ଶରୀରର ଇମ୍ୟୁନିଟି ପାୱାର ବଢାଇବ ଏସବୁ ଖାଦ୍ୟ
ଭୁବନେଶ୍ୱର: ସାରା ଦେଶରେ ମହାମାରୀ କରୋନା ଭାଇରସ କାୟା ବିସ୍ତାର କରିଛି । ତତ୍ ସଙ୍ଗେସଙ୍ଗେ ବର୍ଷା ଋତୁ ଯୋଗୁଁ ସଂକ୍ରମଣ ଆଶଙ୍କା ଅଧିକ ରହିଥାଏ । ଏଭଳି ସମୟରେ ସମସ୍ତେ ଚାହିଁଥାନ୍ତି ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା ଲାଗି ।
ବର୍ତ୍ତମାନ ସମୟରେ କରୋନା ସଂକ୍ରମଣରୁ ଦୂରେଇ…