Latest Odisha News

BREAKING NEWS

ରାହୁଲ ମୋଦିଙ୍କ ସଫଳତାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍

ଭୁବନେଶ୍ୱର: ସୋସିଆଲ ମିଡିଆରେ ମଙ୍ଗଳବାର ଦିନ ସାରା ରାହୁଲ ମୋଦିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ସବୁ ବେଳେ ରାଜନୀତିରେ ଶାସକ ବିରୋଧୀ ତୁ ତୁ ମେଁ ମେଁ ପାଇଁ ଚର୍ଚ୍ଚାରେ ରହିଥାନ୍ତି ରାହୁଲ ଓ ମୋଦି । କିନ୍ତୁ ମଙ୍ଗଳବାରର ଚର୍ଚ୍ଚା ଥିଲା ଟିକେ ଭିନ୍ନ । କାରଣ ୟୁପିଏସସି ପରୀକ୍ଷାରେ ସଫଳ…

ଦାରିଙ୍ଗିବାଡ଼ିର ବିଭୂତି, ସ୍କୁଲ ମାଷ୍ଟରରୁ ଆଇଏଏସ୍ ଅଫିସର ଯାଏଁ ଯାତ୍ରା

ଦାରିଙ୍ଗିବାଡ଼ି(କନ୍ଧମାଳ): ସ୍ୱପ୍ନ ସାକାର ହୋଇଛି । ଦିନେ ସ୍କୁଲ ଶିକ୍ଷକ ଥିଲେ । ତାପରେ ଅନେକ ଚାକିରି ଛାଡ଼ିଛନ୍ତି । ଲକ୍ଷ୍ୟ କିନ୍ତୁ ଥିଲା ସିଭିଲ୍ ସର୍ଭିସ । ପ୍ରସ୍ତୁତି ଚଳାଇଥିଲେ । ଏବେ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ କଲିଙ୍ଗି ଗାଁରେ…

ଅଯୋଧ୍ୟାରେ ରାମମନ୍ଦିର ଭୂମିପୂଜନ ପୂର୍ବରୁ ପୁରୀ ବେଳାଭୁମିରେ ବାଲୁକା ପ୍ରତିରୂପ ପ୍ରସ୍ତୁତ କଲେ ସୁଦର୍ଶନ

ପୁରୀ: ଆସନ୍ତାକାଲି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ଅନୁଷ୍ଠିତ ହେବ । ତେବେ ପୁରୀ ବେଳା ଭୂମିରେ ଦେଖିବାକୁ ମିଳିଛି ରାମ ମନ୍ଦିର ଡିଜାଇନ୍‌ର ଅବିକଳ ପ୍ରତିରୂପ । ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏହିପରି ଏକ…

ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଅଯୋଧ୍ୟା ନଗରୀ

ଅଯୋଧ୍ୟା: ଆସନ୍ତାକାଲି ଭବ୍ୟ ରାମମନ୍ଦିର ନିର୍ମାଣ ନେଇ ଭୂମି ପୂଜା କରାଯିବ । ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଅଯୋଧ୍ୟା ନଗରୀ । ଚାରିଆଡେ ନାକାବନ୍ଦୀ । ସୁରକ୍ଷା କଡ଼ାକଡ଼ି । ବ୍ଲକିଂ ଓ ଚେକିଂ ଜୋରଦାର କରାଯାଇଛି । ମନ୍ଦିର ନିର୍ମାଣ…

ରାଉରକେଲାରେ କୋଭିଡ ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହ୍ଵାଟ୍ସଆପ ନମ୍ବର ଜାରି

ରାଉରକେଲା: କୋଭିଡ ନିୟମ ଖିଲାପ କରୁଥିଲେ ସାବଧାନ । ଘରୁ ବାହାରିଲେ ଯଦି ମାସ୍କ ପିନ୍ଧ ନାହାନ୍ତି, ସାମାଜିକ ଦ୍‌ୂରତ୍ୱ ମାନୁନାହାନ୍ତି କି ଆବଶ୍ୟକ ସ୍ଥଳେ ହାତ ସାନିଟାଇଜ କରୁନାହାନ୍ତି ତେବେ ଅସୁବିଧାରେ ପଡିପାରନ୍ତି । କାରଣ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଉରକେଲା…

ବିସ୍ଫୋରଣରେ ଥରିଲା ଲେବାନନ୍ ରାଜଧାନୀ, ଦେଖନ୍ତୁ ଭିଡିଓ

ବେରୁତ: ଲେବାନନ ରାଜଧାନୀରେ ଭୟଙ୍କର ବିସ୍ଫୋରଣ । ଦୁଇ ଦୁଇଟି ବିସ୍ଫୋରଣରେ ଥରିଲା ବେରୁତ । ଲେବାନନ ରାଜଧାନୀ ଆକାଶରେ ନିଆଁ ଓ ଧୂଆଁର ଆସ୍ତରଣ ଦେଖିବାକୁ ମିଳିଥିଲା । କୁହାଯାଇଛି ବିସ୍ଫୋରଣରେ ସହରରେ ବହୁ ବଡ଼ ବଡ଼ କୋଠା କ୍ଷତିଗ୍ରସ୍ତ ହୋଇଛି । ଗୋଟିଏ ବିସ୍ଫୋରଣ ବନ୍ଦର ଅଞ୍ଚଳରେ ଓ ଆଉ…

ଆରପାରିରେ ଆଧୁନିକ ରଙ୍ଗମଞ୍ଚର ବିନ୍ଧାଣୀ ଇବ୍ରାହିମ୍ ଅଲକାଜୀ

ନୂଆଦିଲ୍ଲୀ: ଥିଏଟର ଦୁନିଆର ବାହଶାହ ଇବ୍ରାହିମ ଅଲକାଜୀଙ୍କ ପରଲୋକ । ଆଜି ୯୪ ବର୍ଷ ବୟସରେ ଦିଲ୍ଲୀରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି । ଦିଲ୍ଲୀ…

ଯେଉଁ ଦେଶରେ କୁକୁର ସାଜେ କାର୍ ସେଲ୍ସମ୍ୟାନ୍ !

ଭୁବନେଶ୍ୱର: ଏବେ ସାଧାରଣ ନୁହେଁ ଅସାଧାରଣ ଉପରେ ଲୋକଙ୍କ ନଜର । ମଣିଷ ନୁହେଁ କୁକୁର ସେଲ୍ସମ୍ୟାନ୍ ଉପରେ ସାରା ବିଶ୍ୱର ନଜର । ପଢିବାକୁ ଅଡୁଆ ଲାଗୁଥିଲେ ବି ଏକ ପ୍ରତିଷ୍ଠିତ ବ୍ରାଣ୍ଡର କାର୍ ସୋ’ରୁମରେ ଜଣେ କୁକୁରକୁ ସେଲ୍ସମ୍ୟାନ ବନାଇବା ଘଟଣା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।…

ନୂଆ ମ୍ୟାପ୍ ଜାରି କଲା ପାକିସ୍ତାନ, କାଶ୍ମୀର ସହ ଲଦାଖର କିଛି ଅଂଶକୁ ନିଜର ଦର୍ଶାଇଲା

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୫ରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବର୍ଷେ ପୂରିବ । ତେବେ ଏହାର ଦିନକ ପୂର୍ବରୁ ପାକିସ୍ତାନ ପକ୍ଷରୁ ଏକ ନୂଆ ମ୍ୟାପ୍ ଜାରି କରାଯାଇଛି । ଏଥିରେ ଭାରତୀୟ ଅଞ୍ଚଳ ଜମ୍ମୁ ଓ କଶ୍ମୀର ଏବଂ ଲଦାଖକୁ ନିଜସ୍ୱ ଅଞ୍ଚଳ ବୋଲି ଦର୍ଶାଯାଇଛି । କେବଳ…

ବଲିଉଡ ନୁହେଁ ଏବେ ଟଲିଉଡ୍ ଉପରେ ଅନନ୍ୟାଙ୍କ ଭରସା !

ମୁମ୍ବାଇ: କରୋନା ମହାମାରୀ ପାଇଁ ଅଟକି ପଡିଛି ସାରା ବିଶ୍ୱ । ଏମିତି ସ୍ଥିତିରେ ଭାରତର ଫିଲ୍ମ ଇଣ୍ଡଷ୍ଟ୍ରୀ ବି ଠପ୍ ପଡିଛି । କରୋନା ପୂର୍ବରୁ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ଫାଇଟର୍‌ର ସୁଟିଂ ଚାଲିଥିଲା । ହେଲେ ଏବେ ତାହା ଅଧାରେ ପଡି ରହିଛି । ଏହି ଫିଲ୍ମରେ ସେ ବିଜୟ ଦେବରକୋଣ୍ଡାଙ୍କ ସହ ନଜର…