Latest Odisha News

BREAKING NEWS

ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ସ୍ୱର୍ଗତଃ ଅସୀମ ବସୁଙ୍କୁ ପ୍ରଦାନ କରାଯିବ ‘ଧର୍ମପଦ ପୁରସ୍କାର’

ଭୁବନେଶ୍ୱର: ବର୍ଷ ୨୦୧୦ ପାଇଁ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ମଞ୍ଚ ନିର୍ଦ୍ଦେଶକ ସ୍ୱର୍ଗତଃ ଅସୀମ ବସୁଙ୍କୁ ପ୍ରଦାନ କରାଯିବ 'ଧର୍ମପଦ ପୁରସ୍କାର' । ଓଡ଼ିଶା ଚାରୁକଳା କ୍ଷେତ୍ରରେ ନିରବଚ୍ଛିନ୍ନ ସାଧନା ଓ ଅବଦାନ ପାଇଁ ତାଙ୍କୁ ଏକାଡେମୀର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯିବ ।…

କାଲିଠୁ ତିନି ଦିନ କାମାକ୍ଷାନଗର NAC ସଟଡାଉନ୍

କାମାକ୍ଷାନଗର(ଢେଙ୍କାନାଳ): ଢେଙ୍କାନାଳ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରେ କାମାକ୍ଷାନଗର ଏନଏସିରୁ ଅଛନ୍ତି କେବଳ ୧୯ ଜଣ । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ତିନି ଦିନ ସଟଡାଉନ୍ ରହିବ କାମାକ୍ଷାନଗର ଅଞ୍ଚଳ । ଏହି ନିର୍ଦ୍ଦେଶନାମା…

ମାନିଲେ ରାପର ବାଦଶାହ, ୭୫ ଲକ୍ଷ ଦେଇ କିଣିଥିଲେ ମିଥ୍ୟା ଫଲୋଅର

ମୁମ୍ବାଇ: ଫଲୋଅର ପାଇଁ ପାଗଳ ସେଲିବ୍ରେଟି। ନିଜର ଏକ ଗୀତ 'ପାଗଲ ହେ'ରେ ଗୋଟିଏ ଦିନରେ ୭.୫ କୋଟି ଭିୟରସିପ୍ ପାଇବା ପାଇଁ ସାଢେ ୭୫ ଲକ୍ଷ ଦେଇଥିବା କ୍ରାଇମବ୍ରାଞ୍ଚ ପାଖରେ ମାନିଛନ୍ତି ରାପର ବାଦଶାହା । ମାତ୍ର ଏହାକୁ ପ୍ରତ୍ୟାଖ୍ୟାନ କରିଛି ଗୁଗୁଲ। ନକଲି ଫଲୋଅର ଓ ଭିୟରସିପ୍ ପାଇଁ ଏକ…

କରୋନା କାଳରେ ସାଢ଼େ ୮ କୋଟି କୃଷକଙ୍କୁ ପ୍ରଧାନମନ୍ତ୍ରୀ ଦେଲେ ୧୭ ହଜାର କୋଟି

ନୂଆଦିଲ୍ଲୀ: କୃଷି ଫାଇନାନ୍ସ ସୁବିଧା ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି କୃଷି ଭିତ୍ତିଭୂମି ଫଣ୍ଡର ଶୁଭାରମ୍ଭ କରିଛନ୍ତି । କୃଷକଙ୍କୁ ୪ ବର୍ଷରେ ମିଳିବ ୧ ଲକ୍ଷ କୋଟି ଟଙ୍କାର ଫଣ୍ଡ । ଏହି ଅର୍ଥ କୃଷି ଉଦ୍ୟୋଗୀ, ଷ୍ଟାର୍ଟଅପ୍ସ, କୃଷି କ୍ଷେତ୍ରରେ ନୂଆ ଟେକ୍ନୋଲୋଜିର…

ଆନ୍ଧ୍ର କୋଭିଡ୍ କେୟାର ସେଣ୍ଟର ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି, ଅନୁକମ୍ପା ସହାୟତା ଘୋଷଣା

ବିଜୟଓ୍ୱାଡା: ଆନ୍ଧ୍ରପ୍ରଦେଶରେ କୋଭିଡ୍ କେୟାର ସେଣ୍ଟର ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ୨୦ରୁ ଅଧିକ କରୋନା ଆକ୍ରାନ୍ତ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । କେମିତି ଓ କେଉଁ ପରିସ୍ଥିତିରେ କୋଭିଡ୍ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଲା ? ତଦନ୍ତ…

ଶତକ ସହ ୧୦୦୦ ଟପିଲା ନୟାଗଡ଼ରେ କରୋନା କେସ୍

ନୟାଗଡ଼: ଗୋଟିଏ ଦିନରେ ନୟାଗଡ଼ ଜିଲ୍ଲାରେ ଶତକ ମାରିଛି କରୋନା ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୦୬ ନୂଆ ଆକ୍ରାନ୍ତ । ଯାହାକି ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ନୟାଗଡ଼ ଜିଲ୍ଲାରେ ହଜାରେ ଟପିଛି କରୋନା କେସ୍ । ମୋଟ୍…

ସଂକ୍ରମଣ ଭୟରେ ଚିକିତ୍ସା କଲାନି ଡାକ୍ତର: ହିନ୍ଦୁ ମୃତକଙ୍କ ଶବ ଉଠାଇଲେ ମୁସଲମାନ ପଡୋଶୀ

କୋଲକାତା: ମହାମାରୀର ଏହି ସଙ୍କଟ ସଂୟରେ କେଉଁଠି ମାନବିକତା ହାରି ଯିବାର ଦେଖାଯାଉଛି ତ ଆଉ କେଉଁଠି ମାନବିକତାର ଉଦାହରଣ ଦେଖିବାକି ମିଳୁଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଶ୍ଚିମ ବଙ୍ଗରେ ।  ସାଂପ୍ରଦାୟିକ ଭାବନାରୁ ଉର୍ଧ୍ବକୁ ଉଠି ଜଣେ ହିନ୍ଦୁ ପଡ଼ୋଶୀର ଅନ୍ତିମ ସଂସ୍କାର…

ଓଡ଼ିଶାରେ କରୋନା ନେଲା ଆଉ ୧୩ ଜୀବନ, କୋରାପୁଟରୁ ଗଡ଼ିଲା ପ୍ରଥମ ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସହ ବଢୁଛି ମୃତ୍ୟୁ ସଂଖ୍ୟା । କୋରାପୁଟ ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଇଛି ପ୍ରାଣଘାତୀ ଭାଇରସ୍ । ଦୁଇ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଏହାସହ ଗତ ୨୪ ଘଣ୍ଟାରେ କରୋନା ନେଇ ୧୩ ଜୀବନ । ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୭୨କୁ…

ରାଜ୍ୟରେ ବଢୁଛି ସଂକ୍ରମଣ: ୨୪ ଘଣ୍ଟାରେ ୧୭ ଶହ ପାର, ୪୫ ହଜାର ଟପିଲା ମୋଟ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଗମ୍ଭୀର ହେଉଛି କରୋନା ସ୍ଥିତି । ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ । ରାଜ୍ୟରେ ଆଜି ମଧ୍ୟ ୧୫ ଶହ ପାର ହୋଇଛି କରୋନା ପଜିଟିଭଙ୍କ ସଂଖ୍ୟା । ଆଜି ଚିହ୍ନଟ ହୋଇଛନ୍ତି ୧୭୩୪ ଜଣ କରୋନା ପଜିଟିଭ। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ୍ କେନ୍ଦ୍ରରୁ…

ଭୁବନେଶ୍ୱରରେ ଧରାପଡିଲା ନକଲି ନାବାର୍ଡ ଅଫିସର

ଭୁବନେଶ୍ୱର: ନିଜକୁ ନ୍ୟାସନାଲ ବ୍ୟାଙ୍କ ଫର ଫାର୍ମିଂ ଏବଂ ରୁରାଲ ଡେଭଲପମେଣ୍ଟ (ନାବାର୍ଡ)ର ଅଧିକାରୀ ଭାବେ ପରିଚୟ ଦେଇ ଲୋକଙ୍କୁ ଠାକୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ନାମ ସ୍ମିଥ ସେଠୀ ବୋଲି ଜଣାପଡିଛି। ସୂଚନାନୁସାରେ , ଏହି ବ୍ୟକ୍ତି ଜଣଙ୍କ ନିଜକୁ…