ଆଜିଠୁ ଲାଗୁ ହେଲା ଏହି ନିୟମ; ଲ୍ୟାଣ୍ଡଲାଇନରୁ ମୋବଇଲକୁ ଫୋନ୍ କରୁଥିଲେ ଏଣିକି ଶୂନ ଲଗାଇବା ଜରୁରୀ
ଭୁବନେଶ୍ୱର: ଲ୍ୟାଣ୍ଡଲାଇନ୍ ରୁ ମୋବଇଲକୁ ଫୋନ୍ କରୁଥିଲେ ଜାଣି ରଖନ୍ତୁ ଏହି ନିୟମ । ଏଣିକି ମୋବାଇଲ ନମ୍ବର ପୂର୍ବରୁ ଆପଣଙ୍କୁ ଶୂନ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ସାରାଦେଶରେ ଆଜିଠାରୁ ଏହି ନିୟମ ସାରା ଲାଗୁ ହୋଇଛି।
ମେ ୨୯ ତାରିଖରେ ଏଭଳି ବ୍ୟବସ୍ଥା ଲାଗୁ କରିବା ପାଇଁ ସୁପାରିଶ…