Latest Odisha News

BREAKING NEWS

ପବଜୀ ଖେଳି ପାରିଲେନି ବୋଲି ….

ପଶ୍ଚିମବଙ୍ଗ: ପବଜୀ ନିଶାରେ ଯୁବ ପୀଢ଼ୀ । ଆପ୍ ବ୍ୟାନ ପରେ ଯୁବଗୋଷ୍ଠୀଙ୍କ ଟେନସନ୍ ବଢିଯାଇଛି । ଏମିତି ହୋଇଛି ଯେ ଜଣେ ଛାତ୍ର ନିଜ ଜୀବନକୁ ଶେଷ ବି କରି ଦେଲେ । ପଶ୍ଚିମବଙ୍ଗରୁ ସାମନାକୁ ଆସିଛି ଏହି ଘଟଣା । ପବଜୀ ଖେଳି ନପାରିବାରୁ ପଶ୍ଚିମବଙ୍ଗ ନାଦିଆ ଜିଲ୍ଲାରେ ଜଣେ ୨୧ ବର୍ଷର ଛାତ୍ର…

ରାଜ୍ୟରେ ୨୪ ଘଣ୍ଟାରେ ହୋଇଛି ୪୫ ହଜାରରୁ ଉର୍ଦ୍ଧ୍ବ କୋଭିଡ୍ ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୫ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୫,୧୬୫ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୩୮,୧୬୫ ଜଣଙ୍କର ଆଣ୍ଟିଜେନ, ୬୮୩୬ ଟି ଆରଟିପିସିଆର୍ ଓ ୧୬୪ ଟି ଟ୍ରୁନଟ୍‌ ପରୀକ୍ଷା…

୫ ମାସ ପରେ ଆଜିଠୁ ଗଡ଼ିଲା ମେଟ୍ରୋ ଟ୍ରେନ୍

ନୂଆଦିଲ୍ଲୀ: ଆଜିଠୁ ଦେଶର କିଛି ସ୍ଥାନରେ ଆରମ୍ଭ ହୋଇଟି ମେଟ୍ରୋ ରେଲଓ୍ୱେ ସେବା । କରୋନା ଯୋଗୁ ପାଞ୍ଚ ମାସ ହେବ ସେବା ବନ୍ଦ ରହିଥିଲା । ଅନଲକ୍ ୪ ଗାଇଡଲାଇନରେ ସର୍ତ୍ତ ସହ ମେଟ୍ରୋ ଟ୍ରେନ୍ ଚଳାଚଳକୁ ଅନୁମତି ଦେଇଥିଲେ କେନ୍ଦ୍ର ସରକାର । କେନ୍ଦ୍ରର ଗାଇଡଲାଇନ ଅନୁସାରେ ଦିଲ୍ଲୀ, ଚେନ୍ନାଇ,…

୪୦ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କଲା ଗଜପତି ଜିଲ୍ଲା ପୋଲିସ

ଗଜପତି: ଗଜପତି ଜିଲ୍ଲା ମୋହନା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ୪୦ ଲକ୍ଷ ଟଙ୍କା ମୂଲ୍ୟର ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ। ସୂଚନା ମୁତାବକ ଆର୍‌.ଉଦୟଗିରି ଅଞ୍ଚଳରୁ ଏକ ଗଞ୍ଜେଇ ବୋଝେଇ ଟ୍ରକ ଆଗ୍ରା ଯାଉଥିବା ମୋହନା ପୁଲିସକୁ ଖବର ମିଳିଥିଲା। ଏହା ପରେ ଥାନା ଅଧିକାରୀଙ୍କର ଏକ ଟିମ…

ବଜ୍ରପାତ ସହ ବର୍ଷା ଆଶଙ୍କା: ୭ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରାଜ୍ୟର ୭ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରାଯାଇଛି। ଏହି ଜିଲ୍ଲା ଗୁଡିକ ହେଉଛି ସମ୍ବଲପୁର, ସୁନ୍ଦରଗଡ, ଝରସୁଗୁଡା, ଦେଓଗଡ଼, ବରଗଡ଼, ମୟୁରଭଞ୍ଜ ଓ କେନ୍ଦୁଝର…

ନାବାଳିକା ଗଣଦୁଷ୍କର୍ମ ମାମଲାରେ ମହିଳା କମିଶନଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର: ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ରାଜ୍ୟ ମହିଳା କମିଶନ ରିପୋର୍ଟ ତଲବ କରିଛନ୍ତି । ତୁରନ୍ତ ଏ ନେଇ ତଦନ୍ତ ସାରି ରିପୋର୍ଟ ଦାଖଲ କରିବା ପାଇଁ ଭୁବନେଶ୍ୱର ଡିସିପିଙ୍କୁ ମହିଳା କମିଶନର ଅଧ୍ୟକ୍ଷା ମିନତୀ ବେହେରା ଜଣାଇଛନ୍ତି । ଅନ୍ୟ ପକ୍ଷରେ ରାଜ୍ୟ ମହିଳା ଓ…

ଅନୁଭବଙ୍କ ବିରୁଦ୍ଧରେ ପାରିବାରିକ ହିଂସା ମାମଲା: ଆଜି ହେବ ଶୁଣାଣି

ଭୁବନେଶ୍ୱର: ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ତାଙ୍କ ପତ୍ନୀ ବର୍ଷା ପାରିବାରିକ ହିଂସା ଅଭିଯୋଗ ଆଣିଥିଲେ । ଯାହାର ଶୁଣାଣି ଆଜି କଟକ SDJM କୋର୍ଟରେ ହୋଇପାରେ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ,ସ୍ୱାମୀ ଅନୁଭବଙ୍କ ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ବର୍ଷା। କଟକ…

ଆର୍ଥିକ ଅନଗ୍ରସର ଲୋକଙ୍କୁ ଏମ୍‌ଏସ୍‌ଏମ୍‌ଇ ଗୁଣାତ୍ମକ ଜୀବନଶୈଳୀ ପ୍ରଦାନ କରିବାରେ ସହାୟ ହେବ: କ୍ୟାପଟେନ ଦିବ୍ୟଶଙ୍କର…

ଭୁବନେଶ୍ୱର: ଶିଳ୍ପସଂସ୍ଥା ଏବଂ ଏମ୍‌ଏସ୍‌ଏମ୍‌ଇ ଆମ ଜୀବିକାନିର୍ବାହର ମୁଖ୍ୟ ଉତ୍ସ । ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ସର୍ବାଧିକ ରୋଜଗାର ସୁଯୋଗ ରହିଛି । ବର୍ତ୍ତମାନ ଆମ ରାଜ୍ୟରେ ୧୦ ଲକ୍ଷରୁ ଅଧିକ ଯୋଗ୍ୟ ଯୁବକ କରୋନା ଯୋଗୁଁ ବିଭିନ୍ନ ରାଜ୍ୟରୁ ନିଜ ରାଜ୍ୟକୁ ଫେରିଆସିଛନ୍ତି । ଏହି କୁଶଳୀ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ   ତା୭-୯-୨୦୨୦ ସୋମବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର  ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ତା ୭ ରିଖ ସୋମବାର ସିଂହ ୨୩ ଦିନ ଆଶ୍ବିନ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ଦ୍ବିଜା ନକ୍ଷତ୍ର ମେଷ ଚନ୍ଦ୍ର    ଘାତ ବାର-: ମିଥୁନ ରାଶିର       ଘାତ…

ସ୍ୟାଣ୍ଡଲଉଡ ଡ୍ରଗ୍ସ ସ୍କାଣ୍ଡାଲ: ଫସିଲେ ବିବେକ ଓବ୍ରେଇଙ୍କ ଶାଳକ ଆଦିତ୍ୟ, ହ୍ୟାଲୋ କିଟି କୋଡ ୱାର୍ଡ ବ୍ୟବହାର…

ବାଙ୍ଗାଲୋର: କନ୍ନଡ ଅଭିନେତ୍ରୀ ରାଗିନୀ ଦ୍ୱିବେଦୀ ଗିରଫ ହେବା ପରେ ଏଠାକାର ଫିଲ୍ମ ଇଣ୍ଡଷ୍ଟ୍ରିର ଡ୍ରଗ୍ସର କାରୋବାର ରହସ୍ୟ ଖୋଲିବାରେ ଲାଗିଛି। ସେଂଟ୍ରାଲ କ୍ରାଇମ ବ୍ୟୁରୋ ରବିବାର ବଲିଉଡ ଫିଲ୍ମ ଅଭିନେତା ବିବେକ ଓବ୍ରେଇଙ୍କ ଶାଳକ ଆଦିତ୍ୟ, କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଜୀବରାଜଙ୍କ…