ଆଦିତ୍ୟ ଠାକରେଙ୍କୁ ୭ ପ୍ରଶ୍ନ ପଚାରିଲେ କୁଇନ କଙ୍ଗନା
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସ୍ ନେଇ ବୁଧବାର ମହାରାଷ୍ଟ୍ର ସରକାରର କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କୁ କୁଇନ କଙ୍ଗନା ରାନାୱତ ୭ ପ୍ରଶ୍ନ ପଚାରିଛନ୍ତି । ଗତ କାଲି ଆଦିତ୍ୟ ପ୍ରତିକ୍ରିୟା ଦେଇଥିଲେ, ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୋର କିଛି ଭୂମିକା ନାହିଁ । ଏଥିନେଇ ମୋତେ ଓ…