯିବନି ମହାପ୍ରସାଦ

ପୁରୀ: କରୋନାକୁ ନେଇ ଶ୍ରୀମନ୍ଦିର ମହାପ୍ରସାଦ ଉପରେ ଆଜିଠୁ କଟକଣା । ଜିଲ୍ଲା ବାହାରକୁ ମହାପ୍ରସାଦ ପଠାଯିବା ଉପରେ ରୋକ ଲଗାଯାଇଛି । ଆବଶ୍ୟକ ଅନୁଯାୟୀ ମହାପ୍ରସାଦ ରନ୍ଧାଯାଉଛି । ସେବାୟତଙ୍କ ଭିତରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଆଜିଠୁ ବରାଦି ମହାପ୍ରସାଦ ଉପରେ କଟକଣା ଲଗାଯାଇଛି ।…

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ: କେଉଁ ଦଳରୁ କିଏ ହୋଇପାରନ୍ତି ପ୍ରାର୍ଥୀ !

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ସିଟ୍‌ରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟର ପ୍ରମୁଖ ୩ଟି ରାଜନୈତିକ ଦଳ । ନଭେମ୍ବର ୨୯ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ନିର୍ବାଚନ ଆୟୋଗର ନିର୍ଦ୍ଦେଶ ପରେ ଆରମ୍ଭ ହୋଇଯାଇଛି କସରତ। କଂଗ୍ରେସ…

ଆଉ ଜଣେ ମନ୍ତ୍ରୀ କରୋନା କବଳରେ !

ଭୁବନେଶ୍ୱର: ପୁଣି ଆଉ ଜଣେ ମନ୍ତ୍ରୀଙ୍କୁ କରୋନା । ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କରୋନରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏ ନେଇ ସେ ନିଜେ ଆଜି ଟ୍ୱିଟ୍ କରି ଜଣାଇଛନ୍ତି । Mid March'20 onwards doing public & official…

ଭୁବନେଶ୍ୱର ଟ୍ରାଫିକ ଡିସିପି ଭାବେ ଯୋଗଦେଲେ ସୌମ୍ୟା ମିଶ୍ର

ଭୁବନେଶ୍ୱର: ଭୁବନେଶ୍ୱର ଟ୍ରାଫିକ ଡିସିପି ଭାବେ କାର୍ଯ୍ୟରେ ଯୋଗ ଦେଲେ ସୌମ୍ୟା ମିଶ୍ର । କମିଶନରେଟ୍ ପୋଲିସ ଅଫିସରେ ତାଙ୍କୁ ସ୍ୱାଗତ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ୨୦୧୪ ବ୍ୟାଚ୍‌ର ଏହି ଆଇପିଏସ୍ ଅଫିସର ଏହା ପୂର୍ବରୁ ସୁନ୍ଦରଗଡ ଏସ୍‌ପି ଭାବେ ସଫଳତାର ସହ କାର୍ଯ୍ୟ…

ଭାଗ-୨: ପଥରର ପରଜନ୍ମ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଏ ପୃଥିବୀରେ କିସମ କିସମର ପ୍ରଜାତି ଆମର । ନାନା ଜାତିର ପଥରକୁ ନେଇ କାହିଁ କେଉଁ କାଳୁ ଗଢ଼ିଉଠିଛି ଗୋଟାଏ ବିରାଟ ଶିଳାସମାଜ । କିଏ କହେ ଆମର ପ୍ରାଣ ନାହିଁ - ଆମେ ହେଉଛୁ ନିଷ୍ପ୍ରାଣ ପାଷାଣ ? ଯିଏ କହେ, ସିଏ ମହାମୂର୍ଖ । ଏକବାରେ ଅଜ୍ଞ ।…

ପରଲୋକରେ ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁ, ଶୋକ ପ୍ରକାଶ କେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ପରଲୋକରେ ନରେନ୍ଦ୍ର ସ୍ୱାଇଁ । ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ । ୮୧ ବର୍ଷ ବୟସରେ ପୂର୍ବତନ ରାଜ୍ୟସଭା ସାଂସଦଙ୍କ ଦେହାନ୍ତି ହୋଇଛି । ବିଜେଡିର ଏହି ବରିଷ୍ଠ ନେତା ୨୦୧୫ ମସିହା ଡିସେମ୍ବର ୭ତାରିଖରୁ ୨ ଏପ୍ରିଲ୍ ୨୦୨୦…

ସୁୁପ୍ରିମକୋର୍ଟ ଯିବେ ବର୍ଷା !

କଟକ: ସୁପ୍ରିମକୋର୍ଟ ଯିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଅନୁଭବ କରିଥିବା ମାମଲାର ସ୍ଥାନାନ୍ତର ପାଇଁ ବର୍ଷା ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବେ । ଏନେଇ ବର୍ଷାଙ୍କ ଓକିଲ ସୂଚନା ଦେଇଛନ୍ତି । ପରିଚାଳନା ସୁବିଧା ପାଇଁ ମାମଲା ସ୍ଥାନାନ୍ତର…

ବର୍ଷା-ଅନୁଭବଙ୍କ ବୈବାହିକ ବିବାଦ: ମର୍ମାହତ ହୋଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ

ଭୁବନେଶ୍ୱର: ଓଲିଉଡ ଅଭିନେତାରୁ ସାଂସଦ ହୋଇଥିବା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ହୋଇଥିବା ବୈବାହିକ ବିବାଦକୁ ନେଇ ସେ ଜଣେ ଯୁବତୀ ଅତ୍ୟନ୍ତ ମର୍ମାହତ ହୋଇ ଯାଇଛନ୍ତି। ଏହାକୁ କେନ୍ଦ୍ର କରି ଯୁବତୀ ଜଣଙ୍କ କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ…