Latest Odisha News

BREAKING NEWS

ଏଥର ଧୁମଧାମରେ ପାଳନ ହେବନି ଗଣେଶ ପୂଜା

କଟକ: ଏଥର କଟକରେ ଫିକା ପଡିବ ଗଣେଶ ପୂଜା । କରୋନା ମହାମାରୀ ଯୋଗୁଁ ଧୁମଧାମରେ ପାଳନ ହେବନି ଅଗ୍ରପୂଜ୍ୟଙ୍କ ପୂଜା । କେବଳ ନିରାଡମ୍ବର ଭାବେ ପୂଜା ପାଇବେ ବିଘ୍ନହର୍ତା ବିଘ୍ନେଶ । ଯେଉଁମାନେ ଚାହିଁବେ ଘରେ ଗଣେଶ ପୂଜା କରିପାରିବେ । କେବଳ ସେତିକି ନୁହେଁ ସର୍ବସାଧାରଣ ସ୍ଥାନରେ ମଧ୍ୟ ଗଣେଶ…

ଭିମ୍‌ସାରରେ ବଢ଼ୁଛି ସଂକ୍ରମଣ, ଆଉ ୭ ଡାକ୍ତରଙ୍କ ସମେତ ୯ କରୋନା ଯୋଦ୍ଧା କୋଭିଡ ପଜିଟିଭ

ବୁର୍ଲା: ବୁର୍ଲା ଭିମସାର୍‌ରୁ ପୁଣି ୭ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଡାକ୍ତରଖାନାର ୭ ଡାକ୍ତରଙ୍କ ସମେତ ୯ ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ କେବଳ ଏଚ୍‌ଡିୟୁ ଲିଙ୍କରେ ଆକ୍ରାନ୍ତ କର୍ମଚାରୀଙ୍କ ସଂଖ୍ୟା ୨୮ ହୋଇଥିବା ଭିମ୍‌ସାର ନିର୍ଦେଶକ ପ୍ରଫେସର ଲଲିତ…

‘ତେଜରାତି ଓ ପରିବା ଦୋକାନୀଙ୍କ ହେବ କୋଭିଡ ଟେଷ୍ଟ’

ନୂଆଦିଲ୍ଲୀ: ଏଣିକି ପରିବା ଓ ତେଜରାତି ଦୋକାନୀଙ୍କ ହେବ କୋଭିଡ ଟେଷ୍ଟି । କେବଳ ଏ ଦୁଇ ଦୋକାନୀଙ୍କ ନୁହେଁ ଫଳ ଦୋକାନୀଙ୍‌କ ସମେତ ଅନ୍ୟ ସୋକନୀଙ୍କ ମଧ୍ୟ କରୋନା ପରୀକ୍ଷା ହେବ । ଏନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରମାନଙ୍କୁ କହିଛନ୍ତି । ଏମାନଙ୍କ ସଂସ୍ପର୍ଶରେ ପ୍ରତିଦିନ ଅନେକ…

ବ୍ରିଟିଶ ଗବେଷକଙ୍କ ମତରେ ଅଧିକ ଚାଉଳ ସେବନ ମୃତ୍ୟୁର କାରଣ ହୋଇପାରେ

ନୂଆଦିଲ୍ଲୀ: ଅଧିକ ଚାଉଳ ସେବନ କରିବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ବ୍ରିଟିଶ ଗବେଷକମାନେ କହିଛନ୍ତି । ଚାଉଳରେ ଥିବା ଆର୍ସେନିକ୍ ମୃତ୍ୟୁର କାରଣ ସାଜିପାରେ ବୋଲି ସେମାନେ ସତର୍କ କରାଇଛନ୍ତି । ବ୍ରିଟେନର ମାଂଚେଷ୍ଟର ଓ ସଲଫର୍ଡ ୟୁନିଭରସିଟି ପକ୍ଷରୁ ମିଳିତ ଭାବେ ଏ ନେଇ ଗବେଷଣା…

ପାକିସ୍ତାନକୁ ଝଟକା ଦେଲା ସାଉଦି ଆରବ, ବାକିରେ ତେଲ ବନ୍ଦ

କାବୁଲ: ପାକିସ୍ତାନର ଅର୍ଥନୀତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏହି ଅବସରରେ ଶନିବାର ପାକିସ୍ତାନକୁ ଏକ ବଡ ଝଟକା ଦେଇଛି ସାଉଦି ଆରବ । ପାକିସ୍ତାନ ଉଧାରରେ ତେଲ (କ୍ର‌୍ୟୁଡ ଅଏଲ) ନେବା ପାଇଁ ସାଉଦି ଆରବ ସହ ୩ ବର୍ଷୀୟା ଚୁକ୍ତି କରିଥିଲା । ମାତ୍ର ସମୟ ପୂର୍ବରୁ ଏହି ଚୁକ୍ତି ବାତିଲ…

କୋଝିକୋଡ୍ ବିମାନ ଟ୍ରାଜେଡି: ମୃତ୍ୟୁ ପୂର୍ବରୁ ଶେଷ ଫଟୋ !

କେରଳ: ଅଭିଶପ୍ତ ୨୦୨୦ । ଜାରି ରହିଛି ତା ବିଧ୍ୱଂସୀ ଯାତ୍ରା । କୋକୁଆ ଭୟରେ ସମଗ୍ର ବିଶ୍ୱ । କରୋନା କାୟାରେ ବିସ୍ଫୋରଣ, ଅଗ୍ନିକାଣ୍ଡ ଓ ବନ୍ୟାର ବୋଝ ତଳେ ଧନ୍ଦି ହେଉଛି ମାନବ ଜାତି । ଜଳ, ସ୍ଥଳ ଓ ବାୟୁ ଏବେ ମଣିଷ ଜାତିର ଶତ୍ରୁ ପାଲଟିଛି । କୋଝିକୋଡ ବିମାନ ଦୁର୍ଘଟଣାର ଛବି ଏବେ ବି…

ସୁସ୍ଥ ହେଲେ ଆଉ ୧୫୪୪ ସଂକ୍ରମିତ, ୩୦ ହଜାର ଡେଇଁଲା ଆରୋଗ୍ୟ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ସୁସ୍ଥ ହାର । ଆଜି ପୁଣି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୧୫୪୪ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୩୦,୨୪୧ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଅଧା ରହିଗଲା କ୍ୟାପଟେନ ସାଠେଙ୍କ ମାଆଙ୍କୁ ଜନ୍ମଦିନରେ ସରପ୍ରାଇଜ ଦେବା ସ୍ୱପ୍ନ

ମୁମ୍ବାଇ: ଆଜି ଥିଲା କେରଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା କ୍ୟାପଟେନ ଦୀପକ ସାଠେଙ୍କ ମାଆଙ୍କ ଜନ୍ମ ଦିନ । ତେଣୁ ଜନ୍ମଦିନରେ ନାଗପୁରରେ ଥିବା ମାଆଙ୍କୁ ସରପ୍ରାଇଜ ଦେବାର ଯୋଜନା କରିଥିଲେ କ୍ୟାପଟେନ । କିନ୍ତୁ ନିୟତିର ନିୟମ ଥିଲା କିଛି ଭିନ୍ନ । କ୍ୟାପଟେନ ସାଠେଙ୍କ ଜଣେ…

ଭାଇରାଲ ଭିଡିଓ: ହସ୍ପିଟାଲ ଆଗରେ ବୟସ୍କ ମହିଳାଙ୍କୁ ଅମାନବୀୟ ମାଡ

ପ୍ରୟାଗରାଜ: ମାରିଗଲା ମାନବିକତା । ହସ୍ପିଟାଲ ଆଗରେ ବୃଦ୍ଧାଙ୍କୁ ନିର୍ଧୁମ ମାଡ । ଲାତ, ଗୋଇଠା ମାରି ଚାଲିଛନ୍ତି ସିକ୍ୟୁରିଟି ଗାର୍ଡ । ବୃଦ୍ଧା ଜଣକ ତଳେ ପଡି ଛଟପଟ ହୋଇ ଚିତ୍କାର କରୁଥିଲେ ସୁଦ୍ଧା କିଛି ଶୁଣୁ ନାହାନ୍ତି ସିକ୍ୟୁରିଟି ଗୋର୍ଡ । ଏଭଳି ଏକ ହୃଦୟ ବିଦାରକ ଘଟଣାର ଭିଡିଓ ଏବେ…

ଦୋଛକିରେ ମାଟ୍ରିକ୍ ଟପ୍ପର ସୌମ୍ୟଙ୍କ ଭବିଷ୍ୟତ !

ଅନୁଗୁଳ: ସୌମ୍ୟ ରଂଜନ ସାମନ୍ତ । ଘର ଅନୁଗୁଳ ତାଳଚେରର ରେମୁଁଆ ଅଂଚଳ । ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ୯୫ ପ୍ରତିଶତ ମାର୍କ ରଖିଛନ୍ତି । ଭବିଷ୍ୟତର ଆଇଏସ ହେବାକୁ ସ୍ୱପ୍ନ ଦେଖିଛନ୍ତିି । ହେଲେ ଅର୍ଥାଭାବ ତାଙ୍କ ଉଜ୍ୱଳ ଭବିଷ୍ୟତରେ ବାଧକ ସାଜିଛି । ସୌମ୍ୟଙ୍କ ବାପା ଜଣେ ଠିକା ଶ୍ରମିକ ।…