କରୋନାର ଶିକାର ହୋଇଥିଲେ ପ୍ରୀତି ଜିଣ୍ଟାଙ୍କ ପୂରା ପରିବାର
ନୂଆଦିଲ୍ଲୀ: କରୋନା କବଳରେ ଅନେକ ବଲିଉଡ୍ ତାରକା ପଡ଼ିସାରିଛନ୍ତି। ସେଥିମଧ୍ୟରୁ ବଲିଉଡର ପ୍ରସିଦ୍ଧ ତଥା ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ପରିବାର ମଧ୍ୟ ଅଛନ୍ତି। ପ୍ରୀତି ଜିଣ୍ଟା ପ୍ରକାଶ କରିଛନ୍ତି ଯେ ତାଙ୍କ ସମଗ୍ର ପରିବାର କରୋନା ସଂକ୍ରମିତ ହୋଇଥିଲେ। ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ…