Latest Odisha News

BREAKING NEWS

ଭାଙ୍ଗିଲା ସବୁ ରେକର୍ଡ: ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୭୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ଟପିଲା…

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ମାତ୍ର ୨ ଦିନରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୨୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର…

ଫୁଲୁଛି ବ୍ରାହ୍ମଣୀ: ପାଣି ଘେରରେ ଢେଙ୍କାନାଳ ଜିଲ୍ଲାର ଅନେକ ଅଞ୍ଚଳ

ଢେଙ୍କାନାଳ: ଲଗାଣ ବର୍ଷା କାରଣରୁ ବ୍ରାହ୍ମଣୀ ଓ ରାମିଆଳ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ନଦୀରେ ଜଳସ୍ତର ବୃଦ୍ଧି ପାଇବା କାରଣରୁ ଭୁବନ ଓ ଗନ୍ଦିଆ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଶଙ୍କାରେ ଅଛନ୍ତି ତଳିଆ ଅଞ୍ଚଳବାସୀ। ବନ୍ୟାଜଳରେ ଭୁବନ ବ୍ଳକର ଜୟପୁର, କୃଷ୍ଣପୁର ଓ…

କୋଭିଡ୍ ଟେଷ୍ଟିଂରେ ଆଗରେ ଓଡ଼ିଶା: ଗୋଟିଏ ଦିନରେ ରେକର୍ଡ ୬୮ ହଜାର ନମୁନା ପରୀକ୍ଷା

ଭୁବନେଶ୍ୱର: ୩୨ରୁ ୪୨, ତାପରେ ୫୦ ହଜାର । ଏବେ ପ୍ରତିଦିନ ୬୦ ହଜାରରୁ ଅଧିକ । ରାଜ୍ୟରେ ବଢ଼ି ଚାଲିଛି କୋଭିଡ୍ ଟେଷ୍ଟିଂ । ରେକର୍ଡ ସ୍ତର ଛୁଇଁଛି । ଗୋଟିଏ ଦିନରେ ୬୮ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୮ ହଜାର ୯୦ କୋଭିଡ୍ ଟେଷ୍ଟିଂ କରାଯାଇଛି ।…

ରିୟାଙ୍କ ବ୍ଲଡ୍ ସାମ୍ପୁଲ ନେବ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ

ଭୁବନେଶ୍ୱର: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଆଗଉଛି । ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ । ଅଡୁଆ ଭିତରେ ଫଶି ଚାଲିଛନ୍ତି ରିୟା ଚକ୍ରବର୍ତ୍ତୀ । ଏବେ ଡ୍ରଗ୍ସ ମାଫିଆଙ୍କ ସହ ରିୟାଙ୍କ ଲିଙ୍କ ସୂରାକ ମିଳିବା ପରେ ମାମଲା ରୁଜୁ କରି ଖୋଳତାଡ ଆରମ୍ଭ କରିଛି ନାରକୋଟିକ୍ସ କଣ୍ଟ୍ରୋଲ…

ବଢ଼ୁଛୁ ବୈତରଣୀର ଜଳସ୍ତର: ଧାମନଗରରୁ ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ

ଯାଜପୁର: ଲଗାଣ ବର୍ଷା ଯୋଗୁଁ ବଢୁଛି ବୈତରଣୀ ନଦୀ । ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଲଘୁଚାପ ଜନିତ ଲଗାଣ ବର୍ଷା ବୈତରଣୀ ଓ ତାର ଶାଖା ନଦୀ ଗୁଡିକ କ୍ରମଶଃ ଫୁଲି ବିଶାଳ ରୂପ ଧାରଣ କଲେଣି। ବୈତରଣୀ ନଦୀ ବିପଦ ସଙ୍କେତର ଯଥେଷ୍ଟ ଉପରେ ପ୍ରବାହିତ ହେଉଛି। ଏହାର ପ୍ରଭାବରେ…

ଦ’ କପିଳ ଶର୍ମା ସୋ’ ବନ୍ଦ କରିବାକୁ ସୁଶାନ୍ତଙ୍କ ପ୍ରଶଂସକଙ୍କ ଆହ୍ୱାନ, ଜାଣନ୍ତୁ କାହିଁକି

ମୁମ୍ବାଇ: ସ୍ବର୍ଗତ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁକୁ ନେଉ ଅଡୁଆ ଛିଡୁ ନଥିବା ବେଳେ ନୂଆ ନୂଆ ତଥ୍ୟ ମାନ ସାମ୍ନାକୁ ଆସୁଛି। ତେବେ ଏବେ ସାମାଜିକ ଗଣମାଧ୍ୟମରେ ସୁଶାନ୍ତଙ୍କ ପ୍ରଶଂସକ "ଦ' କପିଳ ଶର୍ମା ସୋ ବର୍ଜନ କରିବାକୁ ଆହ୍ୱାନ ଦେଉଥିବାର ଦେଖିବାକୁ ମିଳିଛି । ଏବେ ଆପଣ ଭାବୁଥିବେ…

ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା: ରେଡ଼ ଓ୍ୱାର୍ଣ୍ଣିଂରେ ୧୩ ଜିଲ୍ଲା

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ବିଗତ ୨ ଦିନ ହେବ ଲଗାଣ ବର୍ଷାରେ ବେହାଲ ହେଲାଣି ରାଜ୍ୟ । ସବୁଆଡେ ଜଳମଗ୍ନ । ଅଧିକାଂଶ ନଦୀ ଫୁଲିବା ଆରମ୍ଭ କଲେଣି । ମାତ୍ର ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁଯାୟୀ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱରସ୍ଥିତ ନାଲକୋ ଛକ ନିକଟରେ ୨ ଟି କାର୍‌ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ  ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ସୂଚନା ମିଳିଛି । ମୃତକ ମାନେ ସମସ୍ତେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି।ମୃତକଙ୍କ ମଧ୍ୟରେ…

ଜାଣନ୍ତୁ, ଗୋଲାପ ଫୁଲର ଔଷଧୀୟ ଗୁଣ ସମ୍ପର୍କରେ

ଭୁବନେଶ୍ୱର: ଗୋଲାପକୁ ଫୁଲ ମାନଙ୍କ ମଧ୍ୟରେ ସର୍ବୋକୃଷ୍ଟ ବୋଲି ବିବେଚନା କରାଯାଏ । ଏହା ଦେଖିବାକୁ ଯେତିକି ସୁନ୍ଦର ଏହାର ବାସ୍ନା ମଧ୍ୟ ସେତିକି ତୃପ୍ତି ଦିଏ । ସମସ୍ତଙ୍କ ବଗିଚାରେ ସହଜରେ ମିଳିଯାଉଥିବା ଏହି ଫୁଲରେ ଭରି ରହିଛି ଅଦ୍ଭୁତ ଔଷଧୀୟ ଗୁଣ । ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ…

ପ୍ରତିଦିନ ଘରେ ବଜାନ୍ତୁ ଶଙ୍ଖ; ମିଳିବ ଏହିସବୁ ଫାଇଦା

ଭୁବନେଶ୍ୱର: ଶୁଭ କମରେ ପ୍ରଥମେ ଶଙ୍ଖକୁ ଖୋଜା ଯାଏ । ସତେ ଯେପରି ଶଙ୍ଖ ଧ୍ୱନି ବିନା ସବୁ କାମ ଅଧୁର ରହିଯିବ। ମନ୍ଦିର ହେଉ ଅବା ଘରେ ପୂଜା ପର୍ବ ତଥା ଶୁଭ କାମରେ ଶଙ୍ଖ ଧ୍ୱନି ବାଜିଲେ ଚାରିଦିଗରେ ଏକ ଧାର୍ମିକ ଓ ଶାନ୍ତିର ବାତାବରଣ ଖେଳିଯାଏ । ଖାଲି ଧାର୍ମିକ ନୁହେ ଶଙ୍ଖ ଧ୍ୱନୀ ସହ…