Latest Odisha News

BREAKING NEWS

୫୦୦ବର୍ଷର ବିବାଦ ପରେ ଏଥର ଅଯୋଧ୍ୟାରେ ରାମଲାଲାଙ୍କ ରାଜୁତି

ଅଯୋଧ୍ୟା: ୫୦୦ ବର୍ଷର ବିବାଦର ଅନ୍ତ ଘଟିବାକୁ ଯାଉଛି । ଅଯୋଧ୍ୟା ଓ ଭାରତବାସୀଙ୍କ ସମ୍ମାନର ମୂଲ୍ୟ ମିଳିବ । ଏଠାରେ ରାମଲାଲାଙ୍କ ରାଜୁତି ହେବ । ରାମମନ୍ଦିରରେ ନିର୍ମାଣ କ୍ଷେତ୍ରରେ ସମସ୍ତଙ୍କ ଭୂମିକା ରହିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ କଂଗ୍ରେସ ଓ ପରେ ବିଜେପି ଏହି ବିବାଦର ଅନ୍ତ…

ବର୍ଷା ଆଲର୍ଟ, ଜିଲ୍ଲାପାଳଙ୍କୁ ଏସ୍‌ଆର୍‌ସିଙ୍କ ଚିଠି

ଭୁବନେଶ୍ୱର: ଉତ୍ତର ବଙ୍ଗପୋସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି । ଏହାର ପ୍ରଭାବରେ ଆଗାମୀ ୫ରୁ ୬ ଦିନ ୧୮ଟି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ରାଜ୍ୟରେ ବର୍ଷା ନେଇ ସବୁ ଜିଲ୍ଲାପାଳଙ୍କୁ ଏସଆରସି ପ୍ରଦୀପ ଜେନା ଚିଠି ଲେଖିଛନ୍ତି । ସବୁ ଜିଲ୍ଲାପାଳଙ୍କୁ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ସେ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ସୂଚନା ମିଳିଛି । ପୂର୍ବରୁ ତାଙ୍କ କର୍ମଚାରୀ ପଜିଟିଭ ଆସିଥିଲେ । ସେ ଟୁଇଟ୍ କରି…

ଦୋକାନ ଆଗରେ ଚା’ ପିଇବା ମନା, ରେଷ୍ଟୁରାଂଟରୁ ନେବେ ପାର୍ସଲ

ଭୁବନେଶ୍ୱର: ଏଣିକି ଦୋକାନ ଆଗରେ ଚା’ ପିଇ ପାରିବେ ନାହିଁ ଗ୍ରାହକ । ଦୋକାନ ଆଗରେ ଚା’ ପିଇବା ଉପରେ କଟକଣା ଲାଗଯାଇଛି । ଖାଦ୍ୟ ବିକ୍ରେୟକାରୀଙ୍କ ପାଇଁ ବିଏମ୍‌ସି ପକ୍ଷରୁ ନୂଆ ଗାଇଡାଲାଇନ୍ ଜାରି ହୋଇଛି । ରେଷ୍ଟୁରାଂଟ, ଢ଼ାବା, ରାସ୍ତାକଡ ଠେଳା ଦୋକାନୀଙ୍କ ପାଇଁ ଏହି ଗାଇଡଲାଇନ୍ ଜାରି…

ନିର୍ମାଣ ପରେ ଏମିତି ଦେଖାଯିବ ରାମ ମନ୍ଦିର; ଫଟୋ ଜାରି କଲେ ଟ୍ରଷ୍ଟ

ନୂଆଦିଲ୍ଲୀ: ଆସନ୍ତାକାଲି ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନ ହେବାକୁ ଥିବା ବେଳେ ଏହା ପୂର୍ବରୁ ଟ୍ରଷ୍ଟ ପକ୍ଷରୁ ମନ୍ଦିରର କିଛି ମଡେଲ୍ ଜାରି କରାଯାଇଛି । ଏନେଇ ଟ୍ୱିଟ୍ କରିଛନ୍ତି ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ।…

ବିଚିତ୍ର ବିଶ୍ୱର ଅଭେଦ୍ୟ ରହସ୍ୟ !

ଭୁବନେଶ୍ୱର: ବିଚିତ୍ର ବିଶ୍ୱ । ତା ସୃଷ୍ଟିର ରହସ୍ୟ ବି ଅଭେଦ୍ୟ । ପ୍ରତ୍ୟେକ ଦିନ ଏହି ଧରାପୃଷ୍ଠରେ ସାମ୍ନାକୁ ଆସିଥାଏ କିଛି ନା କିଛି ଅଦ୍ଭୁତ । ଏଇ ଯେମିତି ସାମ୍ନାକୁ ଆସିଛି ଏହି ବିଚିତ୍ର ତଥା ମୃତ ସାମୁଦ୍ରିକ ଜୀବ । ସମୁଦ୍ର କୂଳରେ ଲାଗିଥିବା ଏହି ମୃତ ଜୀବ ଏବେ ସମସ୍ତଙ୍କ ମନରେ…

ନିଆଁରେ ପୋଡି ହୋଇ ଝିଅ ମୃତ

ବ୍ରହ୍ମପୁର: ଦିଗପହଣ୍ଡି ବ୍ଲକର କୈଥଡା ପଞ୍ଚାୟତ ଅନ୍ତର୍ଗତ ଦୂରାଗାଁର ଭାଗିରଥୀ ନାୟକଙ୍କ ଝିଅ ମାମୁନି ନାୟକ ନିଆଁରେ ପୋଡି ହୋଇ ମୃତ୍ୟୁ ବରଣ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ, ନିକଟରେ ମାଟ୍ରିକ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ମାମୁନି ସେଥିରେ ଉତ୍ତୀର୍ଣ୍ଣ ହୋଇଥିଲେ ।…

ରାମମନ୍ଦିର ଭୂମିପୂଜନ ପାଇଁ ଶୁଭ ମୁହୂର୍ତ୍ତ ସ୍ଥିର କରିଥିବା ପୂଜକଙ୍କୁ ଧମକ

ଅଯୋଧ୍ୟା: ରାମମନ୍ଦିର ଭୂମି ପୂଜନ ମୁହୂର୍ତ୍ତକୁ ନେଇ ଥମୁନି ବିବାଦ । ଭୂମି ପୂଜା ପାଇଁ ଶୁଭ ମୂହୁର୍ତ୍ତ ବାହାର କରିଥିବା ପୂଜକଙ୍କୁ ମିଳୁଛି ଧମକ । ଭୂମିପୂଜା ପୂର୍ବରୁ ଆରମ୍ଭ ହୋଇଥିବା ବିବାଦ ଭିତରେ ମନ୍ଦିର ନିର୍ମାଣ ପାଇଁ ବ୍ରାହ୍ମ ମୂହୁର୍ତ୍ତ ସ୍ଥିର କରିଥିବା ପୂଜକ ଏଭଳି ଅଭିଯୋଗ…

କରୀନାଙ୍କୁ ଟାର୍ଗେଟ କଲେ କଙ୍ଗନା, ୬ ପ୍ରଶ୍ନର ଉତ୍ତର ଦେବାକୁ କହିଲେ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣା ପରେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ଦୁଇ ଭାଗ ହୋଇଯାଇଛି କହିଲେ ଭୁଲ ହେବ ନାହିଁ । ଏହି ଲଢ଼େଇ ବିଶେଷ ଭାବେ ଇନସାଇଡର ଓ ଆଉଟସାଇଡର ମଧ୍ୟରେ ଆରମ୍ଭ ହୋଇଛି । ସୁଶାନ୍ତ ମୃତ୍ୟୁ ପରେ ବଲିଉଡ କୁଇନ କଙ୍ଗନା ରାନାୱତ ନେପୋ କିଡ୍ସଙ୍କୁ ଟାର୍ଗେଟ…

ରେଡମି ୯ ପ୍ରାଇମ ଭାରତରେ ଲଞ୍ଚ, ଆସନ୍ତୁ ଜାଣିବା କଣ ରହିଛି ଫିଚର୍ସ, ମୂଲ୍ୟ ଏବଂ ବିକ୍ରୟ ତାରିଖ ବିଷୟରେ

ନୂଆଦିଲ୍ଲୀ : ହ୍ୟାଣ୍ଡସେଟ୍ ନିର୍ମାତା ଜିଆଓମିର ସବ୍ ବ୍ରାଣ୍ଡର ସର୍ବଶେଷ ସ୍ମାର୍ଟଫୋନ୍ ରେଡମି ୯ ପ୍ରାଇମ୍ ଭାରତରେ ଲଞ୍ଚ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ଫିଚର୍ସ ଗୁଡିକ ବିଷୟରେ କହିବାକୁ ଗଲେ, ଏହି ସର୍ବଶେଷ ରେଡମି ମୋବାଇଲ୍ ଫୋନ୍ ମିଡିଆଟେକ୍ ହେଲିଓ G80 ପ୍ରୋସେସର ଏବଂ କ୍ୱାଡ୍ ରିୟର…