ନିର୍ଦ୍ଦେଶକ ଏସଏସ ରାଜାମୌଲିଙ୍କ ଫିଲ୍ମ ‘ଆର୍ଆର୍ଆର୍’ରେ ନଜର ଆସିବେ ଏହି ବିଦେଶୀ କଳାକାର
ନୂଆଦିଲ୍ଲୀ: ୨୦୨୧ ରେ ରିଲିଜକୁ ଅପେକ୍ଷା କରିଥିବା ଚଳଚ୍ଚିତ୍ର ମଧ୍ୟରେ ନିର୍ଦ୍ଦେଶକ ଏସଏସ ରାଜାମୌଲିଙ୍କ ଫିଲ୍ମ ଆରଆରଆର ଅନ୍ୟତମ। ରାଜାମୌଲିଙ୍କ ବାହୁବଲୀ ସିରିଜ୍ ପରେ ଏବେ ଆସୁଛି RRR। ଏଥିରେ ଅଜୟ ଦେବଗନ୍ ଏବଂ ଆଲିଆ ଭଟ୍ଟ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହେବେ। ତେବେ ଏହି ଚଳଚ୍ଚିତ୍ରର…