Latest Odisha News

BREAKING NEWS

ଦୁନିଆର ପ୍ରଥମ ୫ଜି ଏଆର ଚଷମା ଖୁବ୍ ଶୀଘ୍ର ଲଞ୍ଚ ହେବ, ଏହାର ମୂଲ୍ୟ ୪୪,୧୬୬ ଟଙ୍କା ହେବ

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ୫ଜି ଆଧାରିତ ଅଗମେଣ୍ଟେଡ୍ ରିଅଲିଟି (ଏଆର୍) ଗ୍ଲାସ୍ ଅର୍ଥାତ୍ ଚଷମା ଖୁବ୍ ଶୀଘ୍ର ଦକ୍ଷିଣ କୋରିଆରେ ଲଞ୍ଚ ହେବାକୁ ଯାଉଛି। ଏହା ଦକ୍ଷିଣ କୋରିଆର ବଡ ଟେଲିକମ୍ ଫାର୍ମ LG Uplus Corp ଦ୍ୱାରା ନିର୍ମିତ ହୋଇଛି | LG Uplus Corp ମଙ୍ଗଳବାର ଦିନ କହିଛି ଯେ ଚାଇନାର…

ସୁଶାନ୍ତ ରାଜପୁତ କେସ୍ : ବାପା ବିକଳ ହେଉଥିଲେ ପୁଅ ସହିତ କଥା ହେବା ପାଇଁ, ରିୟା ଓ ଶ୍ରୁତି କରାଇ ଦେଉ ନ ଥିଲେ

ମୁମ୍ବାଇ:ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସର ହସ୍ତଗତ ହୋଇଛି । ସୁଶାନ୍ତଙ୍କ ବାପା କେକେ ସିଂ କେତେଗୁଡିଏ ହ୍ୱାଟସଆପ ମେସଜ ରିୟା ଚକ୍ରବର୍ତି ଓ ଶ୍ରୁତି ମୋଦିଙ୍କ ନିକଟକୁ ପଠାଇଥିଲେ । ସେହି ମେସେଜରେ ସେ ପୁଅ ସହିତ କଥା…

ଭାଇ ସାଜିଲା ଭଗାରି, ବଡଭାଇ ଓ ୪ ବର୍ଷର ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା

କୁଚିଣ୍ଡା: କୁଚିଣ୍ଡା ଗୋବିନ୍ଦ ପୁର ଥାନା ତାଳଡିହାରେ ଡବଲ ମର୍ଡର ହୋଇଛି । ବଡଭାଇ, ପୁତୁରା ଓ ଭାଉଜକୁ ଟାଙ୍ଗିଆରେ ହାଣିଦେଇଛି ସାନଭାଇ । ଟାଙ୍ଗିଆରେ ହାଣିବା ପରେ ସେମାନଙ୍କୁ ନିକଟସ୍ଥ ଅଙ୍ଗନୱାଡି ପାଇଖାନାରେ ଫିଙ୍ଗି ଦେଇଛି । ପାଇଖାନା ଟାଙ୍କିରୁ ବଡଭାଇ ଓ ପୁତୁରରା ମୃତଦେହକୁ ଉଦ୍ଧାର…

ଗିରଫ ହେଲେ କୋଟିପତି ଡିଏଫ୍‌ଓ

ଭୁବନେଶ୍ୱର: ଗିରଫ ହେଲେ କୋଟିପତି ଡିଏଫଓ । ଆୟ ବହିର୍ଭତ ସମ୍ପତ୍ତି ଠୁଳ ଅଭିଯୋଗରେ ଚିଲିକା ୱାଇଲ୍ଡ ଲାଇଫ୍ ଡିଏଫ୍‌ଓ ଆଲୋକ ରଞ୍ଜନ ହୋତାଙ୍କୁ ଭିଜିଲାନ୍ସ ଗିରଫ କରିଛି । ବର୍ତ୍ତମାନ ସୁଦ୍ଧା ତାଙ୍କ ଠାରୁ ୧ କୋଟି ୩୨ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ କରାଯାଇଛି। ଡିଏଫ୍‌ଓଙ୍କ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ !

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ହତ୍ୟା ଧମକ । ଏହି ମାମଲାରେ ଜଣେ ଯୁବକଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତର ହତ୍ୟା ଧମକ ରହସ୍ୟକୁ ଭେଦିବା ପାଇଁ ଜାରି ରହିଛି ପୋଲିସର ତନାଘନା । ଆଜି ନୋଇଡା ଜରୁରୀକାଳୀନ ନମ୍ବର ୧୦୦କୁ ଆସିଥିଲା ଏକ…

ଆସିଲା ବିଶ୍ୱର ପ୍ରଥମ କରୋନା ଟିକା

ମସ୍କୋ: ଆସିଲା ବିଶ୍ୱର ପ୍ରଥମ କରୋନା ଟିକା । ଏହି ଟିକାକୁ ଆଣିଛି ଋଷ । ଏନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଘୋଷଣା କରିଛନ୍ତି । ବିଶ୍ୱର ପ୍ରଥମ କରୋନା ଟିକା ଭାବେ ଋଷ ପଂଜୀକରଣ କରିଛି । ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଭ୍ୟାକ୍ସିନକୁ ମଞ୍ଜୁରି ଦେଇଛି । ପୁଟିନଙ୍କ ଝିଅକୁ ବିଶ୍ୱର…

ଭଦ୍ରକରେ ୧୦୦୦ ଡେଇଁଲା କରୋନା ସଂକ୍ରମଣ

ଭଦ୍ରକ: ଭଦ୍ରକରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୦୬୮ରେ ପହଞ୍ଚିଛି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ । ଉକ୍ତ ଟ୍ୱିଟ ଅନୁଯାୟୀ ଜିଲ୍ଲାରେ ଚିହ୍ନଟ ହୋଇଥିବା…

ଓଡିଶାର କେଉଁସବୁ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୨ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ କେନ୍ଦୁଝର ଓ ମୟୁରଭଞ୍ଜ ଆଦି ଜିଲ୍ଲାର ଗୋଟିଏ…

ସେପ୍ଟେମ୍ବର ୯ରୁ ଓଜେଇ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୯ରୁ ଆରମ୍ଭ ହେବ ଓଜେଇ ପରୀକ୍ଷା । ୯ରୁ ଆରମ୍ଭ ହୋଇ ୧୫ ତାରିଖ ଯାଏଁ ଚାଲିବ । ଚଳିତ ବର୍ଷ ସିବିଟି ମୋଡରେ ପରୀକ୍ଷା ହେବ ବୋଲି ସୂଚନା ମିଳିଛି। ଏଥିଲାଗି ଓଡ଼ିଶାର ୧୬ ଜିଲ୍ଲାର ପଲିଟେକନିକ ଓ ଆଇଟିଆଇ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ବୈଷୟିକ ଓ ତାଲିମ…

ଦୋକାନରେ ବୋମା ମାଡ; ଜଣେ ଆହତ

ଭଦ୍ରକ: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅଞ୍ଚଳ ସ୍ଥିତ ପଞ୍ଚପଡାରେ ଥିବା ଦୋକାନ ନିକଟରେ ସୋମବାର ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ବୋମା ମାଡ କରିବା ଫଳରେ ଜଣେ ଝିଅ ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ପୂର୍ବ ସନ୍ଧ୍ୟାରେ ଉକ୍ତ ଦୋକାନୀଙ୍କର ଦୁଇ ଜଣ ଯୁବକଙ୍କ ସହ କୌଣସି କାରଣବଶତଃ…