Latest Odisha News

BREAKING NEWS

ନବୀନ ପାଠାଗାର ପକ୍ଷରୁ ନେତାଜୀଙ୍କ ୧୨୫ ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର : ସ୍ଥାନୀୟ ନବୀନ ଭବନ ପରିସରରେ" ନବୀନ" ପକ୍ଷରୁ ନେତାଜୀଙ୍କ ୧୨୫ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି  ଅବସରରେ ବିଶିଷ୍ଟ ବକ୍ତା ମାନେ ମତ ରଖିଛନ୍ତି ଯେ, କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱ ଦରବାରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରି ସଂଗ୍ରାମୀ ନେତା ବିରଳ । ଏହି…

ଭାରତୀୟ ସେନାକୁ ଆଉ ଏକ ସଫଳତା, ପାନସରରେ ଠାବ କଲେ ୧୫୦ ମିଟର ଲମ୍ବର ସୁଡଙ୍ଗ

କଠୁଆ: ପାକିସ୍ତାନ ଓ ଆତଙ୍କବାଦୀଙ୍କ ଆଉ ଏକ ଷଡଯନ୍ତ୍ରକୁ ଭାରତୀୟ ସେନା ବିଫଳ କରିଦେଇଛି । ସେନାର ସତର୍କତା ଯୋଗୁ ଏଲଓସି ନିକଟରେ କଠୁଆର ଜିଲ୍ଲାର ପାନସରଠାରେ ୧୫୦ ମିଟର ଲମ୍ବର ଏକ ସୁଡଙ୍ଗ ଠାବ କରାଯାଇଛି । ପାକିସ୍ତାନ ଗୁପ୍ତଚର ସଂସ୍ଥା ଆଏସଆଇ ଆତଙ୍କବାଦୀଙ୍କୁ ପଠାଇବା ପାଇଁ ଏହି…

ଅସାବଧାନତା ଯୋଗୁଁ ଆଙ୍ଗୁଠି ହରାଇ ପାରନ୍ତି ସାପ ଉଦ୍ଧାରକାରୀ

ବାରିପଦା: ସାମାନ୍ୟ ଅସାବଧାନତା ସୃଷ୍ଟି କରେ ଅନେକ ସମସ୍ୟା । ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ନିକଟସ୍ଥ ବଡ଼ ସାହି ଗାଁଣରେ । ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଏକ ସାଢ଼େ ୩ ଫୁଟ ଲମ୍ବର ବଡ଼ ଚନ୍ଦନ ବୋଡା ସାପ ଉଦ୍ଧାର କରିଥିଲେ ସାପ ଉଦ୍ଧାରକାରୀ ଯତୀନ ନାୟକ । ଏହା ପରେ ଏକ…

ରେଲମଦଦ ହେଲ୍ପଲାଇନ୍ ନଂ-୧୩୯ ସହ ମିଶିଲା ସମସ୍ତ ରେଳବାଇ ହେଲ୍ପଲାଇନ୍ ନଂ

ଭୁବନେଶ୍ୱର: ରେଳବାଇରେ ଥିବା ସମସ୍ତ ହେଲ୍ପଲାଇନ ନମ୍ବରକୁ ହେଲ୍ପଲାଇନ ନମ୍ବର-୧୩୯ ସହିତ ମିଶ୍ରଣ କରାଯାଇଛି। ଯାହା ଫଳରେ ଯାତ୍ରୀ ମାନେ କିମ୍ବା ରେଳ ବ୍ୟବହାରକାରୀମାନେ ଏହି ନମ୍ବରକୁ ମନେ ରଖିବା ପାଇଁ ଏବଂ ରେଳବାଇ ସହିତ ଯୋଗାଯୋଗ କରିବା ସହଜ ହେବ। ଯାତ୍ରୀଙ୍କ ସୁବିଧା ଏବଂ ଏକ ଐକିକ…

ଘନ କୁହୁଡି ନେଇ ଓଡ଼ିଶାର ୯ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଓଡ଼ିଶାର ୯ଟି ଜିଲ୍ଲାରେ ଆସନ୍ତା ଦୁଇ ଦିନ ଧରି ଘନ କୁହୁଡ଼ି ଜାରି ରହିବ। ଏନେଇ ଶନିବାର ଦିନ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଆଇଏମଡିର ସୂଚନା ଅନୁଯାୟୀ, ଆସନ୍ତା ଜାନୁଆରୀ ୨୪ ତାରିଖରେ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କନ୍ଧମାଳ,…

ଜିଓ ପ୍ଲାଟଫର୍ମସ୍ ଲିମିଟେଡର ତୃତୀୟ ତ୍ରୟମାସିକ ନିଟ୍ ଲାଭ ୧୫.୫%କୁ ବୃଦ୍ଧି

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକ (ଅକ୍ଟୋବର-ଡିସେମ୍ବର)ରେ ଜିଓ ପ୍ଲାଟଫର୍ମସ୍‌ର ନିଟ୍ ଲାଭ ତାହାର ପୂର୍ବ ତିନିମାସ ତୁଳନାରେ ୧୫.୫%କୁ ବୃଦ୍ଧି ପାଇଛି। ଶୁକ୍ରବାର ସନ୍ଧ୍ୟାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଓ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍‌ର ତୃତୀୟ ତ୍ରୟମାସିକ…

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀରେ ଜର୍ମାନୀରେ ଭାରତୀୟ କନସୁଲ ଜେନେରାଲଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ

ମ୍ୟୁନିଚ୍: ଜର୍ମାନୀର ଭାରତର କନସୁଲ୍ ଜେନେରାଲ୍ ମୋହିତ ଯାଦବ ଶନିବାର ଦିନ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ମନେ ପକାଇ କହିଛନ୍ତି ଯେ ସେ ନିଜ ଦେଶବାସୀଙ୍କ ଉନ୍ନତି ପାଇଁ ଛିଡା ହୋଇଥିଲେ। ତାଙ୍କର ସାହସିକତା ଏବଂ ଉପନିବେଶବାଦ ବନ୍ଦ କରିବାରେ ତାଙ୍କର ଅବିସ୍ମରଣୀୟ ଅବଦାନ ପାଇଁ ଭାରତ ସର୍ବଦା…

କରୋନା ବିରୋଧୀ ଲଢେଇରେ ସମଗ୍ର ବିଶ୍ୱ ପ୍ରତି ମୋଦୀଙ୍କ ପଦକ୍ଷେପ ପ୍ରଶଂସାଯୋଗ୍ୟ; ‘ହୁ’ ମୁଖ୍ୟ

ନୂଆଦିଲ୍ଲୀ: କରୋନା ବିରୋଧରେ ଲଢେଇରେ ଅବଦାନ ପାଇଁ ଭାରତକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ପ୍ରଶଂସା କରାଯାଇଛି। WHO ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡନୋମ୍ ଗେବ୍ରେସର୍ସ ଶନିବାର ଦିନ କରୋନା ବିରୋଧରେ ଚାଲିଥିବା ବିଶ୍ୱସ୍ତରୀୟ ସଂଗ୍ରାମରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତକୁ ଧନ୍ୟବାଦ…

ଦୁବାଇରୁ ପିଏମ ମୋଦୀଙ୍କ ପାଇଁ ଆସିଛି ଏହି ସ୍ୱତନ୍ତ୍ର ପାଇଁ ଉପହାର

ନୂଆଦିଲ୍ଲୀ: ଦୁବାଇ ଦୁବାଇରେ ରହୁଥିବା ଜଣେ ୧୪ ବର୍ଷୀୟ ଭାରତୀୟ ମୂଳ ଯୁବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ସୁନ୍ଦର ଫଟୋଚିତ୍ର ତିଆରି କରିଛନ୍ତି। ୨୬ ଜାନୁଆରୀରେ ଗଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉପହାର ସ୍ୱରୂପ ଭାରତର କେରଳର ସରନ ସାସିକୁମାର ଏହି ଚିତ୍ର ତିଆରି…

ତାମିଲନାଡୁର ସଂସ୍କୃତି ଏବଂ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ କୌଣସି ସମ୍ମାନ ନାହିଁ; ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର କହିଛନ୍ତି ଯେ ତାମିଲନାଡୁର ସଂସ୍କୃତି, ଭାଷା ତଥା ଲୋକଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କୌଣସି ସମ୍ମାନ ନାହିଁ କାରଣ ସେ ତାଙ୍କ ଦଳର ଦକ୍ଷିଣ ସରକାରଙ୍କ ସହ ମିଶି ସେମାନଙ୍କୁ ଏକ ନୂତନ ସରକାର ଦେବା ପାଇଁ ପ୍ରତିଶୃତି…