Latest Odisha News

BREAKING NEWS

କବିତା:ଅବେଳାରେ ଡାକି ଦେଲି ବୋଲି

ଅକ୍ଷୟ ବେହେରା କିଛି ଭୁଲ ରହିଗଲା କି କେଉଁଠି ସେମିତି କେବେ ମନ କରି ନ ଥିଲି ତ ଅବେଳର କାହିଁକି ମନ ବଳେଇଲି ନୀରା କଣ କିଛି ବିପଦକୁ ସାମ୍ନା କରିଛି କି? ଏତେ ଟିକେ ପ୍ରଲୋଭନ ମାତ୍ର କେତୋଟି ସେକେଣ୍ଡର କଥା, ଏତେ ବ୍ୟଥା ଦେଉଛି କାହିଁକି ମୁଁ ତ ସର୍ତ୍ତ ରଖିଥିଲି ଏ…

ସାଇନା ନେହୱାଲଙ୍କୁ କରୋନା, ଚାମ୍ପିଅନସିପ୍ ଖେଳିବାକୁ ଯାଇଥିଲେ ଥାଇଲାଣ୍ଡ

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହୱାଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସାଇନା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଥାଇଲ୍ୟାଣ୍ଡ ଗସ୍ତରେ ଥିବା ବେଳେ ସେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହା ପରେ ତାଙ୍କୁ ହସ୍ପିଟାଲରେ କ୍ବାରେଣ୍ଟାଇନ କରାଯାଇଛି। ତେବେ ଏହା…

ନୟାଗଡ଼ ନାବାଳିକା ହତ୍ୟା ମାମଲା: ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ ଦାଖଲ ପାଇଁ SITକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ଶୁଣାଣି ହୋଇଛି । ଆଜି ହାଇକୋର୍ଟରେ ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କଲାନି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍- SIT । ଗତ ଡିସେମ୍ବର ୧୬ ତାରିଖରେ SIT ଦେଇଥିବା ଷ୍ଟାଟସ ରିପୋର୍ଟ ଖୋଲାଗଲା । ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ…

ବୁ୍‌ମ୍‌ରା ମଧ୍ୟ ଆହତ ହେବା ପରେ ବଢିଲା ଟିମ୍ ଇଣ୍ଡିଆର ସମସ୍ୟା

ସିଡ୍‌ନି: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମରେ ଆହତ ସମସ୍ୟା ବଢିବାରେ ଲାଗିଛି । ଫାଷ୍ଟ ବୋଲର୍ ଜସପ୍ରୀତ ବୁମରା ମଧ୍ୟ ଆହତ ହେବାରୁ ଟିମ୍‌ର ଚିନ୍ତା ବଢି ଯାଇଛି । ତଳିପେଟର ମାଂସପେଶୀରେ ସମସ୍ୟା ହୋଇଥିବା ଜଣାପଡିଛି । ଏଥିପାଇଁ ସେ ବ୍ରିସବେନରେ ହେବାକୁ ଥିବା ଟେଷ୍ଟ ସିରିଜର…

କରୋନା ଟିକା ଆସିବା ପରେ ବି ହର୍ଡ ଇମ୍ୟୁନିଟିର କୌଣସି ସମ୍ଭାବନା ନାହିଁ; ‘ହୁ’

ନୂଆଦିଲ୍ଲୀ: କରୋନା ମହାମାରୀକୁ ରୋକିବା ପାଇଁ ପୃଥିବୀର ଅନେକ ଦେଶରେ ଟୀକାକରଣ ଆରମ୍ଭ ହୋଇଛି ଏବଂ ଅନେକ ଦେଶରେ ଏହା ଶୁଭାରମ୍ଭ ହେବାକୁ ଯାଉଛି। ଏହି ସମୟରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜଣେ ଅଗ୍ରଣୀ ବୈଜ୍ଞାନିକଙ୍କ କଥା ଲୋକଙ୍କୁ ନିରାଶ କରିପାରେ। ବୈଜ୍ଞାନିକ ଚେତାବନୀ ଦେଇଛନ୍ତି ଯେ…

ଭୁବନେଶ୍ୱର-ପୁନେ ମଧ୍ୟରେ ଖୁବଶୀଘ୍ର ଏୟାର ଏସିଆ ବିମାନ ସେବା

ଭୁବନଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱରରୁ ପୁନେକୁ ସିଧାସଳଖ ଉଡ଼ିବ ବିମାନ । ଭୁବନେଶ୍ୱର-ପୁଣେ ମଧ୍ୟରେ ଆରମ୍ଭ ହେବ ବିମାନସେବା । ଏୟାର ଏସିଆର ସ୍ୱତନ୍ତ୍ର ବିମାନ ଚଳାଚଳ କରିବ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ…

ଗ୍ୟାସ ଲିକରେ ୪ କର୍ମୀଙ୍କ ମୃତ୍ୟୁ ଘଟଣା, RSPକୁ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲର ନୋଟିସ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ ଲିକ ହୋଇ ୪ ଜଣ ଠିକା କର୍ମଚାରୀ ମୃତ୍ୟୁବରଣ କରିବା ଘଟଣାରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ପକ୍ଷରୁ ନୋଟିସ ଜାରି କରାଯାଇଛି। ଗ୍ୟାସ ଲିକ ଘଟଣାରେ ପରିବେଶରେ କ'ଣ କ୍ଷତି ହୋଇଛି ସେନେଇ ରିପୋର୍ଟ ଦେବାକୁ ରାଉରକେଲା ଇସ୍ପାତ…

୭୦,୦୦୦ ରୁ ଅଧିକ ଆକାଉଣ୍ଟ ସସ୍‌ପେଣ୍ଡ୍‌ କଲା ଟ୍ୱିଟର୍‌

ୱାଶିଂଟନ୍: ଆମେରିକାର ରାଜଧାନୀ ୱାଶିଂଟନ୍‌ର କ୍ୟାପିଟଲ ହିଲରେ ହୋଇଥିବା ହିଂସାକୁ ନେଇ ଟ୍ୱିଟର ୭୦,୦୦୦ ରୁ ଅଧିକ ଆକାଉଣ୍ଟକୁ ସ୍ଥଗିତ ରଖିଛି। ଏହି ଆକାଉଣ୍ଟ୍ ସୋସିଆଲ୍ ମିଡିଆରେ QAnon ସହିତ ଜଡିତ ବିଷୟବସ୍ତୁ ସେୟାର୍‌ କରୁଥିଲା। ଟ୍ୱିଟର ଅଫିସିଆଲ୍ ଆକାଉଣ୍ଟରୁ ଏହି ସୂଚନା ଦିଆଯାଇଛି।…

ଆଜି ରାଷ୍ଟ୍ରୀୟ ଯୁବ ସଂସଦ ସମାରୋହ ସମ୍ବୋଧିତ କରିବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ ୧୦.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦ୍ୱିତୀୟ ଜାତୀୟ ଯୁବ ସଂସଦ ମହୋତ୍ସବକୁ ସମ୍ବୋଧିତ କରିବେ। ଜାତୀୟ ଯୁବ ସଂସଦ ପାଇଁ ଜିଲ୍ଲା ତଥା ରାଜ୍ୟ ସ୍ତରରେ ନିର୍ବାଚିତ…

ଗଞ୍ଜା ଲଢ଼େଇ ବେଳେ ପୋଲିସ-ଜନତା ଖଣ୍ଡଯୁଦ୍ଧ

ମାଲକାନଗିରି: ଗଞ୍ଜା ଲଢେଇ ବେଳେ ପୋଲିସ-ଜନତା ଖଣ୍ଡଯୁଦ୍ଧ । ପୋଲିସ ଉପରକୁ ଆକ୍ରମଣ କଲେ ଗ୍ରାମବାସୀ । ଆକ୍ରମଣରେ ଜଣେ ଏସଡିପିଓଙ୍କ ସମେତ ୪ ପୋଲିସ କର୍ମୀ ଆହତ ହୋଇଛନ୍ତି । ୩୦ରୁ ଅଧିକ ଗ୍ରାମବାସୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ୧୬ଜଣଙ୍କୁ ଗିରଫ କରାଯାଇଥିବା ସୂଚନା…