Latest Odisha News

BREAKING NEWS

ଅଗ୍ରପୂଜ୍ୟ ଗଜାନନଙ୍କ ପୂଜାର ପୌରାଣିକ ମହତ୍ତ୍ୱ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ କନିଷ୍ଠ ପୁତ୍ର ପ୍ରଭୁ ଗଣେଶ ।  ହିନ୍ଦୁମାନେ ଜାତି, ଭାଷା, ବର୍ଣ୍ଣ ନିର୍ବିଶେଷରେ ଗଣେଶଙ୍କୁ ପୂଜା କରିଥାନ୍ତି। ଏପରିକି ଜୈନ, ବୌଦ୍ଧ ଧର୍ମର ତଥା ଅଣଭାରତୀୟମାନେ ମଧ୍ୟ ଗଣେଶଙ୍କ ଉପାସନା କରିବାର ଅନେକ ନଜିର ରହିଛି । ଅନେକ ବିଶେଷତ୍ୱ…

ଅମିତ ଶାହ ଅସୁସ୍ଥ, ଦିଲ୍ଲୀ ଏମସ୍ ରେ ଭର୍ତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ଦିଲ୍ଲୀ ଏମସ୍ ରେ ଭର୍ତ୍ତି କରାଯାଇଛି । ଗତ ଦୁଇ ତିନି ଦିନ ହେଲା ସେ ଶରୀରରେ ପୀଡା ଓ ଅତ୍ୟଧିକ କ୍ଲାନ୍ତ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସେ ଏବେ ସୁସ୍ଥ ଥିବା ଏମସ୍ ପକ୍ଷରୁ…

ରାଜ୍ୟରେ ଆଉ ୯ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର ଦିନ ଆଉ ୯ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୩୬୨ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବାଲେଶ୍ୱରରୁ ୧, ଭୁବନେଶ୍ୱରରୁ ୧, ଗଞ୍ଜାମ ଜିଲ୍ଲାରୁ ୩, ମାଲକାନଗିରିରୁ ୧,…

‘ଆତ୍ମଚିନ୍ତନ ମାଧ୍ୟମରେ ଭବିଷ୍ୟତର ମାର୍ଗ ତିଆରି କରିପାରିବେ’

ଭୁବନେଶ୍ୱର: ଜଣେ ନିଜର ଆତ୍ମଚିନ୍ତନ ମାଧ୍ୟମରେ ଭବିଷ୍ୟତର ମାର୍ଗ ତିଆରି କରିପାରିବେ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ପଥରେ ନିଜକୁ ଅନୁପ୍ରଣିତ କରିପାରିବ । ଏହା ସହିତ ଜଣେ ସଫଳ ଉଦ୍ୟୋଗୀ ସର୍ବଦା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ନିଜ ଜୀବନଶୈଳୀରେ ଉନ୍ନତି…

କବିତାର ଗଣିତ ଓ ଗଣିତର କବିତା

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଗଣିତ ଆଉ କବିତା ପରସ୍ପରର ବିରୋଧୀ ବୋଲି ଏକ ସାଧାରଣ ଧାରଣା ଆମର ରହିଛି । ଗଣିତ ମୂଳତଃ ଯୁକ୍ତି ଓ ଜ୍ଞାନ ସମ୍ମତ ହୋଇଥିବା ବେଳେ କବିତା ଭାବପ୍ରଧାନ ଓ କଳ୍ପନା ଆଧାରରେ ଗଢା ହୋଇଥାଏ ବୋଲି ଆମେ ଭାବୁ । ଉପରୁ ଦେଖିଲେ ଏ ଧାରଣା ଠିକ୍ ‌।…

ହୋମ୍ କ୍ବାରେନଣ୍ଟାଇନ ରୋଗୀଙ୍କ ପାଇଁ ନୂଆ କିଟ୍ ବଣ୍ଟନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ କୋଭିଡ୧୯ ପଜିଟିଭ ରୋଗୀଙ୍କୁ ନୂଆ ‘ହୋମ ଆଇସୋଲେସନ କିଟ୍’ ବଣ୍ଟନ କରିବା ଆରମ୍ଭ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ ଏହି କିଟରେ ହୋମ୍ ଆଇସୋଲେସନ୍ ସମ୍ବନ୍ଧୀୟ ଏକ ବୁକଲେଟ୍ ରହିଛି। ଯେଉଁଥିରେ…

ଆଉ ୨୨୩୯ ଆକ୍ରାନ୍ତଙ୍କ ସହ ରାଜ୍ୟରେ ୬୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ସାଂଘାତିକ ହେଉଛି କରୋନା ସ୍ଥିତି । ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ । ଧୀରେଧିରେ ଏହା ବଢ଼ିବାରେ ଲାଗିଛି। ପ୍ରଥମେ, ୧ ଅଙ୍କରୁ ଆରମ୍ଭ କରି ବର୍ତ୍ତମାନ ସବୁଦିନ ୪ ଅଙ୍କ ଛୁଉଁଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୨୩୯ ଜଣ…

ଦେଶରେ ୨୭ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଆଜି କେତେ ସଂକ୍ରମିତ ଚିହ୍ନଟ ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ୍ତ ହୋଇ ଚାଲିଛି । ଆଖି ପିଛୁଳାକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ୫୫,୦୭୯ଜଣ ସଂକ୍ରମିତ ହୋଇଥିବା ବେଳେ ୮୭୬ ଜଣଙ୍କର ଜୀବନ ଯାଇଛି । ହୁ…

ବଜ୍ରପାତ ସହ ବର୍ଷା ଆଶଙ୍କା; ଓଡିଶାର ଏହି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବରଗଡ଼ ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ବରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ…

ବନ୍ୟା ଜଳ ନିଷ୍କାସନ ପାଇଁ ଖୋଲିଲା ହୀରାକୁଦ ଡ୍ୟାମର ଆଉ ୨ ଗେଟ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଲାଗି ଆଉ ୨ଟି ଗେଟ୍ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ । ଏହାକୁ ମିଶାଇ ସର୍ବମୋଟ ୨୦ ଟି ଗେଟ ଖୋଲିଛି । ଏହା ମଧ୍ୟକୁ ସେକେଣ୍ଡ ପିଛା ୨ ଲକ୍ଷ ୮୯ ହଜାରରୁ ଅଧିକଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୩ଲକ୍ଷ ୨୨…