Latest Odisha News

BREAKING NEWS

କିଟ୍‍ ଓ ବିସିଆଇ ସହଭାଗିତାରେ ଭୁବନେଶ୍ୱରରେ ହେବ ‘ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଲ’

ଭୁବନେଶ୍ୱର: କିଟ୍‍ ଓ ବିସିଆଇ ସହଭାଗିତାରେ ଭୁବନେଶ୍ୱରରେ 'ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଲ' ପ୍ରତିଷ୍ଠା ହେବ। ବାର୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ (ବିସିଆଇ) ଦେଶରେ ଆଇନ୍‍ ଶିକ୍ଷା ଓ ଆଇନ୍‍ ବୃତ୍ତିର ପ୍ରୋତ୍ସାହନ ଓ ନିୟନ୍ତ୍ରଣ ନିମନ୍ତେ ଅଧିବକ୍ତା ଆଇନ ୧୯୬୧ ଅନୁସାରେ ସଂସଦ…

ଆଇଆଇଏମ୍‍ସିରେ ଭାରତୀୟ ଖବରକାଗଜ ଦିବସ ପାଳିତ; ପ୍ରଥମ ଲ୍ୟାବ୍‍ ଜର୍ଣ୍ଣାଲ୍‍ ଉନ୍ମୋଚିତ

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ୨୦୨୦-୨୦୨୧ ଶିକ୍ଷା ବର୍ଷର ପ୍ରଥମ ଲ୍ୟାବ୍‍ ଜର୍ଣ୍ଣାଲ୍‍ ଉନ୍ମୋଚିତ ହୋଇଛି । ସ୍ନାତକୋତ୍ତର ଓଡ଼ିଆ ସାମ୍ବାଦିକତା ଡିପ୍ଲୋମା ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ ଏହାକୁ ପ୍ରସ୍ତୁତ କରିଛନ୍ତି । ଏହି ଅଭ୍ୟାସ ପ୍ରକାଶନ ଉନ୍ମୋଚନ କରି…

ପ୍ରସନ୍ନାଙ୍କ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ନେଇ ଅମୀର ଆଗ୍ରହୀ

ମୁମ୍ବାଇ: ବଲିଉଡର ଷ୍ଟାର ଅଭିନେତା ଅମୀର ଖାଁ ଏବେ ଲାଲ ସିଂ ଚଢ଼ା ଫିଲ୍ମ ଶୁଟିଂରେ ବ୍ୟସ୍ତ । ଅବଶ୍ୟ ଏବେ ସେ ଏହି ଶୁଟିଂ କିଛି ଦିନ ବନ୍ଦ ରଖି ବନ୍ଧୁ ଅମୀନ ହାଜିଙ୍କ ଏକ ଫିଲ୍ମରେ ଡ୍ୟାନ୍ସ ନମ୍ବର ଶୁଟିଂ କରୁଛନ୍ତି । ବଲିଉଡ ହଙ୍ଗମାରେ ପ୍ରକାଶିତ ଖବର ଅନୁସାରେ ଅମୀର ତାଙ୍କର ଆଗାମୀ…

ଓଡ଼ିଶାରୁ ଦିନକରେ ୧୫୭ କରୋନା ରୋଗୀ ସୁସ୍ଥ, ସୁନ୍ଦରଗଡ଼ରୁ ସର୍ବାଧିକ ୩୦ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୫୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏଥିମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୩୦ ଜଣ ରହିଛନ୍ତି। ତା' ତଳକୁ ପୁରୀ ଓ ସମ୍ବଲପୁରରୁ ୨୩ ଜଣ ରହିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।…

ମଧୁ ମଂଟେନାଙ୍କ ରାମାୟଣ ଫିଲ୍ମରେ ରାମ-ସୀତା ହେବେ ହ୍ରିତିକ-ଦୀପିକା

ମୁମ୍ବାଇ: ନିର୍ମାତା ମଧୁ ମଂଟେନା ଖୁବ୍ ଶୀଘ୍ର ରାମାୟଣ ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଏହି ମେଗା ବଜେଟ ଫିଲ୍ମରେ ରାମ ଏବଂ ସୀତାଙ୍କ ଭୂମିକାରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନ ଅଭିନୟ କରିବେ । ଏହା ୩ଡି ଫର୍ମାଟରେ ୨ଟି ଭାଗରେ ନିର୍ମିତ ହେବ । ଦଙ୍ଗଲର ନିର୍ଦ୍ଦେଶକ…

ଦେଶର ୫ଟି ରାଜ୍ୟକୁ ବନ୍ୟା ସହାୟତା ରାଶି ଘୋଷଣା କଲା କେନ୍ଦ୍ର:ଓଡ଼ିଶାକୁ ୩୨୦.୯୪ କୋଟି

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟକୁ ବନ୍ୟା ସହାୟତା ରାଶି ଘୋଷଣା କଲା କେନ୍ଦ୍ର । ଦେଶର ୫ଟି ରାଜ୍ୟକୁ ଅତିରିକ୍ତ କେନ୍ଦ୍ରୀୟ ସହାୟତା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର । ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ଅଧିନରେ ଏହି ସହାୟତା ରାଶି ଅନୁମୋଦନ ହୋଇଛି । ୫ଟି ରାଜ୍ୟ ପାଇଁ ୧,୭୫୧.୦୫ କୋଟି…

ଫେବୃଆରୀ ୨ରୁ ଖୋଲିବ ରାଜ୍ୟର ଦୁଇ ପ୍ଲାନେଟୋରିୟମ୍

ଭୁବନେଶ୍ୱର: ରାଜ୍ୟର ଦୁଇଟି ପ୍ଲାନେଟୋରିୟମ୍ ଆସନ୍ତା ଫେବୃଆରୀ ୨ ତାରିଖରୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବାକୁ ଯାଉଛି। ସୂଚନା ଅନୁଯାୟୀ, ଫେବୃଆରୀ ୨ରୁ ପର୍ଯ୍ୟଟକ ମାନଙ୍କ ପାଇଁ ଭୁବନେଶ୍ୱରର ପଠାନି ସାମନ୍ତ ପ୍ଲାନେଟୋରିୟମ୍ ଏବଂ ସମ୍ବଲପୁର ଜିଲ୍ଲାର ବୁର୍ଲା ସ୍ଥିତ ଡ. ଅବଦୁଲ କଲାମ…

କାର- ଅଟୋ ମୁହାଁମୁହିଁ ଧକ୍କା, ୧୨ରୁ ଅଧିକ ଯାତ୍ରୀ ଗୁରୁତର

ମୋରଡା: ମୟୁରଭଞ୍ଜ ଜିଲ୍ଲା ଚିତ୍ରଡା-ଷ୍ଟେସନ ଅମରଦା ରୋଡ଼ ରାସଗୋବିନ୍ଦପୁର ଥାନା ନାକିଚୁଆ ନିକଟ ବାଙ୍କ ଜଙ୍ଗଲରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର ଓ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ୧୨ରୁ ଯାତ୍ରୀ ଗୁରୁତର ହୋଇଛନ୍ତି ।  ସୂଚନାନୁଯାୟୀ, ଅଟୋରେ ବସି ଯାତ୍ରୀମାନେ ରାସଗୋବିନ୍ଦପୁର…

ଦିଲ୍ଲୀରେ ବିସ୍ଫୋରଣ, ଫରେନସିକ୍ ଓ ଏନଆଇଏର ଛାନଭିନ୍

ନୂଆଦିଲ୍ଲୀ : ଦିଲ୍ଲୀରେ ବିସ୍ଫୋରଣ । ଦିଲ୍ଲୀର ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ କେହି ମୃତାହତ ହୋଇନଥିଲେ ମଧ୍ୟ ଏହା ଦେଶବାସୀଙ୍କ ମନରେ ଆତଙ୍କ ସୃଷ୍ଟି କରିଛି । ଏହା ଆତଙ୍କବାଦୀ କାର୍ଯ୍ୟକଳାପ ହୋଇଥାଏ ପାରେ ବୋଲି ସନ୍ଦେହ କରାଯାଉଛି । ବୋମା…

ଫେବୃଆରୀ ୬ରୁ ଧଉଳି-କଳିଙ୍ଗ ମହୋତ୍ସବ ଆରମ୍ଭ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୬ରୁ ବିଶ୍ଵ ପ୍ରସିଦ୍ଧ ଧଉଳି ପାହାଡର ପାଦ ଦେଶରେ ଧଉଳି-କଳିଙ୍ଗ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଦେଶ ବିଦେଶରୁ ଖ୍ୟାତି ସମ୍ପନ୍ନ କଳାକାର ମାନେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଏହିଠାରେ ଅବସ୍ଥିତ ଶାନ୍ତି ସ୍ତୂପକୁ ସାକ୍ଷୀ କରି ଶାନ୍ତି ଓ ମୈତ୍ରୀର…