Latest Odisha News

BREAKING NEWS

ଓଡ଼ିଆ ରଜ ରିଲିଜ୍ : ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’

ଭୁବନେଶ୍ୱର : ରଜରେ ରିଲିଜ୍ ହେଉଛି ମ୍ୟୁଜିକାଲ୍ ଓଡ଼ିଆ ଫିଲ୍ମ ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ । ରଜରେ ଓଲିଉଡ଼ ରିଲିଜକୁ ଅପେକ୍ଷା କରିଥାନ୍ତି ଓଡ଼ିଆ ସିନେମାପ୍ରେମୀ । ରଜ ବଜାରର ଏହି ଫିଲ୍ମଟିରେ ଓଲିଉଡ଼ ସୁପରଷ୍ଟାର ବାବୁସାନଙ୍କ ସହିତ ନାୟିକା ଭୂମିକାରେ ଅବତୀର୍ଣ୍ଣା ହେଉଛନ୍ତି ନବାଗତା ଦିବ୍ୟା…

ରିଲିଜ୍ ହେଲା ଜାହ୍ନବୀଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଧଡ଼କ୍’ର ଟ୍ରେଲର୍

ମୁମ୍ବାଇ : ରିଲିଜ୍ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ଧଡ଼କ୍’ର ଟ୍ରେଲର୍ । ଏହି ଫିଲ୍ମରେ ଅଭିନୟ କରି ଦିବଂଗତା ଅଭିନେତ୍ରୀ ଶ୍ରୀଦେବୀଙ୍କ ସୁନ୍ଦରୀ ଲଳନା ଜାହ୍ମବୀ ବଲିଉଡ଼ରେ ପାଦ ଥାପିଛନ୍ତି । ଶଶାଙ୍କ ଖୈତାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଲାଜକୁଳୀ ନାୟିକା ଜାହ୍ନବୀଙ୍କ ବିପକ୍ଷରେ…

ଅଟଳ ବିହାରୀ ବାଜପେୟୀ ଏମ୍ସରେ ଭର୍ତ୍ତି : ଏବେ ସ୍ୱାସ୍ଥ୍ୟବସ୍ଥା ସ୍ଥିର

ନୂଆଦିଲ୍ଲୀ : ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କର ସ୍ୱାସ୍ଥ୍ୟବସ୍ଥା ନେଇ ଏମ୍ସରେ ଚିକିତ୍ସିତ ହେଉଥିଲେ । ଡ଼ାକ୍ତରଙ୍କ ପରାମର୍ଶ ପରେ ତାଙ୍କୁ ଏମ୍ସରେ ରଖି ଚିକିତ୍ସା କରାଯାଉଛି । ତେବେ ନୂଆଦିଲ୍ଲୀସ୍ଥିତ ଏମ୍ସରୁ ସୂଚନା ମିଳିଛି ଯେ, ବାଜପେୟୀଙ୍କ…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ସୁରକ୍ଷା ସହାୟତା ପାଇବେ ରାଜ୍ୟର ସାଢେ ୩ କୋଟି ଲୋକ

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ଼ ଘୋଷଣା କରିଛନ୍ତି । ଆଗାମୀ ଅଗଷ୍ଟ ୧୫ ତାରିଖରୁ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ କାର୍ଯ୍ୟକାରୀ ହେବ । ଏହି ସ୍ୱାସ୍ଥ୍ୟ ଯୋଜନା ଅନୁସାରେ ରାଜ୍ୟର ୭୦ ଲକ୍ଷରୁ ଅଧିକ ପରିବାର ଅର୍ଥାତ୍ ଏହି ଯୋଜନାରେ ରାଜ୍ୟର ସାଢେ ୩ ଲକ୍ଷରୁ…

ଦୁଷ୍କର୍ମରୁ ବର୍ତ୍ତିଲେ ଯୁବତୀ: ଚଳନ୍ତା ବସ ମଧ୍ୟରେ ଯୁବତୀଙ୍କୁ ଅସଦାଚରଣ କରି କଣ୍ଡକ୍ଟର ଗିରଫ

କେନ୍ଦୁଝର : ଭୁବନେଶ୍ୱରରେ ଟିକଟ କାଟି ବସ ଭିତରେ ବସିବା କ୍ଷଣି ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛନ୍ତି ଜଣେ ବସ କଣ୍ଟକ୍ଟର । ତେବେ ଚଳନ୍ତା ବସ ମଧ୍ୟରେ ଯୁବତୀଙ୍କୁ ଅସଦାଚରଣ କରି ଗିରଫ ହୋଇଛନ୍ତି ବସ କଣ୍ଡକ୍ଟର ଜଣକ । ସୋମବାର ଅପରାହ୍ନ ସମୟରେ ଏହି ଘଟଣାଟି ଘଟିଛି ଭୁବନେଶ୍ୱର…

ଦୀର୍ଘ ୪ ଘଣ୍ଟା ପରେ ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀଛୁଆ

ଢେଙ୍କାନାଳ : ଆଜି ସକାଳେ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ମହୁଲପୁଞ୍ଜି ଜଙ୍ଗଲରେ ଥିବା ଏକ କୂଅ ମଧ୍ୟରୁ ଏକ ହାତୀଛୁଆକୁ ବନବିଭାଗ କର୍ମଚାରୀମାନେ ଅକ୍ଳାନ୍ତ ଉଦ୍ୟମ କରି ଉଦ୍ଧାର କରିପାରିଛନ୍ତି । ପରିତ୍ୟକ୍ତ କୂଅରୁ ଉଦ୍ଧାର ହୋଇଥିବା ହାତୀଛୁଆଟିକୁ ପ୍ରାୟ ଛଅରୁ ସାତ ବର୍ଷ ହେବ । ବରୁଣା…

ସାଂସଦ ପଦରୁ ଇସ୍ତଫା ଦେଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର : ସାଂସଦ ପଦରୁ ଆଜି ଇସ୍ତଫା ଦେଇଛନ୍ତି କେନ୍ଦ୍ରାପଡ଼ା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା । ଆଜି ସେ ତାଙ୍କର ଇସ୍ତଫାପତ୍ର ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ପଠାଇଦେଇଛନ୍ତି । ତାଙ୍କର ଇସ୍ତଫା ଦେବା କଥା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଶ୍ରୀଯୁକ୍ତ ପଣ୍ଡା । ଟ୍ୱିଟ୍…

ରତ୍ନଭଣ୍ଡାର ପ୍ରସଙ୍ଗକୁ ରାଜନୈତିକ ରୂପ ଦେବା ଉଚିତ ନୁହେଁ: ବିଜେଡ଼ି

ଭୁବନେଶ୍ୱର : ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ନେଇ ବିରୋଧିଦଳମାନଙ୍କୁ ରାଜନୀତିକୀକରଣ ନ’କରିବାକୁ ବିଜେଡ଼ି କହିଛି । “ ଏହା ସମ୍ପୂର୍ଣ୍ଣ ରୂପେ ଏକ ଅଣ-ରାଜନୀତି ପ୍ରସଙ୍ଗ ଏବଂ ବିରୋଧି ଦଳ ଏହି ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ରାଜନୀତିକରଣ କରିବା ଉଚିତ ନୁହେଁ ” ବୋଲି ଗଣମାଧ୍ୟମକୁ…

ଆଜିଠୁଁ ଓଡ଼ିଶାରେ ଆରମ୍ଭ ହେଲା ଅନଲାଇନ୍ +୩ ଇ-ଆଡ଼ମିସନ୍

ଭୁବନେଶ୍ୱର : ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଆଜିଠାରୁ ଅନଲାଇନ୍ ମାଧ୍ୟରେ +୩ ଇ-ଆଡ଼ମିସନର ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଫଳରେ ଛାତ୍ରଛାତ୍ରୀମାନେ ବାର୍ଷିକ +୨ ପାସ କରିଥିବା ପରେ ଆଜିଠୁଁ ଅନଲାଇନ ମାଧ୍ୟମରେ ଆଡ଼ମିସନ୍ କରିପାରିବେ । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି ଅନୁଯାୟୀ, ଆଜି…

ଶ୍ରୀନ୍ଦିର ମୁଖ୍ୟ ପ୍ରଶାସକ ବଦଳିଲେ: ପ୍ରଦୀପ ଜେନାଙ୍କ ବଦଳରେ ପ୍ରଦୀପ୍ତ ମହାପାତ୍ର ନେଲେ ଦାୟିତ୍ୱ

ଭୁବନେଶ୍ୱର / ପୁରୀ : ବଦଳିଲେ ପୁରୀ ଶ୍ରୀନ୍ଦିର ମୁଖ୍ୟ ପ୍ରଶାସକ । ଏହି ପଦବୀରେ ରହିଥିଲେ ପ୍ରଦୀପ ଜେନା କିନ୍ତୁ ସରକାର ତାଙ୍କ ସ୍ଥାନରେ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି । ବର୍ତ୍ତମାନ ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ପ୍ରମୁଖ ସଚିବ ରୂପେ…