Latest Odisha News

BREAKING NEWS

ଆଜିଠୁ ଆହୁରି ବର୍ଷିବ: ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ଏହାର ପ୍ରକୋପ ଆହୁରି ବଢିବା ସହ ୨୬ ତାରିଖ ସକାଳୁ ରାଜ୍ୟରେ ବର୍ଷାର ପରିମାଣ ବଢିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ବିଶେଷକରି ଉତ୍ତର ଓ ପଶ୍ଚିମ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପ୍ରବଳ…

ମୋବାଇଲ ପାଇଁ ଜୀବନ ହାରିଲେ ନାବାଳକ !

ନବରଙ୍ଗପୁର: ମୋବାଇଲ୍ ଧରିବାକୁ ମନା କଲେ ବାପା । ଏଥିରେ ରାଗିଯାଇ ଆତ୍ମହତ୍ୟା କଲା ୧୪ ବର୍ଷୀୟ ନାବାଳକ ପୁଅ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁମୁଲି ପଞ୍ଚାୟତ ର ଜାମଦୋରା ଗ୍ରାମରେ। ସ୍ଥାନୀୟ ଜାମଧରା ଗ୍ରାମର ଜରାହା ଗଣ୍ଡଙ୍କ ବଡ଼ ପୁଅ…

ଅନଲାଇନ ଠକେଇ: ଅର୍ଡର କଲେ ଫୋନ, ଆସିଲା ଲୁଗାଧୁଆ ସାବୁନ

ଯୋଡ଼ା: ମହଙ୍ଗା ପଡିଲା ଅନଲାଇନ ସପିଂ। ଅର୍ଡର କଲେ ଫୋନ ଆସିଲା ଲୁଗା ଧୁଆ ସାବୁନ । ଏପରି ଏକ ଠକେଇ ଘଟଣା ଘଟିଛି ଯୋଡ଼ା ବ୍ଲକ ବଲାଣି ଅଂଚଳରେ । ସୂଚନାନୁସାରେ ବଲାଣି ସେଲ୍ ଖଣିରେ କାର୍ଯ୍ୟ କରୁଥିବା ଦିଲୀପ କୁମାର ଉପାଧ୍ୟାୟ ଚଳିତ ମାସ ୬ ତାରିଖରେ ଆମାଜନ ରୁ ଏକ ଆଣ୍ଡ୍ରଏଡ଼ ଫୋନ ଅର୍ଡର…

ରାଉରକେଲାରେ କୋଭିଡ ସ୍ଥିତିର ସମୀକ୍ଷା କଲେ ସୁନ୍ଦରଗଡ଼ ଜିଲ୍ଲାପାଳ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ରାଉରକେଲା ରେ କୋଭିଡ ସ୍ଥିତି ର ଏକ ସମୀକ୍ଷା କରିଛନ୍ତି l ସମୀକ୍ଷା ବୈଠକରେ ମାନ୍ୟବର ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା କମିଟୀ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ରାଉରକେଲା ଏସ ପି. ଶ୍ରୀ କେ ଶିବା ସୁବ୍ରମଣି, ଅତିରିକ୍ତ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ ତା ୨୬-୮-୨୦୨୦ ବୁଧବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୨୬ ରିଖ ବୁଧବାର ସିଂହ ୧୧ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ଭୁକ୍ତ ନବମୀ ତିଥି ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର ଘାତ ବାର-: କର୍କଟ ରାଶିର…

ଅନ୍‌-ଲାଇନ୍‌ରେ ପାଦ ଫଟୋ ବିକି କୋଟିପତି !

ଭୁବନେଶ୍ୱର: ଦୁନିଆରେ ଅର୍ଥ ଉପାର୍ଜନ କରିବାକୁ କିଏ ବା ନ ଚାହେଁ ? ଇଣ୍ଟରନେଟ ଯୁଗରେ କିଛି ସାଧାରଣ ଲୋକ ଅର୍ଥ ଆୟ କରିବାର ଅସାଧାରଣ ଉପାୟ ଖୋଜିପାଇଛନ୍ତି । ଜଣେ ବ୍ୟକ୍ତି କେବଳ ନିଜ ପାଦର ଫଟୋ ବିକି ମାସକୁ ପ୍ରାୟ ୩ ଲକ୍ଷ ଟଙ୍କା ଇନକମ୍ କରୁଛନ୍ତି । ଆମେରିକା ଆରିଜୋନାର ୩୫ବର୍ଷୀୟ…

୨୦୦୦ ନୋଟ ସର୍କୁଲେଶନ କମିଛି, ବନ୍ଦ ହେବନି ତ!

ନୂଆଦିଲ୍ଲୀ:୨୦୦୦ ଟଙ୍କା ବନ୍ଦ ହେବା ନେଇ ସୋସିଆଲ ସାଇଟରେ ବିଭିନ୍ନ ଖବର ପ୍ରକାଶ ପାଉଛି । ତେବେ ଏ ନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ । ସର୍କୁଳେଶନ କମିବା ଯୋଗୁ ୨୦୧୯-୨୦ରେ ୨ହଜାର ଟଙ୍କିଆ ନୋଟ ଛପାଯାଇ ନାହିଁ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।…

ହାତରେ ଗ୍ଲୋବ୍ସ ଓ ମୁହଁରେ ମାସ୍କ ପିନ୍ଧି JEE, NEET ପରୀକ୍ଷା ଦେବେ ପରୀକ୍ଷାର୍ଥୀ

ନୂଆଦିଲ୍ଲୀ: କରୋନା କାଳ ଭିତରେ ଏଥର ଦେଶରେ ଆୟୋଜନ ହେବ ଜେଇଇ ଓ ନିଟ୍ ପରୀକ୍ଷା । ଜେଇଇ ମେନ ପରୀକ୍ଷା ସେପ୍ଟେମ୍ବର ୧ ରୁ ସେପ୍ଟେମ୍ବର ୬ ମଧ୍ୟରେ ଆୟୋଜିତ ହେବ। ସେହି ପରି ନିଟ୍ ପରୀକ୍ଷା ସେପ୍ଟେମ୍ବର ୧୩ରେ ହେବ। ସମଗ୍ର ଦେଶରେ କରୋନାଭାଇରସ୍ ମଧ୍ୟରେ ଜେଇଇ ମେନ୍ ଓ ନିଟ୍ ପରୀକ୍ଷା ସ୍ଥଗିତ…

ଓଡିଶାରେ ରେକର୍ଡ ସଂଖ୍ୟକ ୨୫୪୬ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୫୪୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୨୫୪୬ ଜଣଙ୍କ ମଧ୍ୟରୁ ୬୨୭ ଜଣ ଖୋର୍ଦ୍ଧାରୁ, ୨୬୬ ଜଣ ଗଞ୍ଜାମ, ୧୪୩ ଜଣ ନୟାଗଡରୁ, ପୁରୀରୁ ୧୪୧,…

ମାସ୍କ ପିନ୍ଧୁ ନଥିବା ବ୍ୟକ୍ତିଙ୍କ ପାଇଁ କରୋନା ବ୍ୟାପୁଛି: ICMR

ନୂଆଦିଲ୍ଲୀ: ସାରା ଦେଶରେ ଚାଲିଛି କରୋନାର ରାଜ । ପ୍ରତିଦିନ ବଢ଼ୁଛି ସଂକ୍ରମଣ ସଂଖ୍ୟା । କରୋନାଠୁ ଦୂରେଇ ରହିବା ପାଇଁ ମାସ୍କ ହିଁ ଏକମାତ୍ର ବିକଳ୍ପ । ତେଣୁ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି । କିନ୍ତୁ କିଛି ଦାୟିତ୍ୱହୀନ ମାସ୍କ ପିନ୍ଧୁନଥିବା ବ୍ୟକ୍ତିଙ୍କ ପାଇଁ ଦେଶରେ କରୋନା…