ଢେଙ୍କାନାଳ ସହକାରୀ ଜିଲ୍ଲାପାଳ ରଞ୍ଜନ କୁମାର ରାଉତଙ୍କ ଦେହାନ୍ତ
ଢେଙ୍କାନାଳ: ଢେଙ୍କାନାଳ ସହକାରୀ ଜିଲ୍ଲାପାଳ ରଞ୍ଜନ କୁମାର ରାଉତ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଦିନ ମୃତ୍ୟୁ ବରଣ କରିଛନ୍ତି ।
ସେ ଢେଙ୍କାନାଳ ଜିଲ୍ଲାର ଡିଆଇଏବଂପିଆରଓ ଇନଚାର୍ଜ ଭାବେ କାର୍ଯ୍ୟରତ ଥିଲେ ।
ପ୍ରାପ୍ତ ସୂଚନାନୁଯାୟୀ, ଶ୍ରୀ ରାଉତ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ…