କେଆରକେଙ୍କ ଭବିଷ୍ୟବାଣୀ ପଠାନ ଫ୍ଲପ ହେବ
ମୁମ୍ବାଇ: କମଲ ରସିଦ ଖାଁ (କେଆରକେ) ସର୍ବଦା ବିବାଦୀୟ ଟୁଇଟ ନେଇ ଚର୍ଚ୍ଚାରେ ରହିଥାନ୍ତି । ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଷ୍ଟୋରୀ ଲିକ୍ କରିବା ସହ ଏହା ଫ୍ଲପ ହେବ ବୋଲି ଆଗୁଆ ଘୋଷଣା କରିଛନ୍ତି । ନିଜକୁ ବଡ କ୍ରିଟିକ ଭାବେ ଚିତ୍ରିତ କରୁଥିବା କେଆରକେ କହିଛନ୍ତି ପଠାନରେ ଶାହାରୁଖ ର’…