Latest Odisha News

BREAKING NEWS

ମଧୁମେହ ରୋଗୀଙ୍କ ପାଇଁ କିଛି ଉପକାରୀ ଫଳ!

ଭୁବନେଶ୍ୱର: ଡାଇବେଟିସ୍ ତଥା ମଧୁମେହ ରୋଗରୁ ସୁସ୍ଥ ରହିବାର ମୂଳ ମନ୍ତ୍ର ହେଉଛି ସନ୍ତୁଳିତ ଆହାର । କେବଳ ସନ୍ତୁଳିତ ଆହାର ଦ୍ୱାରା ଶରୀରରେ ସୁଗାରର ସ୍ତରକୁ ନିୟନ୍ତ୍ରିତ କରାଯାଇପାରେ । ଏକ୍ସପର୍ଟଙ୍କ ମତରେ ମଧୁମେହ ରୋଗୀମାନେ ମଧ୍ୟ ଫଳ ଖାଇପାରିବେ । ଜାଣନ୍ତୁ ମଧୁମେହ ରୋଗୀଙ୍କ ପାଇଁ…

ମହାନଦୀକୁ ଡେଇଁଲେ ମହିଳା, ଉଦ୍ଧାର କଲେ ମତ୍ସ୍ୟଜୀବୀ

କଟକ: ପୁଣି ମହାନଦୀକୁ ଡେଇଁଲେ ଜଣେ ମହିଳା । ତାଙ୍କୁ ଉଦ୍ଧାର କରିଛନ୍ତି ମତ୍ସ୍ୟଜୀବୀ । ଏହି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାରେ । ବାଙ୍କି ନିକଟ ସୁବର୍ଣ୍ଣପୁର-ଜାତମୁଣ୍ଡିଆ ବ୍ରିଜ ଉପରୁ ନଦୀ ଗର୍ଭକୁ ଜଣେ ଯୁବତୀ ଡେଇଁଥିଲେ । ଖବର ପାଇ ପୋଲିସ ଡମପଡ଼ା ଅଗ୍ନିଶମ ବାହିନୀକୁ ଖବର…

ଗଞ୍ଜାମରେ ଶହେ ତଳକୁ ଖସିଲା ପଜିଟିଭ୍ କେସ, ୯୩% ସୁସ୍ଥ

ଭୁବନେଶ୍ୱର: ଗଞ୍ଜାମରେ ନିୟନ୍ତ୍ରଣକୁ ଆସୁଛି କରୋନା । ଧୀରେ ଧୀରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ରାଜ୍ୟରେ କରୋନାର ରେଡହଟ୍ ଥିବା ଗଞ୍ଜାମ ଜିଲ୍ଲାରେ ଦୁଇ ମାସ ପରେ ଶହେ ତଳକୁ ଖସିଲି ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ଗଞ୍ଜାମରୁ ୯୭ ଜଣ ନୂଆ ଭୂତାଣୁ ସଂକ୍ରମିତ…

LACରେ ଚ୍ୟାଲେଞ୍ଜକୁ ସାମନା କରିବା ପାଇଁ ସେନା ପ୍ରସ୍ତୁତ: ସେନାମୁଖ୍ୟ

ଜମ୍ମୁ କଶ୍ମୀର: ଚୀନ୍ ସହ ସୀମା ବିବାଦ ଭିତରେ ଦୁଇ ଦିନି ଲେହ ଗସ୍ତରେ ଯାଇଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ୍ ଏମ୍. ଏମ୍. ନର୍ଭାଣେ । ସୀମାରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବରିଷ୍ଠ ସେନା ଅଧିକାରୀଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ସେନାମୁଖ୍ୟ କହିଛନ୍ତି, ସୀମାରେ…

ରାଜ୍ୟରେ ଆଉ ୯ ଜଣଙ୍କର ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ବଢୁଚି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୯ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ବଲାଙ୍ଗୀର ଜିଲ୍ଲାରୁ ଦୁଇ ଜଣ ଲେଖାଏଁ ଆକ୍ରାନ୍ତ ଅଛନ୍ତି । ରାୟଗଡାରୁ ପ୍ରାଣ ହରାଇଛନ୍ତି ଜଣେ ସଂକ୍ରମିତ । ମୃତକଙ୍କ ଭିତରେ ୩ ଜଣ ପୁରୁଷ…

ଖୋର୍ଦ୍ଧାରେ ୮୫୯ ଓ ଗଞ୍ଜାମରେ ୯୭, ଗୋଟିଏ ଦିନରେ ୩୨୬୭ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ଗଞ୍ଜାମରେ କମୁଛି, ଖୋର୍ଦ୍ଧା ଓ କଟକରେ ମାଡୁଛି କରୋନା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୩ ହଜାର ୨୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧ ହଜାର ୯୬୧ ଓ ଲୋକାଲ୍ କଣ୍ଟାଣ୍ଟ କେସ ରହିଛି ୧ ହଜାର ୩୦୬ । ନୂଆ ରେକର୍ଡ କରିଛି ଖୋର୍ଦ୍ଧା ।…

କରୋନା ଲକ୍ଷଣ ଥିଲେ ସାଂସଦଙ୍କୁ ମିଳିବନି ପାର୍ଲାମେଣ୍ଟରେ ଏଣ୍ଟ୍ରି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ପାଖାପାଖି ୮୪ ହଜାର ନୂଆ ସଂକ୍ରମିତ ହୋଇଛନ୍ତି । କରୋନା କାଳରେ ଆସନ୍ତା ଗୁରୁବାରଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଅଧିବେଶନରେ ଯୋଗ ଦେବାକୁ ଥିବା ସାଂସଦମାନଙ୍କର ହେବ କୋଭିଡ୍ ଟେଷ୍ଟ ।…

ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ କୌଣସି ଋଣ ଏନପିଏ ଘୋଷଣା କର ନାହିଁ, ମୋରାଟୋରିୟମ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ : ବ୍ୟକ୍ତିଗତ ଏବଂ ବ୍ୟବସାୟିକ ଋଣଦାତାମାନଙ୍କୁ ବହୁତ ଆରାମ ଦେଇ ସୁପ୍ରିମକୋର୍ଟ କହିଛନ୍ତି ଯେ ତାଙ୍କ ତରଫରୁ ଏକ ନୂତନ ଆଦେଶ ନହେବା ପର୍ଯ୍ୟନ୍ତ କୌଣସି ଋଣ ଆକାଉଣ୍ଟକୁ ଏନପିଏ ଘୋଷଣା କରାଯିବା ଉଚିତ୍ ନୁହେଁ। ମୋର୍ଚ୍ଚା ଅବଧି ମଧ୍ୟରେ ସୁଧ ପୁନରୁଦ୍ଧାର ପାଇଁ ଦାଖଲ ହୋଇଥିବା…

ସାମୁଏଲ୍ ମିରାଣ୍ଡାଙ୍କୁ ହେପାଜତରେ ନେଲା ଏନସିବି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଓ ଡ୍ରଗ୍ସ ଲିଙ୍କର ଖୋଳତାଡ କରୁଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ସ୍କାନରରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ ଓ ସୁଶାନ୍ତ ସିଂହ ରାଜପୁତଙ୍କ ହାଉସ ମ୍ୟାନେଜର ସାମୁଏଲ୍ ମିରାଣ୍ଡା । ଆଜି ସାମୁଏଲ…

ସାମସଙ୍ଗ ଗାଲାକ୍ସି ଟ୍ୟାବ୍ ଏସ୍୭ ୱାଇ-ଫାଇ ମଡେଲ ରିଲାଏନ୍ସ ଡିଜିଟାଲ ସହବନ୍ଧନରେ ଏବେ ଭାରତରେ ଉପଲବ୍ଧ

ଆକର୍ଷଣୀୟ ଅଫର୍ ସହ ରିଲାଏନ୍ସ ଡିଜିଟାଲରେ ପ୍ରି ବୁକିଂ ପାଇଁ ଉପଲବ୍ଧ ହେଉଛି ସାମସଙ୍ଗ ଗାଲାକ୍ସି ଟାବ୍ ଏସ୍ ୭ ୱାଇ-ଫାଇ ମଡେଲ ମୁମ୍ବାଇ: ବହୁ ପ୍ରତୀକ୍ଷିତ ସାମସଙ୍ଗ ଗାଲାକ୍ସି ଟାବ୍ ଏସ୍ ୭ ୱାଇ ଫାଇ ମଡେଲ ଓ ଏସ୍ ୭ ପ୍ଲସ ଭାରତରେ ଲଞ୍ଚ ହେବାକୁ ଯାଉଛି । ଏହି ଅବସରରେ ଭାରତର ସର୍ବ ବୃହତ୍ତ…